mental-health-girl

“ମାନସିକ ଚାପ ଯୋଗୁଁ ରୋଗୀ ସଂଖ୍ୟା ବଢ଼ୁଛି”- ଡାକ୍ତର ସମ୍ରାଟ କର

0
ଜଣେ ଯୁବ ମାନସିକ ଡାକ୍ତର ଭାବେ ଓଡ଼ିଶାରେ ସମ୍ରାଟ କର ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଡାକ୍ତରୀ ପାସ୍‍ କରିବା ପରେ ରୋଗୀସେବା ବ୍ରତ ଭାବେ ଗ୍ରହଣ କରି ନେଇଛନ୍ତି। ସେ ମାନସିକ ରୋଗୀଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ଖବରକାଗଜରେ...

ଆପଣଙ୍କୁ ଡାଏବେଟିସ୍ ହୋଇଛି କି ନାହିଁ, କେମିତି ଜାଣିବେ?

0
https://www.youtube.com/embed/n0PCC9EA8fU ଆପଣଙ୍କୁ ଡାଏବେଟିସ୍ ହୋଇଛି କି ନାହିଁ, ଜାଣିବେ କେମିତି? ଡାଏବେଟିସ୍‌ର ପ୍ରକାର ଓ ଲକ୍ଷଣ ଜାଣିଲେ ସିନା ଏହାର ଚିକିତ୍ସା କରିବେ। ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ ଏନେଇ ଅଧିକ ଜାଣନ୍ତୁ। ରକ୍ତରେ ଗ୍ଲୁକୋଜ୍‌ ବା ଶର୍କରା ବଢ଼ିଯିବାକୁ ଡାଏବେଟିସ୍‌ କୁହାଯାଏ। ଯଦି...
foot pain

ମଧୁମେହ ଓ ହାଡ଼ ସଂକ୍ରମଣ

0
ମଧୁମେହ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ହାଡ଼ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ଆସନ୍ତୁ ଜାଣିବା ସେ ବିଷୟରେ। ମଧୁମେହ ରୋଗ ଲୋକମାନଙ୍କର ଶରୀରରେ ହାଡ଼କୁ ଦୁର୍ବଳ କରିଦିଏ। ରୋଗୀମାନେ ହାଡ଼ଜନିତ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ଶିରା ଦୁର୍ବଳ ହୋଇଯିବା,...

କୋଭିଡ୍‌ ଟିକା ବିଷୟରେ ଯାହା ଆପଣଙ୍କର ଜାଣିବା କଥା

0
କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କିଛି ଦିନ ମଧ୍ୟରେ ଆରମ୍ଭ ହୋଇପାରେ ଟିକାକରଣ। ଏଥିପାଇଁ ସାରା ଦେଶରେ ଡ୍ରାଏ ରନ୍‌ ଚାଲିଛି। ତେବେ କରୋନା ଟିକାକୁ ନେଇ କିଛି ତଥ୍ୟ ଜାଣନ୍ତୁ। କୋଭିସିଲ୍ଡ ଓ କୋଭାକ୍ସିନ୍‌ ଟିକା ଭାରତରେ ବର୍ତ୍ତମାନ ସୁଦ୍ଧା ଦୁଇଟି କୋଭିଡ୍ ଟିକାକୁ ଅନୁମତି ପ୍ରଦାନ...
corona mask use

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା : ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ...
error: Content is protected !!