pregnancy

କୋଭିଡ୍‌ ସଂକ୍ରମିତ ଗର୍ଭବତୀ ମହିଳା ହୋମ୍‌ ଆଇସୋଲେସନ୍‌ରେ କିପରି ରହିବେ? ଜାଣନ୍ତୁ

0
ଡାକ୍ତର ଇନ୍ଦିରା ପାଳ ଯଦି କୌଣସି ଗର୍ଭବତୀ ମହିଳାଙ୍କର ଲକ୍ଷଣ ନ ଥାଇ ମଧ୍ୟ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ବାହାରେ କିମ୍ବା ଯେଉଁମାନଙ୍କଠାରେ କୋଭିଡ୍‌ର ସ୍ୱଳ୍ପ ଲକ୍ଷଣ ଦେଖାଯାଏ, ସେମାନଙ୍କୁ ଘରେ ପୃଥକ ବାସରେ ରଖି ଚିକିତ୍ସା କରାଯାଇପାରିବ। ସାମାନ୍ୟ ଜ୍ୱର, ଥଣ୍ଡା, କାଶ ସହିତ ଯଦି ପ୍ରତି...

କେଶ ଝଡ଼ିବା ଓ ଚନ୍ଦାପଣ – କିପରି ପାଇବେ ମୁକ୍ତି?

0
https://youtu.be/tgqXYWdR2nE କେଶ ଝଡ଼ିବା ଓ ଚନ୍ଦାପଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେବେ କେଶ ଝଡ଼ିବା ଏବଂ ଚନ୍ଦାପଣର କାରଣ କ’ଣ? ଏନେଇ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶଙ୍କ ପରାମର୍ଶ, ଜାଣନ୍ତୁ। କେଶ ଝଡ଼ିବା ଏବଂ ଚନ୍ଦାପଣ ମଧ୍ୟରେ ଫରକକେଶ ଝଡ଼ିବାର ଚିକିତ୍ସାଚନ୍ଦାପଣର...

ଗର୍ଭବତୀ ମହିଳା କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ?

0
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କୁହାଯାଉଛି ଯେ, ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଏଥିରେ ସବୁ ବୟସର ଲୋକ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେବେ ଗର୍ଭବତୀ ମହିଳାମାନେ କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ, ଜାଣନ୍ତୁ। ଜରୁରୀ ଆବଶ୍ୟକ...
kete nua bata radio episode

‘କେତେ ନୂଆ ବାଟ ସିଜିନ୍ ୨’- ଭିଡିଓ ସିରିଜର ଦ୍ୱିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/sOIbRGeijVk ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ ଗୋଟିଏ ବର୍ଷରୁ ଅଧିକ ସମୟ ହେଲାଣି, କରୋନା କାଳରେ ରହିଛି ସାରା ପୃଥିବୀ। ପ୍ରଥମ ଓ ଦ୍ୱିତୀୟ...
KNB Video Episode Poster_11th june

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରୀ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିଛି। ତେବେ...

ବ୍ରେନ୍‌ ଷ୍ଟ୍ରୋକ୍‌କୁ ଚିହ୍ନିବା ପାଇଁ ୪ ଫମୂର୍ଲା

0
https://youtu.be/YmjvDtT2yFo ବ୍ରେନ୍ ଷ୍ଟ୍ରୋକର କାରଣ କ’ଣ? ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ କ‘ଣ ଏବଂ ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା କାହାକୁ ଅଧିକ? ଏନେଇ ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ କ’ଣ କହୁଛନ୍ତି, ଜାଣନ୍ତୁ। ବ୍ରେନ୍ ଷ୍ଟ୍ରୋକ୍‌ର କାରଣବ୍ରେନ୍ ଷ୍ଟ୍ରୋକ୍‌ର ଲକ୍ଷଣ କ’ଣ?ବ୍ରେନ୍ ଷ୍ଟ୍ରୋକ୍‌ର ଚିକିତ୍ସାଷ୍ଟ୍ରୋକ୍ ଅପରେସନ୍...

କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା

0
https://youtu.be/iC52sB9yAko ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ। ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ?କୋଭିଡ୍‌ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସାକୋଭିଡ୍‌ରୁ ସୁସ୍ଥତା ପରେ ଜୀବନଶୈଳୀକୋଭିଡ୍‌ରୁ ସୁସ୍ଥତା ପରେ ପୁଣି ସଂକ୍ରମଣର ଆଶଙ୍କା ଅଛି କି?ସୁସ୍ଥ...
5th june radio episode card

‘କେତେ ନୂଆ ବାଟ ସିଜିନ ୨’ – ଭିଡିଓ ସିରିଜର ପ୍ରଥମ ଅଧ୍ୟାୟ ‘କୋଭିଡ ବିରୋଧରେ ଏକାଠି...

0
https://youtu.be/5qlu-Xk7d68 ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନନଲେଜ୍‌ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ବିରୋଧରେ ଏକାଠି ଲଢ଼ିବା’ ଜୁନ୍ ୫ ଶନିବାର ମଧ୍ୟାହ୍ନ ୧୨.୩୦ରେ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ସାରା ବିଶ୍ୱ...

ସୁସ୍ଥ ଶରୀର ପାଇଁ କରନ୍ତୁ ଏହି ଆସନ

0
ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ଆସନ ଅଭ୍ୟାସ କରନ୍ତୁ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ବିଶେଷ କରି ମଧୁମେହ ରୋଗୀମାନେ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଓ ଶରୀରରେ...

କୋଭିଡ୍‌ ସମୟରେ ମାନସିକ ଚାପ – କେମିତି ମୁକୁଳିବେ?

0
https://youtu.be/RJRgyTfti3s କୋଭିଡ୍‌ ଯୋଗୁଁ ଅନେକ ଲୋକଙ୍କର ମାନସିକ ଚାପ ବଢ଼ୁଛି? ଏହି ଚାପରୁ କିପରି ବାହାରିବେ? ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ମାନସିକ ସ୍ଥିତିଛୋଟ ପିଲାଙ୍କୁ କିଭଳି ବୁଝାଇବେଅନିଶ୍ଚିତ ଭବିଷ୍ୟତ...
error: Content is protected !!