ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି

0
ମଜଭୁତ ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଶରୀରର ପ୍ରତିରକ୍ଷା ପ୍ରଣାଳୀ ମଜଭୁତ ହେଲେ ଏହା ବାହ୍ୟ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ୱରରୁ ରକ୍ଷା କରିଥାଏ। ଜାଣନ୍ତୁ, ଇମ୍ୟୁନିଟି ପାଓ୍ଵାର ବଢ଼ାଇବା ପାଇଁ ଏହିସବୁ ଖାଦ୍ୟ ଖାଆନ୍ତୁ। ଛୁଇଁ – ଛୁଇଁରେ ଭିଟାମିନ୍‌...
blood pressure

ଉଚ୍ଚ ରକ୍ତଚାପ ଆଣିପାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା

0
ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର ବୋଲି କୁହାଯାଏ। କାରଣ ଏହା ଧୀରେ ଧୀରେ ଶରୀରରେ କ୍ଷତି କରିବା ଆରମ୍ଭ କରିଥାଏ। ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ସାଂଘାତିକ ହୃଦଘାତ, ଷ୍ଟ୍ରୋକ୍‌, କିଡ୍‌ନି ଫେଲ୍ୟୁୟର, ଆଡ୍ରିନାଲ ଗ୍ରନ୍ଥିରେ ସମସ୍ୟା, ଧମନୀର ସଙ୍କୋଚନ, ନିଦ୍ରାହୀନତା ଓ ନାନା ରୋଗ ସୃଷ୍ଟି କରିଥାଏ।...

ଜାଣନ୍ତୁ, କେଉଁ ଖାଦ୍ୟରୁ କେତେ କ୍ୟାଲୋରି ମିଳେ?

0
ମଣିଷ ବଞ୍ଚିବା ପାଇଁ କ୍ୟାଲୋରିର ଆବଶ୍ୟକତା ରହିଛି। କ୍ୟାଲୋରି ମଣିଷ ଶରୀରକୁ ଶକ୍ତି ଯୋଗାଇଥାଏ ଫଳରେ ମଣିଷ କାମ କରିବାରେ ସକ୍ଷମ ହୋଇପାରେ। ଦୈନିକ ଗ୍ରହଣ କରୁଥିବା ଖାଦ୍ୟ ଓ ପାନୀୟରୁ ଶରୀରକୁ କ୍ୟାଲୋରି ମିଳିଥାଏ। ବିଭିନ୍ନ ଖାଦ୍ୟରୁ ଭିନ୍ନ ଭିନ୍ନ ପରିମାଣର କ୍ୟାଲୋରି ମିଳିଥାଏ। ୧ ଗ୍ରାମ୍‌...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ସାଲାଡ୍ – କମିବ ଓଜନ

0
ଅଧିକ ପଢ଼ନ୍ତୁ: ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ, ସକାଳ ଭୋଜନରେ ସାଲାଡ ଖାଇବାର ଫାଇଦା। ଓଜନ କମ୍‌ କରିବାଠାରୁ ଆରମ୍ଭ କରି ପାଚନତନ୍ତ୍ରକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ ସାଲାଡ।ଆମ ସ୍ୱାସ୍ଥ୍ୟ ପାଇଁ ସାଲାଡ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ସମୟରେ ସାଲାଡ ଖାଇବା ଦ୍ୱାରା ଆମକୁ ଲାଭ ମିଳିଥାଏ।...
smoking: say no to smoke

ଧୂମପାନ ଛାଡ଼ନ୍ତୁ, ଏକ ସୁସ୍ଥ ଜୀବନ ବିତାନ୍ତୁ

0
ସିଗାରେଟ ପ୍ୟାକେଟ ଉପରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ 'ସିଗାରେଟ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ'। ତଥାପି କେତେକ ଲୋକ ଧୂମପାନ ଛାଡ଼ି ପାରୁନାହାନ୍ତି। ଅତ୍ୟଧିକ ସିଗାରେଟ ସେବନ କରିବା ଫଳରେ ଫୁସ୍‌ଫୁସ୍‌ କର୍କଟ, ମୂଖଗହ୍ୱର କର୍କଟ ହେବାର ଆଶଙ୍କା ରହିଛି। କେତେକ କ୍ଷେତ୍ରରେ ଧୂମପାନ ଶୀଘ୍ର...
drugs

କେମିତି ଛାଡ଼ିବେ ଡ୍ରଗ୍ସ?

