covid19 vaccine

ଗାଇଡଲାଇନ୍ ଆସିଲେ ପିଲାଙ୍କୁ ଦିଆଯିବ କୋଭିଡ୍‌ ଟିକା – ଡାକ୍ତର ସିବିକେ ମହାନ୍ତି

0
ରାଜ୍ୟରେ ଏବେ ୧୮ ବର୍ଷରୁ କମ୍‌ ପିଲାଙ୍କଠାରେ କୋଭିଡ୍‌ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିଲା ବେଳେ ପିଲାଙ୍କୁ ଟିକା ଦେବାକୁ ସଜବାଜ ଆରମ୍ଭ ହେଲାଣି। ଏବେ କେବଳ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା ରହିଛି। କେନ୍ଦ୍ର ସରକାର ଗାଇଡଲାଇନ୍‌ ଜାରି କଲେ ତୁରନ୍ତ ପିଲାଙ୍କୁ ଟିକା ଦେବାକୁ...

ହାଡ଼କୁ ମଜଭୁତ କରେ ମଟନ ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

0
ପଲ୍ଳବୀ ସାବତ ଛେଳି ଗୋଡ଼ରେ ତିଆରି ସୁପ୍‌ ପିଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ। ଆବଶ୍ୟକୀୟ ସାମଗ୍ରୀ ମଟନ୍‌ ଗୋଡ଼ – ୨୦୦ ଗ୍ରାମ୍‌ ଗୋଲମରିଚ – ୧୦ ଗ୍ରାମ୍‌ ବାର୍ଲି ପାଉଡର – ୧୦ ଗ୍ରାମ୍‌ କୋଳଥ ଡାଲି – ୧୦ ଗ୍ରାମ୍‌ ପ୍ରସ୍ତୁତି ପ୍ରଣାଳୀ ଛେଳି ଗୋଡ଼ର ଛୋଟ...

ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି?

0
https://youtu.be/gexp-yZE0YM ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ମାମୋଗ୍ରାମ୍‌ କ’ଣ?କେତେବେଳେ କରିବେ ମାମୋଗ୍ରାଫି?ସ୍ତନ କର୍କଟର ଲକ୍ଷଣ ଥିଲେ...

ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ

0
ଅଧିକ ପଢ଼ନ୍ତୁ: ଶିଶୁ ପାଇଁ ମା’ କ୍ଷୀର ଯଥେଷ୍ଟ ହେଉଛି କି ନାହିଁ କେମିତି ଜାଣିବେ? ନବଜାତ ଶିଶୁ ପାଇଁ ମାଆର ଶ୍ରେଷ୍ଠ ଉପହାର ହୋଇଥାଏ ସ୍ତନ୍ୟପାନ କରାଇବା। ଏହା ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ, କୋମଳ ଶିଶୁକୁ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ...

ଗଣ୍ଠି ଫୁଲିଯିବା, ଗଣ୍ଠି ବଙ୍କା ହୋଇଯିବା ହେଉଛି ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ଲକ୍ଷଣ

0
https://youtu.be/wNUSGt66oAY ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କ’ଣ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା । ରୁମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର କାରଣ କ’ଣ?ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କେଉଁ କେଉଁ ଅଙ୍ଗକୁ ପ୍ରଭାବିତ କରିପାରେ?ରୁମାଟଏଡ୍ ଆର୍ଥ୍ରାଇଟିସର ପରୀକ୍ଷାରୁମାଟଏଡ୍...
hair oiling

ଜାଣନ୍ତୁ, କେଶରେ ତେଲ ମାଲିସ୍‌ କରିବାର ଫାଇଦା

0
ପ୍ରାୟ ଲୋକ ନିଜ କେଶରେ ତେଲ ଲଗାଇବାକୁ ପସନ୍ଦ କରି ନଥା’ନ୍ତି। କିନ୍ତୁ, କେଶରେ ତେଲ ନ ଲଗାଇବା ଫଳରେ କେଶ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଥାଏ।  କେଶରେ ତେଲ ଲଗାଇବା ଫଳରେ କେଶର ମୂଳ ମଜବୁତ୍‌ ହେବା ସହ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ପ୍ରତିଦିନ କେଶରେ ତେଲ...

