ଡାଏବେଟିସ୍‌ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍‌ର ଆଶଙ୍କା ଅଧିକ

0
https://youtu.be/87XWnyjyhxE ଡାଏବେଟିସ୍ ରୋଗୀମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ଅଧିକ। ଏନେଇ ବିଶିଷ୍ଟ କର୍ଣ୍ଣ, ନାଶା ଓ ଗଳା (ଇଏନ୍‌ଟି)ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ ଅଧିକ ଜାଣନ୍ତୁ। ବ୍ଲାକ୍ ଫଙ୍ଗସ୍ ହେବାର କାରଣଡାଏବେଟିସ୍ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ଅଶଙ୍କା ଅଧିକବ୍ଲାକ୍ ଫଙ୍ଗସ୍‌କୁ ଚିହ୍ନିବେ କିପରି?ବ୍ଲାକ୍ ଫଙ୍ଗସ୍‌ର ପରୀକ୍ଷାବ୍ଲାକ୍...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

0
https://youtu.be/2v_rXp8muPo ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ। କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବେ କିପରି?ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ...

ଗର୍ଭବତୀ ମହିଳା କୋଭିଡ୍‌ ପଜିଟିଭ୍‌ ହେଲେ କ’ଣ କରିବେ?

0
https://youtu.be/vGQ75r0qcsE ଜଣେ ଗର୍ଭବତୀ ମହିଳାଙ୍କୁ କୋଭିଡ୍-୧୯ ସଂକ୍ରମଣ ହେଲେ ତା’ର ଭୟାବହତା କେତେ? ଗର୍ଭବତୀ ମହିଳା କୋଭିଡ୍ ଆକ୍ରାନ୍ତ ହେଲେ କ’ଣ କରିବା ଆବଶ୍ୟକ? ଏନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତନୁଶ୍ରୀ ସନ୍ଦିପ୍ତା ରଥ। କୋଭିଡ୍‌-୧୯ ବିଭିନ୍ନ ବୟସର...

ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍?

0
https://youtu.be/FbgDY3ihh-I ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍‌-୧୯? ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌ କେତେ ଉପଯୋଗୀ? ଏନେଇ ବିଶିଷ୍ଟ ଯକ୍ଷ୍ମା ଓ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବୀରକିଶୋର ପଟେଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ମଣିଷ ଶରୀରରେ ୬ଟି ଗରୁତ୍ୱପୂର୍ଣ୍ଣ ଅଙ୍ଗ ରହିଛି। ଯଥା –...

କାହାକୁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ?

0
https://youtu.be/TaSdCXok57M ବ୍ଲାକ୍ ଫଙ୍ଗସ୍‌ କ’ଣ, ଓଡ଼ିଶାରେ ଚିହ୍ନଟ ହୋଇଥିବା ବ୍ଲାକ୍ ଫଙ୍ଗସ ରୋଗୀମାନଙ୍କ ଲକ୍ଷଣ କ’ଣ ରହିଛି, କେଉଁ ରୋଗୀମାନେ ଏହାର ଶିକାର ହେଉଛନ୍ତି, ସେ ସମ୍ପର୍କରେ କହିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା। କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି। ଏହାରି...

ପତଳା ଝାଡ଼ା, ପେଟ ଯନ୍ତ୍ରଣା ବି ହୋଇପାରେ କୋଭିଡ୍‌ର ଲକ୍ଷଣ

0
https://youtu.be/iCrQzslzsWo କୋଭିଡ୍‌ର ନୂଆ ଲକ୍ଷଣ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ କୁମାର ପତି କ’ଣ କହୁଛନ୍ତି, ଜାଣନ୍ତୁ। କୋଭିଡ୍‌ର ଦ୍ୱିତୀୟ ଲହରରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ନୂଆ ନୂଆ ଲକ୍ଷଣ ଦେଖା ଦେଉଛି। ପୂର୍ବରୁ ଲୋକଙ୍କ ପାଖରେ ଜ୍ୱର,...

ହ୍ୱାଇଟ୍ ଫଙ୍ଗସ୍ କ’ଣ? କେଉଁମାନେ ରହିବେ ସତର୍କ, ଜାଣନ୍ତୁ

0
ବ୍ଲାକ୍‌ ଫଙ୍ଗସ୍‌ ପରେ ହ୍ୱାଇଟ୍ ଫଙ୍ଗସ୍, ଜାଣନ୍ତୁ ଏଥିରୁ କିପରି ରହିବେ ସତର୍କ। ସମଗ୍ର ଦେଶରେ କରୋନା ସଙ୍କଟ ମଧ୍ୟରେ ଦେଖା ଦେଇଛି ବ୍ଲାକ୍ ଫଙ୍ଗସ୍। ଏହାକୁ ନେଇ ଲୋକ ଭୟଭୀତ ଥିବାବେଳେ, ଏବେ ପୁଣି ଆଉ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ଯାହାର ନାମ ‘ହ୍ୱାଇଟ୍...

ଏଣିକି ଘରେ କରିପାରିବେ କୋଭିଡ୍‌ ଟେଷ୍ଟ

0
‘କୋଭିସେଲ୍‌ଫ କିଟ୍‌’ ସାହାଯ୍ୟରେ ଲୋକେମାନେ ଘରେ ବସି ନିଜର କୋଭିଡ୍‌ ପରୀକ୍ଷା ପାଇଁ ନମୁନା ନେଇପାରିବେ ଏବଂ ନମୁନାକୁ କିଟ୍‌ରେ ଦେଇ ନିଜର କୋଭିଡ୍ ପରୀକ୍ଷା କରିପାରିବେ। ଏଣିକି ଘରେ ଥାଇ ଆପଣ କରିପାରିବେ ନିଜର କୋଭିଡ୍ ପରୀକ୍ଷା। ମାତ୍ର ୨ ମିନିଟରେ ହେବ ପରୀକ୍ଷା, ଆଉ ୧୫...

ହୋମ୍ ଆଇସୋଲେସନ୍‌ରେ ଥିଲେ କ’ଣ କରିବେ? ଜାଣିରଖନ୍ତୁ

0
ସଙ୍ଗରୋଧରେ ଥିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ। କୋଭିଡ୍‌ରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। କ’ଣ...

ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ କୋଭିଡ୍‌ ଟିକା

0
ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ ଟିକାକରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକାଟିକା ନେବାର ୧୪ ଦିନ ପରେ କରିପାରିବେ ରକ୍ତଦାନରକ୍ତଦାନ ପୂର୍ବରୁ ଆର୍‌ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ଆବଶ୍ୟକ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ ସୁସ୍ଥ ହେବାର ତିନି ମାସ ପରେ ଜଣେ ବ୍ୟକ୍ତି ଟିକା ନେଇପାରିବେ।...
error: Content is protected !!