ମାନସିକ ରୋଗୀ କୋଭିଡ୍ ଟିକା ନେଇପାରିବେ କି?

0
ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି କୋଭିଡ୍ ସମୟରେ ଲୋକମାନଙ୍କ ମନରେ ବିଭିନ୍ନ ଦିଗକୁ ନେଇ ଭୟ ସୃଷ୍ଟି ହେଉଛି। ଏହାର ଶିକାର ହୋଇ ଲୋକମାନେ ଅସାମାଜିକ କାର୍ଯ୍ୟକଳାପ ଘଟାଇବା ସହିତ ନିଜକୁ ମଧ୍ୟ କ୍ଷତି ପହଞ୍ଚାଇଥାନ୍ତି। ତେଣୁ ଏହି...

କୋଭିଡ୍ ରୋଗୀଙ୍କର ଅକ୍ସିଜେନ୍ ସ୍ତର କମୁଛି କାହିଁକି?

0
https://youtu.be/hIoVRwvW7eA କେଉଁ ପରିସ୍ଥିତିରେ ଶରୀରରୁ ଅମ୍ଳଜାନ ସ୍ତର କମିଯାଏ? କୋଭିଡ୍‌ ଆକ୍ରାନ୍ତଙ୍କଠାରେ ଅକ୍ସିଜେନ୍‌ ସ୍ତର କମୁଛି କାହିଁକି? ଏନେଇ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ କ’ଣ କହୁଛନ୍ତି, ଜାଣନ୍ତୁ। ମଣିଷ ପ୍ରଶ୍ଵାସରେ ଅକ୍ସିଜେନ୍‌ ସହିତ ନାଇଟ୍ରୋଜେନ୍‌ ଶରୀରକୁ ନେଇଥାଏ। ଅକ୍ସିଜେନ୍‌...

ଭାରତରେ ୧୮ବର୍ଷରୁ କମ୍ ପିଲାଙ୍କ ଉପରେ କୋଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲକୁ ଅନୁମତି

0
ଏଣିକି ଦେଶରେ ଛୋଟପିଲାଙ୍କୁ ଦିଆଯିବ କରୋନା ଟିକା। ୧୮ ବର୍ଷରୁ କମ୍ ପିଲାଙ୍କ ଉପରେ କରୋନା ଟିକା ଟ୍ରାଏଲକୁ ଅନୁମତି ମିଳିଛି। କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଛୋଟପିଲା ଓ ଯୁବପିଢ଼ି ଅଧିକ ପ୍ରଭାବିତ ହେଉଛନ୍ତି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯୁବପିଢ଼ିଙ୍କୁ ଟିକା ଦିଆଯାଉଛି। କିନ୍ତୁ ଏପର୍ଯ୍ୟନ୍ତ...

କୋଭିସିଲ୍ଡ ଟିକା – ପ୍ରଥମ ଡୋଜ୍ ନେବାର ୪୨ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌

0
ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଏଣିକି କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୬ ସପ୍ତାହ ବା ୪୨ ପରେ ହିଁ ଦ୍ୱିତୀୟ ଡୋଜ୍‌ ଦିଆଯିବ। ଏହାପୂର୍ବରୁ ଟିକା ଦିଆଯାଇପାରିବ ନାହିଁ। କେନ୍ଦ୍ର ସରକାର ଏନେଇ ବୁଧବାର ଏକ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି।...

ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି

0
ମଜଭୁତ ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଶରୀରର ପ୍ରତିରକ୍ଷା ପ୍ରଣାଳୀ ମଜଭୁତ ହେଲେ ଏହା ବାହ୍ୟ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ୱରରୁ ରକ୍ଷା କରିଥାଏ। ଜାଣନ୍ତୁ, ଇମ୍ୟୁନିଟି ପାଓ୍ଵାର ବଢ଼ାଇବା ପାଇଁ ଏହିସବୁ ଖାଦ୍ୟ ଖାଆନ୍ତୁ। ଛୁଇଁ – ଛୁଇଁରେ ଭିଟାମିନ୍‌...

