ଜାଣନ୍ତୁ, ସ୍ୱାସ୍ଥ୍ୟ ପାଇଁ କେତେ ହିତକର ତରଭୁଜ

0
ବାହାରର ମୁଣ୍ଡ ଫଟା ଖରାରୁ ତ୍ରାହି ପାଇବା ପାଇଁ ଆମେମାନେ ବିଭିନ୍ନ ପ୍ରକାରର ଥଣ୍ଡାଜାତୀୟ ଖାଦ୍ୟ ଏବଂ ଫଳ ଖାଇଥାଉ। ପ୍ରାୟ ଖରା ଦିନମାନଙ୍କରେ ସମସ୍ତଙ୍କର ପ୍ରିୟ ଫଳ ହେଉଛି ତରଭୁଜ। ହେଲେ ଏହି ତରଭୁଜର ଔଷଧୀୟ ଗୁଣ ବିଷୟରେ ପ୍ରାୟ ସମସ୍ତଙ୍କୁ ଅଜଣା। ଶରୀରର ଶକ୍ତି ବଢ଼ାଏ  ତରଭୁଜ...

ଶରୀର ପାଇଁ ହିତ- ନିମ୍ବ ତରକାରି

0
ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ ନିମ୍ବ ପତ୍ରର ଔଷଧୀୟ ଗୁଣ ଯୋଗୁଁ ଆୟୁର୍ବେଦରେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ନିମ୍ବ ପତ୍ରରେ ପ୍ରସ୍ତୁତ...
stress

ଏହି ଅଭ୍ୟାସ ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ

0
ମସ୍ତିଷ୍କ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ। ମସ୍ତିଷ୍କକୁ କ୍ଷତି ପହଞ୍ଚିଲେ ବିଚାର, ସ୍ମୃତି, ସମ୍ବେଦନା ଇତ୍ୟାଦି ଉପରେ ପ୍ରଭାବ ପଡ଼ିଥାଏ। ଏଭଳି କ୍ଷେତ୍ରରେ ମସ୍ତିଷ୍କ ସୁସ୍ଥ ରହିବା ଲାଗି କିଛି କୁଅଭ୍ୟାସକୁ ବଦଳାନ୍ତୁ। ଜଳଖିଆ ନ ଖାଇବା: ଅନେକ ସମୟରେ ଲୋକମାନେ କାମର ଚାପ, ଓଜନ କମାଇବା...

ଫାଷ୍ଟଫୁଡ୍‌ ବି ହୋଇପାରିବ ସ୍ୱାସ୍ଥ୍ୟକର

0
ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଫାଷ୍ଟଫୁଡ୍‌ ପ୍ରିୟ। କିନ୍ତୁ, ଫାଷ୍ଟଫୁଡ୍‌ ଖାଇବା ଦ୍ୱାରା ମୋଟାପଣ, ଡାଏବେଟିସ୍‌ ଓ କୋଲେଷ୍ଟ୍ରୋଲ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏପରିସ୍ଥଳେ ଜଙ୍କଫୁଡ୍‌କୁ ବି ଆପଣ ସ୍ୱାସ୍ଥ୍ୟପ୍ରଦ ବନାଇ ପାରିବେ। ପାସ୍ତା, ସାଣ୍ଡୱିଚ୍, ପିଜ୍ଜା ଇତ୍ୟାଦିକୁ ବାହାରୁ...

କେମିତି କମିବ ଓଜନ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/embed/tREmn4DIjj4 ମୋଟା ହେବାର କାରଣ କ’ଣ? ପେଟର ଚର୍ବି କମିବ କେମିତି? ଏନେଇ ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମୌସୁମୀ ମିଶ୍ର କ’ଣ କହୁଛନ୍ତି, ଅଧିକ ଜାଣନ୍ତୁ। ମୋଟା ହେବାର କାରଣ କ’ଣ?କେମିତି କମିବ ପେଟର ଚର୍ବି?କ’ଣ ଖାଇବେ, କ’ଣ ଖାଇବେ ନାହିଁ?ଡାକ୍ତରଙ୍କ ପରାମର୍ଶ ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରିଯୁକ୍ତ...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ସୋରିଷ ତେଲ

0
ଖାଦ୍ୟରେ ସ୍ୱାଦ ବଢ଼ାଇବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ହିତକର ସୋରିଷ ତେଲ। ସୋରିଷ ତେଲରେ ମନୋଅନ୍‌ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌ (MUFA), ପଲି ଅନ୍‌ସାଚୁରେଟେଡ୍‌ ଫ୍ୟାଟି ଏସିଡ୍‌(PUFA), ଓମେଗା-୩ ଓ ୬, ଭିଟାମିନ୍‌ ଇ, ମିନେରାଲ୍ସ, ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ମାଇକ୍ରୋବାୟଲ୍‌, ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ଭରି ରହିଛି। ଏହା...