ପିରିୟଡ୍‌ସ ବେଳେ ଅତ୍ୟଧିକ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

0
ପିରିୟଡ୍‌ସ ସମୟରେ ପ୍ରତ୍ୟେକ ମହିଳା କିଛି ନା କିଛି ଯନ୍ତ୍ରଣା ଦେଇକି ଗତି କରନ୍ତି। ଯେପରିକି କେତେକ ମହିଳାଙ୍କର ପିରିୟଡ୍‌ସ ବେଳେ ପେଟ ବ୍ୟଥା, ଗୋଡ଼ ହାତ ବିନ୍ଧା ଛିଟିକା ଭଳି ସମସ୍ୟା ହୋଇଥାଏ। ବେଳେବେଳେ କେତେକ ମହିଳା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନ୍‌...

ଟେରାପଣ କାହିଁକି ହୋଇଥାଏ? ଜାଣନ୍ତୁ ଏହାର ଚିକିତ୍ସା ବିଷୟରେ ଡାକ୍ତର କ’ଣ କହୁଛନ୍ତି

0
https://youtu.be/tLN_0fFYcxA ଟେରାପଣ କ’ଣ? ଏହା କାହିଁକି ହୋଇଥାଏ? ଆଖିରେ ଟେରାପଣ ହେଲେ କେଉଁ କେଉଁ ସମସ୍ୟା ହୋଇପାରେ ଏବଂ ଏହାର ଚିକିତ୍ସା ସମ୍ଭବ କି? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର କୁମାର ବଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଟେରାପଣ କାହିଁକି ହୋଇଥାଏ?ଜନ୍ମରୁ ପିଲାଙ୍କର ଟେରାପଣ...

ଦାନ୍ତ ଜନିତ ସମସ୍ୟାକୁ ନେଇ ମନକୁ ଆସୁଥିବା ପ୍ରଶ୍ନ ଓ ଡାକ୍ତରଙ୍କ ଉତ୍ତର

0
https://youtu.be/m1tft5tL7Jo ଦାନ୍ତକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଦାନ୍ତକୁ ମାଡ଼ି ମାଡ଼ି ଘଷିଲେ ଦାନ୍ତ ସଫା ହୁଏ, ଦାନ୍ତ ହଳଦିଆ ପଡ଼ିଯିବା ଖରାପ। ଏସମସ୍ତ ବିଷୟରେ ଆଲୋଚନା କରିଛନ୍ତି ଓରାଲ ଓ ମାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ୍‌ ପଟ୍ଟନାୟକ। ଆସନ୍ତୁ ଜାଣିବା ଦାନ୍ତକୁ ଅଧିକ...

କୋଭିଡ୍‌ ସମୟରେ ଜିମ୍‌ ଯାଉଥିଲେ, ଜାଣିରଖନ୍ତୁ

0
ଓଡ଼ିଶା ସରକାର ଜୁଲାଇ ୧୬ରୁ ଜିମ୍ ଖୋଲିବା ଲାଗି ମଞ୍ଜୁରି ଦେଇଛନ୍ତି। ତେବେ ଜିମ୍ ଯାଉଥିଲେ କେତେକ ସତର୍କତା ପାଳନ କରନ୍ତୁ, ଯେପରି ଆପଣ କୋଭିଡ୍‌ରୁ ସୁରକ୍ଷିତ ରହିପାରିବେ। -ଜିମ୍ ଯିବା ସମୟରେ ସାମାଜିକ ଦୂରତା ପାଳନ କରନ୍ତୁ। ଅତି କମ୍‌ରେ ୬ ଫୁଟ ଦୂରତା ବଜାୟ ରଖନ୍ତୁ। -ମାସ୍କ,...
error: Content is protected !!