0
https://www.youtube.com/embed/6DW2o9tmaWE କେମିତି ଛାଡ଼ିବେ ଡ୍ରଗ୍ସ? ଏନେଇ ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ବର୍ତ୍ତମାନ ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା ଭାବେ ଛିଡ଼ା ହୋଇଛି। ତମାଖୁ, ମଦ୍ୟପାନଠୁ ଆରମ୍ଭ କରି ବ୍ରାଉନସୁଗାର, ହିରୋଇନ୍ ଭଳି ଡ୍ରଗ୍ସ ଖାଇବା...

ଓଜନ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ମୁଗ ଡାଲି ସୁପ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

0
ଅଧିକ ପଢ଼ନ୍ତୁ: ସ୍ୱାଦ ଓ ପୋଷଣରେ ଭରପୂର ଓଟ୍ସ୍‌ ଉପମା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ ଫାଇବର ଓ ପ୍ରୋଟିନ୍‌ରେ ଭରପୂର ମୁଗଡାଲି। ଏଥିରେ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଥାଏ। ମୁଗଡ଼ାଲି ସହଜ ପାଚ୍ୟ ହୋଇଥିବାରୁ ଏହା ଶୀଘ୍ର ହଜମ ହୋଇଥାଏ। ମୁଗଡାଲିରେ ୩୪୮ କ୍ୟାଲୋରି, ୧.୨ ଫ୍ୟାଟ୍‌,...
hand sanitizer

ହ୍ୟାଣ୍ଡ ସାନିଟାଇଜର କେତେ ସୁରକ୍ଷିତ?

0
ଆଜିକାଲି ହାତଧୋଇବା ପାଇଁ ସାବୁନ ବଦଳରେ ଲୋକମାନେ ସାନିଟାଇଜର ବ୍ୟବହାର କରୁଛନ୍ତି। ସାନିଟାଇଜର କୀଟାଣୁକୁ ହାତରୁ ବାହାର କରିବା ସହିତ ହାତରେ ଏକ ହାଲକା ସୁଗନ୍ଧ ମଧ୍ୟ ରହିଯାଏ। ତେବେ ଏହାକୁ ବାରମ୍ବାର ବ୍ୟବହାର କଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। -ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ ନାମକ ଏକ...

କର୍କଟ ସଚେତନତା ପାଇଁ ଆପୋଲୋ ହସ୍ପିଟାଲ ପକ୍ଷରୁ ‘ସାଇକ୍ଲୋଥନ୍‌’

0
କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍‌। ବିଶ୍ଵ କର୍କଟ ଦିବସ ଅବସରରେ, କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ମେଗା ସାଇକ୍ଲୋଥନ ଆୟୋଜିତ ହୋଇଛି। ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ୍ ଲିମିଟେଡ୍‌ର...
mental pressure

ଆସନ୍ତୁ ଜାଣିବା ଜେନେରାଲାଇଜଡ ଆଙ୍ଗଜାଇଟି ଡିସଅର୍ଡର କ’ଣ?

0
ସାରା ପୃଥିବୀର ସବୁ ଲୋକ କିଛି ନା କିଛି କଥାକୁ ନେଇ ଚିନ୍ତିତ ରହନ୍ତି। ଏପରି ଚିନ୍ତା ସ୍ୱାଭାବିକ। ଏହା ଆମ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଯଦି ଏହି ଚିନ୍ତା ଯୋଗୁ କୌଣସି ଲୋକ ନିଜର ଦୈନନ୍ଦିନ କାମ କରିବାରେ ଅସମର୍ଥ ହୁଅନ୍ତି ତା’...
error: Content is protected !!