ମୁଣ୍ଡ ବିନ୍ଧା କାହିଁକି ହେଉଛି? କେମିତି ପାଇବେ ମୁକ୍ତି

0
https://youtu.be/U_x0kalO8G0 ମୁଣ୍ଡ ବିନ୍ଧା କାହିଁକି ଚିନ୍ତାର ବିଷୟ। ଏଥିରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀ କ’ଣ କହୁଛନ୍ତି, ଜାଣନ୍ତୁ। ମୁଣ୍ଡ ବିନ୍ଧାର ପ୍ରକାରମୁଣ୍ଡବିନ୍ଧାର କାରଣ କ’ଣ?ମାଇଗ୍ରେନ୍‌ର ଲକ୍ଷଣମାଇଗ୍ରେନ୍‌କୁ ଚିହ୍ନିବେ କେମିତି?ମୁଣ୍ଡବିନ୍ଧାର ଚିକିତ୍ସା ଆଜିକାଲି ମୁଣ୍ଡ ବିନ୍ଧିବା ଏକ ସାଧାରଣ ସମସ୍ୟା। ପ୍ରାୟତଃ...

ଏକଲାପଣ – କେମିତି କରିବେ ଦୂର?

0
https://youtu.be/3MJF4-v6mnM ଏମ୍‌ପ୍ଟି ନେଷ୍ଟ୍‌ ସିଣ୍ଡ୍ରୋମ୍‌ କ’ଣ? ଏହାର କାରଣ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ମନୋଜ କୁମାର ପରିଡ଼ାଙ୍କଠାରୁ ଅଧିକ ଜାଣନ୍ତୁ। ଏକଲାପଣ ବା ଏମ୍ଟି ନେଷ୍ଟ ସିଣ୍ଡ୍ରୋମ୍ କ’ଣ?ଏକଲାପଣର କାରଣଏକଲାପଣର ଲକ୍ଷଣ କ’ଣ?ଏକଲାପଣକୁ ଦୂର କରିବେ କିପରି?ଏକଲାପଣର ଜଟିଳତା ଏକଲାପଣ ବା ଏମ୍ଟି ନେଷ୍ଟ ସିଣ୍ଡ୍ରୋମ୍ କ’ଣ? (What...

ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?

0
https://youtu.be/_QFwcmlHx6s କେମିତି ବଢ଼ାଇବେ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?କ’ଣ ଖାଇବେ ନାହିଁ?କୋଭିଡ୍ ସମୟରେ ପିଲାଙ୍କର ମାନସିକ ସ୍ଵାସ୍ଥ୍ୟବାପା ମା’ଙ୍କ କର୍ତ୍ତବ୍ୟ କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ...

ଜାଣନ୍ତୁ, କୋଭିଡ୍‌ର ନୂଆ ଲକ୍ଷଣ କ’ଣ? କେତେବେଳେ କରିବେ ଟେଷ୍ଟ

0
https://youtu.be/mV0oA43naYs ସାରା ବିଶ୍ୱରେ କରୋନା ଭୂତାଣୁର ମ୍ୟୁଟେସନ୍‌କୁ ନେଇ ଚିନ୍ତା ଦେଖାଦେଇଛି। କରୋନାର ନୂଆ ଲକ୍ଷଣ କ’ଣ? କେତେବେଳେ ପରୀକ୍ଷା କରିବେ? ଏଭଳି ଅନେକ କିଛି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ତେବେ କୋଭିଡ୍‌ର ନୂଆ ଲକ୍ଷଣ କ’ଣ? କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ? ଶିଶୁଙ୍କୁ କୋଭିଡ୍‌...

କେମିତି ବ୍ୟବହାର କରିବେ ଶ୍ରବଣ ଯନ୍ତ୍ର?

0
https://youtu.be/168oLYUKyHo ଶ୍ରବଣ ଯନ୍ତ୍ର କ’ଣ? କେତେବେଳେ ଜଣଙ୍କୁ ଶ୍ରବଣ ଯନ୍ତ୍ର ଦରକାର ହୋଇଥାଏ? ଏନେଇ ବିଶିଷ୍ଟ ଅଡିଓଲୋଜିଷ୍ଟ ଡାକ୍ତର ଦୀପକ କୁମାର ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ଶ୍ରବଣ ଯନ୍ତ୍ରଣ ପ୍ରକାରକାନକୁ ଶୁଭା ନ ଗଲେ କେଉଁ ପରୀକ୍ଷା କରାଯାଏ?କେଉଁ ବୟସରେ ଶ୍ରବଣ ଶକ୍ତି କମିଯାଏ?ଶ୍ରବଣ ଯନ୍ତ୍ରର ପାର୍ଶ୍ୱପ୍ରତିକ୍ରିୟାଡାକ୍ତରଙ୍କ ପରାମର୍ଶ ଯେଉଁମାନଙ୍କୁ...
error: Content is protected !!