ପୁଅଟିଏ କ’ଣ ନିହାତି ଦରକାର?

0
https://youtu.be/esOCSDC3ues ଝିଅମାନେ ମଧ୍ୟ ପୁଅଙ୍କଠାରୁ କିଛି ଗୁଣରେ କମ ନୁହନ୍ତି। ମହିଳାମାନେ ରୋଜଗାର କରି ନିଜ ପରିବାର ଚଳାଇବାରେ ସକ୍ଷମ। ୟୁନିସେଫ 'ମୀନା' ଆନିମେସନ ସିରିଜର 'ପୁଅଟିଏ କ'ଣ ନିହାତି ଦରକାର?' ଅଧ୍ୟାୟରେ ଝିଅ ବି କିଛି କମ ନୁହଁନ୍ତି ବୋଲି ମୀନା ସମସ୍ତଙ୍କୁ ବୁଝାଇଦେଇଛି। ଝିଅମାନେ ବି ପୁଅମାନଙ୍କଠାରୁ...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଛେନା

0
ନିୟମିତ ଭାବେ ଛେନାକୁ ଖାଦ୍ୟରେ ସାମିଲ କଲେ ଆପଣଙ୍କର ଦାନ୍ତ ଓ ହାଡ଼ ଶକ୍ତ ହେବ। କାରଣ ଏହା କ୍ୟାଲସିୟମ ଏବଂ ଫସଫରସର ଏକ ଭଲ ଉତ୍ସ।  ଛେନାରେ ପ୍ରଚୁର ପରିମାଣର ଡାଏଟ୍ରି ଫାଇବର ରହିଥାଏ ଯାହାକି ପାଚନକ୍ରିୟାକୁ ସହଜ କରେ। ସେହିପରି ମେଟାବଲିଜିମର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ।...

କରୋନା ଦ୍ୱିତୀୟ ଲହରରେ ମାନସିକ ଅବସ୍ଥା

0
ଡାକ୍ତର ସତ୍ୟକାମ ମହାପାତ୍ର ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ଲଢ଼େଇର ସମୟ ଆସିଛି। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆମକୁ ଆହୁରି ମଜଭୁତ ହୋଇ କରୋନା ବିରୋଧରେ ଏହି ଲଢ଼େଇ ଜାରି...

ଷ୍ଟ୍ରୋକ୍‌ ପରେ କିଭଳି ନେବେ ରୋଗୀଙ୍କ ଯତ୍ନ?

0
ଥରେ ଷ୍ଟ୍ରୋକ୍‌ ହେବା ପରେ ଦ୍ୱିତୀୟ ଥର ଷ୍ଟ୍ରୋକ ନ ହେବା ପାଇଁ ରୋଗୀଙ୍କର ଯତ୍ନ ନେବା ଜରୁରୀ। ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶୀରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍...

କାହିଁକି କରାଯାଏ ରୁଟ୍‌ କେନାଲ?

0
https://youtu.be/G_w1T-r-ufs ରୁଟ୍‌ କେନାଲ କେତେବେଳେ ଦରକାର ପଡ଼େ? କେମିତି ହୁଏ ରୁଟ୍‌ କେନାଲ? ଏନେଇ ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ରୋସଞ୍ଜୟ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ରୁଟ୍ କେନାଲ କ'ଣ?କେତେବେଳେ ଦରକାର ପଡ଼େ ରୁଟ୍ କେନାଲ?ରୁଟ୍ କେନାଲ କାହିଁକି କରିବେ?କେମିତି ହୁଏ ରୁଟ୍ କେନାଲ?ଡାକ୍ତରଙ୍କ ପାଖକୁ କେତେଥର...
bad habit of food

ଯୁବପିଢ଼ିଙ୍କ ଲାଇଫଷ୍ଟାଇଲ୍ ରୋଗ କ’ଣ ଏବଂ କିଭଳି ପାଇବେ ଏଥିରୁ ରକ୍ଷା?

