ଖୁବଶୀଘ୍ର ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା

0
ଭୁବନେଶ୍ୱର ଏମ୍ସକୁ ଆସିଛି ଏକ୍‌ମୋ ମେସିନ୍‌। ଜୁଲାଇ ୧୫ତାରିଖ ସୁଦ୍ଧା ଏହି ମେସିନ୍‌ ହସ୍ପିଟାଲ୍‌ରେ କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ଏମ୍ସରେ ମେସିନ ସ୍ଥାପନ କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଆଉ ଏକ ଏକ୍‌ମୋ ମେସିନ ଆସିବାର ବ୍ୟବସ୍ଥା ରହିଛି। ଏନେଇ ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା...
teeth

ଜାଣନ୍ତୁ, ଦାନ୍ତରେ ଦେଖାଯାଉଥିବା ୫ଟି ସମସ୍ୟା ବାବଦରେ

0
ବିଭିନ୍ନ କାରଣ ଯୋଗୁଁ ଦାନ୍ତରେ ଅନେକ ସମସ୍ୟା ଦେଖାଦେଇଥାଏ। ଦାନ୍ତକୁ ସୁସ୍ଥ ରଖିବା ପାଇଁ ଏହାର ଯତ୍ନ ନେବା ଉଚିତ। ଅଧିକ ପଢ଼ନ୍ତୁ: ସୁସ୍ଥ ଦାନ୍ତ ପାଇଁ ଆପଣାନ୍ତୁ ଏହି ଟିପ୍ସ ପାଟି ଗନ୍ଧ ଦାନ୍ତ ମୂଳରେ ଖାଦ୍ୟ ଜମି ରହି ରହି ଏହି ଦୁର୍ଗନ୍ଧ ବାହାରି ଥାଏ। ଦାନ୍ତ ମୂଳରେ...
curry leaves

ଔଷଧୀୟ ଗୁଣରେ ଭରପୂର ଭୁର୍ସୁଙ୍ଗ ପତ୍ର

0
ଭୁର୍ସୁଙ୍ଗ ଖାଦ୍ୟରେ ସୁଗନ୍ଧ ବଢ଼ାଇବା ସହ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ହେଲେ ଭୁର୍ସୁଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରି କିପରି ସୁସ୍ଥ ରହିବେ। କେଶ ସମସ୍ୟା ଦୂର କରେ: ଭୁର୍ସୁଙ୍ଗ ପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କେଶକୁ...

ଆଖି ତଳ କଳା ଦାଗ ପଡ଼ୁଛି କି?

0
ଆଖି ତଳେ କଳା ଦାଗ ପଡ଼ିଲେ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ କରିଦେଇଥାଏ। ତେଣୁ ଏହି କଳା ଦାଗରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ। ମୁହଁର ସୁନ୍ଦରତା ପାଇଁ ଆଖିର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ସୁନ୍ଦର ଆଖି ଅନ୍ୟକୁ ଆକୃଷ୍ଟ କରିଥାଏ। କିନ୍ତୁ ଆଖି...
measles and chickenpox

ମିଳିମିଳା ଓ ହାଡ଼ଫୁଟିରୁ କେମିତି ପାଇବେ ରକ୍ଷା: ଆପଣାନ୍ତୁ କିଛି ଟିପ୍ସ

0
ସଂକ୍ରାମକ ରୋଗ ମିଳିମିଳା ଓ ହାଡ଼ଫୁଟିରୁ କେମିତି ପାଇବେ ରକ୍ଷା ଆସନ୍ତୁ ଜାଣିବା କିଛି ଟିପ୍ସ। ମିଳିମିଳା ଏହା ଏକ ସାଧାରଣ ସଂକ୍ରମଣଜନିତ ରୋଗ। ଏହାର ପ୍ରଭାବ ସଂକ୍ରମଣ ହେବାର ବହୁଦିନ ପରେ ଦେଖାଯାଏ। ପାରାମିକ୍ସୋ ଭୂତାଣୁ ଯୋଗୁ ଏହି ରୋଗ ବ୍ୟାପେ। ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍‍...
knee problem

