mango benefits

ଖରାଦିନେ ଆମ୍ବ ଖାଇବାର ଫାଇଦା

0
ସ୍ୱାଦ ଓ ସ୍ୱାସ୍ଥ୍ୟପ୍ରତି ଉପକାରିତା ଯୋଗୁଁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ। ଏହାକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଆନ୍ତି। ଏହା ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଆମ୍ବରେ ଫାଇବର, ଭିଟାମିନ୍ ଏ, ସି, ଫୋଲିକ ବି୯,...
Subroto Bagchi on Transforming Cancer & Palliative care in Odisha

କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଦିନେ ଭାରତରେ ଅଗ୍ରଣୀ କେନ୍ଦ୍ର ହେବ – ସୁବ୍ରତ ବାଗ୍‌ଚୀ

0
https://www.youtube.com/watch?v=ewwnMaNA2BE ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସାର ସ୍ଥିତି ଓ ଏହାର ନିରାକରଣ ସମ୍ପର୍କରେ ସ୍ୱାସ୍ଥ୍ୟପ୍ଲସ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସୁବ୍ରତ ବାଗ୍‌ଚୀ। ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ...

ଦେଶରେ କରୋନା ସ୍ଥିତି – ଗତ ୨୪ଘଣ୍ଟାରେ ୮୭୯ ମୃତ

0
ଦେଶରେ କରୋନା ସ୍ଥିତି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ଲକ୍ଷାଧିକ କରୋନା ପଜିଟିଭ୍। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୂତାବକ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୧ ହଜାର ୭୩୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୮୭୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ...
water

ଖାଇବା ପରେ ତୁରନ୍ତ ପାଣି ପିଇଲେ କେଉଁ ସବୁ ସମସ୍ୟା ଦେଖାଦିଏ?

0
ଖାଦ୍ୟ ଗ୍ରହଣର କରିସାରିବା ପରେ ତୁରନ୍ତ ପାଣି ପିଉଥିବା ଲୋକମାନେ ସାବଧାନ ହୋଇଯାନ୍ତୁ। ଶରୀର ପାଇଁ ଏହା କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେପାଣି ପିଅନ୍ତି। ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏପରିକି ହୃଦଘାତ ଭଳି...

ବ୍ରେକ୍‌ଫାଷ୍ଟରେ କ’ଣ ଖାଇବେ ଓ କ’ଣ ନାହିଁ?

0
https://www.youtube.com/embed/5L2cRL6-0Ug ସୁସ୍ଥ ରହିବା ପାଇଁ କେତେ ପୋଷଣର ଆବଶ୍ୟକତା ରହିଛି? ଏନେଇ ବିଶିଷ୍ଟ ଡାଏଟିସିଆନ୍ ଡାକ୍ତର ମୌସୁମୀ ମିଶ୍ରଙ୍କଠାରୁ ଅଧିକ ଜାଣନ୍ତୁ। ପୋଷଣ କ’ଣ?ଦୈନିକ କେତେ ପୋଷଣ ଦରକାର?ସ୍ୱାସ୍ଥ୍ୟ ପାଇଁ ବ୍ରେକଫାଷ୍ଟର ଗୁରୁତ୍ୱବ୍ରେକଫାଷ୍ଟରେ କ’ଣ ଖାଇବେ ନାହିଁ?ବାଲାନ୍ସ ଡାଏଟ୍‌ କ’ଣ?କେତେବେଳେ କ’ଣ ଖାଇବେ?ସଠିକ ପୋଷଣ ସଠିକ ବିକାଶଡାକ୍ତରଙ୍କ ଟିପ୍ସ ପୋଷଣ କ’ଣ?...
cold and cough

ଥଣ୍ଡା ଯୋଗୁଁ ନାକ ଜାମ୍‌ ହୋଇଯାଉଛି କି?