0
ଜୀବନଶୈଳୀରେ ଜଟିଳତା ଯୋଗୁ ଆଜିକାଲି ଯୁବପିଢ଼ିଙ୍କୁ ଏପରି ରୋଗ ଆକ୍ରାନ୍ତ କରୁଛି ଯାହାକି ପୂର୍ବରୁ ପ୍ରୌଢ଼ାବସ୍ଥାରେ ହେଉଥିଲା। ଏହାର କାରଣ ଏବଂ ଏଥିରୁ କିଭଳି ରକ୍ଷା ପାଇବେ ଜାଣନ୍ତୁ। ଓବେସିଟି: ଏହା ଆଧୁନିକ ଜୀବନଶୈଳୀ ସହ ଜଡ଼ିତ ଏପରି ଏକ ସମସ୍ୟା ଯାହାଯୋଗୁ ଅଧିକାଂଶ ଯୁବଗୋଷ୍ଠୀ ଏବେ ବ୍ୟସ୍ତବିବ୍ରତ। ଚିନ୍ତାଜନକ...
corona awareness

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ବିଦେଶରୁ ଫେରିଥିଲେ କିଭଳି ସତର୍କତା ଅବଲମ୍ବନ କରିବେ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍‌ କରି କିମ୍ବା www.covid19.odisha.gov.inକୁ ଯାଇ...

କାହିଁକି ହୁଏ ଆସ୍ଥମା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/embed/Ozxqzj__WSE ଆସ୍ଥମା ରୋଗକୁ ଚିହ୍ନିବେ କେମିତି? ଏହାକୁ ରୋକିବା ପାଇଁ କ’ଣ କରିବା ଦରକାର? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା। ଆସ୍ଥମା ହେଉଛି ଶ୍ୱାସନଳୀ ପ୍ରଦାହ ଜନିତ ରୋଗ। ଶ୍ୱାସନଳୀ ଭିତରେ ପ୍ରଦାହ ହେବା ଦ୍ୱାରା ଆସ୍ଥମା ହୋଇଥାଏ। ଶ୍ୱାସନଳୀର...
coronavirus

କୋରୋନା ଭାଇରସ୍‌ ସମ୍ପର୍କିତ ସାଧାରଣ ପ୍ରଶ୍ନ ଓ ଉତ୍ତର

0
ପ୍ରଣତି ପରିଡ଼ା କୋରୋନା ଭାଇରସ୍‌ କ’ଣ? କୋରୋନା ଭାଇରସ୍‌ (ସିଓଭି) ହେଉଛି ଭୂତାଣୁମାନଙ୍କର ଏକ ବିଶାଳ ଫ୍ୟାମିଲି ଯାହାକି ସାଧାରଣ ଥଣ୍ଡାଠାରୁ ଆରମ୍ଭ କରି ଅତି ଗୁରୁତର ରୋଗ ଯେପରିକି ଗୁରୁତର ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି କରିପାରେ। ମନୁଷ୍ୟମାନେ ପଶୁ ଉତ୍ସରୁ ଆସୁଥିବା ନୋଭେଲ୍ କୋରୋନା ଭାଇରସ୍‌ରେ ସଂକ୍ରମିତ ହୋଇପାରନ୍ତି କି? ନିକଟରେ ଦେଖାଦେଇଥିବା...
drugs_dr suvendu narayan mishra

ଶରୀର ଉପରେ ଡ୍ରଗ୍ସର ପ୍ରଭାବ

0
https://www.youtube.com/watch?v=6DW2o9tmaWE କେମିତି ଛାଡ଼ିବେ ଡ୍ରଗ୍ସ? ଏନେଇ ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଡ୍ରଗ୍ସ କ’ଣ ଓ ଏହାର ପ୍ରକାରଡ୍ରଗ୍ସ ଶରୀର ଉପରେ କ’ଣ ପ୍ରଭାବ ପକାଏ?ନିଶା ଛାଡ଼ିଲେ କ’ଣ ଲକ୍ଷଣ ଦେଖାଦିଏ?ନିଶା ଛାଡ଼ିବା ପାଇଁ କ’ଣ ରହିଛି ଔଷଧ?ଡ୍ରଗ୍ସଠାରୁ ନିଜକୁ ଦୂରେଇ ରଖନ୍ତୁ ବର୍ତ୍ତମାନ ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା ଭାବେ ଛିଡ଼ା ହୋଇଛି। ତମାଖୁ, ମଦ୍ୟପାନଠୁ ଆରମ୍ଭ କରି ବ୍ରାଉନସୁଗାର, ହିରୋଇନ୍ ଭଳି ଡ୍ରଗ୍ସ ଖାଇବା...
error: Content is protected !!