ବ୍ରେକ୍‌ଫାଷ୍ଟରେ କ’ଣ ଖାଇବେ ଓ କ’ଣ ନାହିଁ?

0
https://www.youtube.com/embed/5L2cRL6-0Ug ସୁସ୍ଥ ରହିବା ପାଇଁ କେତେ ପୋଷଣର ଆବଶ୍ୟକତା ରହିଛି? ଏନେଇ ବିଶିଷ୍ଟ ଡାଏଟିସିଆନ୍ ଡାକ୍ତର ମୌସୁମୀ ମିଶ୍ରଙ୍କଠାରୁ ଅଧିକ ଜାଣନ୍ତୁ। ପୋଷଣ କ’ଣ?ଦୈନିକ କେତେ ପୋଷଣ ଦରକାର?ସ୍ୱାସ୍ଥ୍ୟ ପାଇଁ ବ୍ରେକଫାଷ୍ଟର ଗୁରୁତ୍ୱବ୍ରେକଫାଷ୍ଟରେ କ’ଣ ଖାଇବେ ନାହିଁ?ବାଲାନ୍ସ ଡାଏଟ୍‌ କ’ଣ?କେତେବେଳେ କ’ଣ ଖାଇବେ?ସଠିକ ପୋଷଣ ସଠିକ ବିକାଶଡାକ୍ତରଙ୍କ ଟିପ୍ସ ପୋଷଣ କ’ଣ?...
taste buds

ଆପଣ କୌଣସି ସ୍ଵାଦ ଜାଣିପାରୁନାହାନ୍ତି କି?

0
ଅନେକ ସମୟରେ ଆମେ ଖାଉଥିବା ଖାଦ୍ୟ ପାଟିକୁ ସ୍ଵାଦ ଲାଗେ ନାହିଁ। କେହି କେହି ଏହାକୁ ଅରୁଚି ହୋଇଛି ବୋଲି କହିଥାଆନ୍ତି। କାହିଁକି ଏପରି ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା। ଅଧିକାଂଶ ସମୟରେ ଆମକୁ କିଛି ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୁଏ ନାହିଁ। ଯାହା ଖାଇଲେ ବି...
feeling hungry

ଆପଣଙ୍କୁ ଅଧିକ ଭୋକ ଲାଗେ କି?

0
ଖାଇବାର କିଛି ସମୟ ପରେ ପୁଣି ଭୋକ ଲାଗେ। ବାରମ୍ବାର ଭୋକ ଲାଗିବାର ଅଭ୍ୟାସ ଅନେକ ସମୟରେ ସମସ୍ୟାର କାରଣ ବି ପାଲଟିପାରେ। ପ୍ରକୃତରେ ଏହି ସମସ୍ୟାର କାରଣ କ’ଣ ଆସନ୍ତୁ ଜାଣିବା … ଖାଦ୍ୟରେ ପ୍ରୋଟିନ୍‌ ଓ ଫାଇବର ମାତ୍ରା ଆବଶ୍ୟକ ମୁତାବକ ନ ଥିଲେ, ବାରମ୍ବାର...
yo yo diet

ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମକୁ କରନ୍ତୁ ନାହିଁ ଅଣଦେଖା

0
ଅନେକ ସମୟରେ ଲୋକେ ଓଜନକୁ ନିୟନ୍ତ୍ରଣ କରିବା ଲାଗି ୱାର୍କଆଉଟ୍ କରିଥା’ନ୍ତି। ଡାଏଟ୍ ଉପରେ ଧ୍ୟାନ ଦେଇଥା’ନ୍ତି। କିଛି ଦିନ ଧରି ସେହି ରୁଟିନ୍‌କୁ ଫଲୋ ବି କରନ୍ତି। କିନ୍ତୁ ହଠାତ୍ ସେମାନଙ୍କର ଓଜନ ବଢ଼ିବାକୁ ଲାଗିଥାଏ। ଏହାର କାରଣ ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମ୍ ହୋଇପାରେ। ୟୋ...
error: Content is protected !!