ବୟସ୍କଙ୍କ ଆଣ୍ଠୁଗଣ୍ଠି ପୀଡା ଓ ଫିଜିଓଥେରାପି

0
ଚିକିତ୍ସା ଶାସ୍ତ୍ରର ଉନ୍ନତି ସହିତ ମଣିଷର ବୟସ ସୀମା ମଧ୍ୟ ବଢ଼ିଯାଇଛି। ବୟସ ବଢ଼ିବା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ତନ୍ମଧ୍ୟରୁ ଆଣ୍ଠୁଗଣ୍ଠି ବ୍ୟଥା ଏକ ଅନ୍ୟତମ। ବୟସ୍କମାନଙ୍କ ଆଣ୍ଠୁଗଣ୍ଠି ବ୍ୟଥା ଏକ ସାଧାରଣ ସମସ୍ୟା, କିନ୍ତୁ ଅତ୍ୟନ୍ତ କଷ୍ଟଦାୟକ। ରୋଗୀ ଚଲାବୁଲା କରିବା, ପାହାଚ ଚଢ଼ିବା,...

ସ୍ୱାସ୍ଥ୍ୟ ସଚିବଙ୍କ ଅପିଲ୍ – ‘‘ସମସ୍ତେ କୋଭିଡ ନିୟମ ମାନନ୍ତୁ’’

0
ସ୍ୱାସ୍ଥ୍ୟପ୍ଲସ ବ୍ୟୁରୋ https://youtu.be/c753aIbJCmo କେତେ ନୂଆ ବାଟ’ର ସିଜିନ୍‌ ୨ରେ ଭାଗ ନେଇ କୋଭିଡ ଉପଯୋଗୀ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ‘‘ଦ୍ୱିତୀୟ ଲହର ସଂକ୍ରମଣ ସାରାଦେଶରେ ମାଡ଼ି ଚାଲିଛି। ଓଡ଼ିଶାରେ ମଧ୍ୟ...

ବିଶ୍ଵ ମ୍ୟାଲେରିଆ ଦିବସ – ମ୍ୟାଲେରିଆରୁ କିପରି ରହିବେ ସୁରକ୍ଷିତ?

0
ଆଜି ବିଶ୍ଵ ମ୍ୟାଲେରିଆ ଦିବସ। ମଶା ଦାଉରୁ ନିଜକୁ ରକ୍ଷା କରି ମ୍ୟାଲେରିଆ ମୁକ୍ତ ସମାଜ ଗଠନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ୨୦୧୮ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ ଅନୁସାରେ ମ୍ୟାଲେରିଆ ଆକ୍ରାନ୍ତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି। ୨୦୧୭ରେ ଭାରତରେ...

କର୍କଟକୁ ନେଇ ଆପଣଙ୍କର ପ୍ରଶ୍ନ – ଜାଣନ୍ତୁ, ଡାକ୍ତରଙ୍କ ଉତ୍ତର

0
କ୍ୟାନ୍‌ସର ବା କର୍କଟ ରୋଗ ସମଗ୍ର ଦେଶରେ ଏକ ଉତ୍କଟ ରୂପ ଧାରଣ କରିଛି। ହେଲେ କର୍କଟ ରୋଗ କାହିଁକି ବଢ଼ୁଛି ଓ କାହିଁକି ଲୋକେ ପ୍ରାଥମିକ ପର୍ଯ୍ୟାୟରୁ ଜାଣିପାରୁ ନାହାନ୍ତି, ଏନେଇ ବିସ୍ତୃତ ଭାବେ କହିଛନ୍ତି କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର ମିଶ୍ର। କାହିଁକି...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ...
error: Content is protected !!