0
ବିନା କୌଣସି ଔଷଧରେ କେବଳ ଘରୋଇ ଉପାୟରେ ନାକ ଜାମ୍‌ ସମସ୍ୟାରୁ ମୁକ୍ତି ପାଇବେ କିପରି? ଅତ୍ୟଧିକ ଥଣ୍ଡା ଯୋଗୁଁ ଅଧିକାଂଶ ଲୋକଙ୍କର ନାକ ଜାମ୍‌ ହୋଇଯାଏ। ନାକ ବନ୍ଦ ହୋଇଯିବା କାରଣରୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହୋଇଥାଏ, ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ।...
yo yo diet

ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମକୁ କରନ୍ତୁ ନାହିଁ ଅଣଦେଖା

0
ଅନେକ ସମୟରେ ଲୋକେ ଓଜନକୁ ନିୟନ୍ତ୍ରଣ କରିବା ଲାଗି ୱାର୍କଆଉଟ୍ କରିଥା’ନ୍ତି। ଡାଏଟ୍ ଉପରେ ଧ୍ୟାନ ଦେଇଥା’ନ୍ତି। କିଛି ଦିନ ଧରି ସେହି ରୁଟିନ୍‌କୁ ଫଲୋ ବି କରନ୍ତି। କିନ୍ତୁ ହଠାତ୍ ସେମାନଙ୍କର ଓଜନ ବଢ଼ିବାକୁ ଲାଗିଥାଏ। ଏହାର କାରଣ ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମ୍ ହୋଇପାରେ। ୟୋ...

ଶୋଇବା ବେଳେ ଘୁଙ୍ଗୁଡ଼ି ମାରୁଛନ୍ତି କି? ଜାଣନ୍ତୁ କେମିତି ପାଇବେ ମୁକ୍ତି

0
https://www.youtube.com/embed/rHo99CqPyaY ଶୋଇବା ବେଳେ ଅଧିକାଂଶ ଲୋକ ଘୁଙ୍ଗୁଡ଼ି ମାରିଥାଆନ୍ତି। ତେବେ କାହିଁକି ଘୁଙ୍ଗୁଡ଼ି ହୁଏ? ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ବରିଷ୍ଠ ଶ୍ୱାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କଠାରୁ ଅଧିକ ଜାଣିବା। ଘୁଙ୍ଗୁଡ଼ି ସମସ୍ୟା କ’ଣ?ଘୁଙ୍ଗୁଡ଼ି ହେବାର କାରଣ କ’ଣ?ଘୁଙ୍ଗୁଡ଼ି ଯୋଗୁଁ ନିଦ...
picnic food

ଭ୍ରମଣ ସମୟରେ ଖାଆନ୍ତୁ ଘରୋଇ ଖାଦ୍ୟ

0
ଭ୍ରମଣ କରିବା ସମୟରେ ଅନେକ ଲୋକ ଖାଦ୍ୟ ଖରାପ ହୋଇଯିବ ବୋଲି ଭାବି ଘରୁ ଖାଦ୍ୟ ନେଇନଥାନ୍ତି। ଫଳତଃ ଅନାବଶ୍ୟକ ଭାବେ ବାହାରୁ ଖାଦ୍ୟ ଖାଇ ସମସ୍ୟାରେ ପଡ଼ିଥାନ୍ତି। ଏପରିସ୍ଥଳେ ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଆପଣ ଘରୁ କି ଖାଦ୍ୟ ନେଇପାରିବେ। ପୁରି ବା ପରଟା: ଭ୍ରମଣ କରିବାକୁ...
kidney stone

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ ବଦଳାନ୍ତୁ ଆପଣଙ୍କ ଲାଇଫଷ୍ଟାଇଲ୍

0
‌ସଠିକ୍‌ ଜ୍ଞାନ ଓ ସୁସ୍ଥ ଜୀବନଶୈଳୀ ଆପଣେଇବା ଦ୍ୱାରା କିଡ୍‌ନି ରୋଗକୁ ପ୍ରତିରୋଧ କରାଯାଇ ପାରିବ। କିଡ୍‌ନି ଅସୁସ୍ଥତାର କାରଣଗୁଡ଼ିକ ଜାଣନ୍ତୁ ଏବଂ ସୁରକ୍ଷିତ ରହନ୍ତୁ। କିଡ୍‌ନି ରୋଗ ହେବାର ମୁଖ୍ୟ କାରଣ ହେଉଛି ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ। ଏହାଛଡ଼ା ପନିପରିବାରେ ମାତ୍ରାଧିକ ରାସାୟନିକ ଦ୍ରବ୍ୟର...
error: Content is protected !!