economic slowdown corona

କରୋନା ଭାଇରସ୍ ଯୋଗୁଁ ଘରେ ଘରେ ଅର୍ଥନୈତିକ ସମସ୍ୟା – କେମିତି ସମ୍ଭାଳିବା ମାନସିକ ଚାପ?

0
ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) କରୋନା ଭାଇରସ୍‌...
people, woman, exercise

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ୫ଟି ଫର୍ମୂଲା

0
ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ୫ଟି ଫର୍ମୂଲା ଆପଣାନ୍ତୁ। ୧. ସୁଷମ ଖାଦ୍ୟ ଖାଆନ୍ତୁ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଥିବା ଶ୍ୱେତ ରକ୍ତ କଣିକା ଜୀବାଣୁ ବା ଭୂତାଣୁ ସହିତ...

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ । https://www.youtube.com/watch?v=074STQNjbO8 କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ସାମାଜିକ ଦୂରତା ଓ ପରିଚ୍ଛନ୍ନତା ଆପଣଙ୍କ ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ କାହା...
sleeplessness

ଆପଣ ରାତିରେ ଅଳ୍ପ ସମୟ ପାଇଁ ଶୋଉଛନ୍ତି କି?

0
ରାତିରେ ଭଲ ନିଦ ପାଇଁ କ’ଣ କରିବେ, ଜାଣନ୍ତୁ। ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଉପଯୁକ୍ତ ନିଦର ଆବଶ୍ୟକତା ରହିଛି। ରାତିର ଠିକ ଭାବେ ନ ଶୋଇଲେ ପରଦିନ ଶରୀର କ୍ଳାନ୍ତ ହେବା ପରି ମନେହୁଏ। କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ ଏବଂ ଚିଡ଼ଚିଡ଼...
say no to alcohol

ମଦ ଛାଡ଼ିବା ପାଇଁ ଚିକିତ୍ସା

0
ଗୀତା ଦାସ ମଦ୍ୟପାନରୁ ମୁକ୍ତି ପାଇଁ ପୁଣି ଚିକିତ୍ସା ଦରକାର? ଆଜ୍ଞା ହଁ! ପଢ଼ନ୍ତୁ କ’ଣ କହୁଛନ୍ତି ପ୍ରଖ୍ୟାତ ଓଡ଼ିଆ ମନୋବୈଜ୍ଞାନିକ। ଅଧିକାଂଶ ରୋଗୀ ଶାରୀରିକ ରୋଗର ପ୍ରତିକାର ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତି। ରୋଗ ଦେଖି ଯଦି ଡାକ୍ତର ଭାବନ୍ତି ଯେ ମଦ ପିଉଥିବା ଲୋକଙ୍କର ଏସବୁ ରୋଗ ହୋଇପାରେ, ତାହାହେଲେ...
Holi safety in odia

ସୁରକ୍ଷିତ ଭାବେ କେମିତି ଖେଳିବେ ହୋଲି?

0
ରଙ୍ଗର ପର୍ବ ହେଉଛି ହୋଲି। ହୋଲିରେ ପରସ୍ପରକୁ ରଙ୍ଗ ବୋଳି ଶୁଭକାମନା ଜଣାନ୍ତି ଲୋକମାନେ। ତେବେ ଅନେକ ସମୟରେ ଏହି ରଙ୍ଗ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ। ଏପରିସ୍ଥଳେ ହୋଲିକୁ ସୁରକ୍ଷିତ ଭାବେ ପାଳନ କରିବା ଲାଗି କିଛି କଥାକୁ ଗୁରୁତ୍ୱ ଦିଅନ୍ତୁ। -ହୋଲିରେ ସବୁଠୁ ଅଧିକ ବିପଦ ଚର୍ମ...
picnic food

ଭ୍ରମଣ ସମୟରେ ଖାଆନ୍ତୁ ଘରୋଇ ଖାଦ୍ୟ

0
ଭ୍ରମଣ କରିବା ସମୟରେ ଅନେକ ଲୋକ ଖାଦ୍ୟ ଖରାପ ହୋଇଯିବ ବୋଲି ଭାବି ଘରୁ ଖାଦ୍ୟ ନେଇନଥାନ୍ତି। ଫଳତଃ ଅନାବଶ୍ୟକ ଭାବେ ବାହାରୁ ଖାଦ୍ୟ ଖାଇ ସମସ୍ୟାରେ ପଡ଼ିଥାନ୍ତି। ଏପରିସ୍ଥଳେ ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଆପଣ ଘରୁ କି ଖାଦ୍ୟ ନେଇପାରିବେ। ପୁରି ବା ପରଟା: ଭ୍ରମଣ କରିବାକୁ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ...

ଓ୍ୱାର୍ଲ୍ଡ ବ୍ରେନ ଟ୍ୟୁମର ଡେ’: ଲକ୍ଷଣରୁ ଜାଣନ୍ତୁ ବ୍ରେନ୍‌ ଟ୍ୟୁମର ସମ୍ପର୍କରେ

0
 ଆଜି ଜୁନ୍‌ ୮, ଓ୍ୱାର୍ଲ୍ଡ ବ୍ରେନ ଟ୍ୟୁମର ଡେ’। ଏହି ରୋଗ ବିଷୟରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିନକୁ ପାଳନ କରାଯାଏ। (Brain Tumour: Symptoms in Odia) ମଣିଷ ଶରୀରର ଗଠନ ଯେତେ ଜଟିଳ, ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା ରୋଗଗୁଡ଼ିକ ମଧ୍ୟ ସେତିକି ଗମ୍ଭୀର।...

ରାଜ୍ୟରେ ମେ’୫ରୁ ୧୪ ଦିନିଆ ଲକ୍‌ଡାଉନ୍

0
ରାଜ୍ୟରେ ଚଳିତ ମେ’ ମାସ ୦୫ ବୁଧବାର ସକାଳଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଜ୍ୟରେ କରୋନା ହୁ ହୁ ହୋଇ ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଲକ୍‌ଡାଉନ୍‌ ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ...
error: Content is protected !!