କୋଭିଡ୍‌ ବେଳେ ଡାଏବେଟିସ୍‌ ରୋଗୀ କ’ଣ ଖାଇବେ?

0
https://youtu.be/3bYXDGZEr0I ଆସନ୍ତୁ ଜାଣିବା କୋଭିଡ୍‌ ବେଳେ ମଧୁମେହ ରୋଗୀଙ୍କ ଖାଦ୍ୟପେୟ କେମିତି ହେବା ଆବଶ୍ୟକ। ଏନେଇ ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କ ପରାମର୍ଶ। କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଥିବା ବେଳେ ଅନ୍ୟ ସବୁ ସମସ୍ୟା...

କୋଭିଡ୍‌ ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି

0
କୋଭିଡ୍‌ ଚିକିତ୍ସାରୁ ପ୍ଲାଜ୍‌ମା ଥେରାପିକୁ ବାଦ୍‌ କରିଦିଆଯାଇଛି। ଆଇସିଏମ୍‌ଆର୍‌ ପକ୍ଷରୁ ଏଭଳି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କୋଭିଡ୍‌-୧୯ ଉପରେ ନ୍ୟାସନାଲ ଟାସ୍କ ଫୋର୍ସ ବୈଠକରେ ସମସ୍ତ ସଦସ୍ୟ ପ୍ଲାଜମା ଥେରାପିକୁ ଚିକିତ୍ସାରୁ ବାଦ୍ ଦେବାକୁ ଦାବି କରିଥିଲେ। ସ୍ୱାସ୍ଥ୍ୟ ବିଷେଶଜ୍ଞଙ୍କ ମତରେ...

ଜୁନ୍ ୧ ଯାଏଁ ଓଡ଼ିଶାରେ ବଢ଼ିଲା ଲକଡାଉନ୍

0
ରାଜ୍ୟରେ ଆଉ ୨ ସପ୍ତାହ ବଢ଼ିଲା ଲକଡାଉନ୍‌ ଅବଧି। ଜୁନ୍‌ ୧, ସକାଳ ୫ଟା ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହାସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାକିଣି ପାଇଁ ସରକାର ପୂର୍ବରୁ ଯେଉଁ ସମୟ ଧାର୍ଯ୍ୟ କରିଥିଲେ ତାକୁ ପରିବର୍ତ୍ତନ କରି ସକାଳ ୭ଟାରୁ ୧୧...
corona symptom

ମେ’ ୨୪ରୁ ଘରକୁ ଘର ବୁଲି କୋଭିଡ୍‌ ସର୍ଭେ କରିବେ ଆଶାକର୍ମୀ

0
ମେ’ ୨୪ରୁ ଘରକୁ ଘର ବୁଲି କରୋନା ସର୍ଭେ କରିବେ ଆଶାକର୍ମୀ। ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନ୍‌ଏମ୍‌ମାନେ ଘରକୁ ଘର ବୁଲି କୋଭିଡ୍‌ ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ।  ଯେଉଁମାନଙ୍କଠାରେ ଗୁରୁତର ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କର ଟେଷ୍ଟ...

ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ଘରେ କୋଭିଡ୍ ପରୀକ୍ଷା ସୁବିଧା ଯୋଗାଇବ ବିଏମ୍‌ସି

0
ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍‌ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ମୋବାଇଲ୍ ଟିମ୍ ପଠାଇ ସାମ୍ପଲ ସଂଗ୍ରହ କରିବ ବିଏମ୍‌ସି। ସୋମବାରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ।...

କୋଭିଡ୍‌ରୁ ସୁସ୍ଥ ରହିବାକୁ ହେଲେ ମାସ୍କ ହିଁ ଏକମାତ୍ର ଅସ୍ତ୍ର

0
https://youtu.be/NdEzyWx5OwU କୋଭିଡ୍‌କୁ ହରାଇବା ପାଇଁ ମାସ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାସ୍କ ହିଁ ହେଉଛି ଏକମାତ୍ର ଅସ୍ତ୍ର, ଯିଏ କୋଭିଡ୍‌ରୁ ସୁରକ୍ଷା ଦେଇପାରିବ। ମାସ୍କ ସମସ୍ତେ ସଠିକ୍ ଭାବରେ ଓ ନିୟମ ଅନୁସାରେ ପିନ୍ଧିଲେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବା ବୋଲି କହିଛନ୍ତି କଟକ...

କେଉଁମାନଙ୍କୁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌?

0
https://youtu.be/bWofagwqFHQ ବ୍ଳାକ୍‌ ଫଙ୍ଗସ୍‌ କ’ଣ? କେଉଁ ବୟସରେ ବା କାହାକୁ ଅଧିକ ଆକ୍ରାନ୍ତ କରୁଛି? ଏଥିରୁ ବର୍ତ୍ତିବା କିପରି? ଏ ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବେ କହିଛନ୍ତି ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା। କୋଭିଡ୍‌ର ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ...

କୋଭିଡ୍‌ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ?

0
କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସତର୍କ ରହିବା ନିହାତି ଜରୁରୀ। କାରଣ ଟିକିଏ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ସଂକ୍ରମଣରୁ ସୁସ୍ତ ହେଉଥିବା ଲୋକେ...

କୋଭିଡ୍‌ ଚିହ୍ନାଇବ ଆର୍‌ଟିପିସିଆର୍‌ ଟେଷ୍ଟ

0
https://youtu.be/_-SJ8TXmygQ ଆର୍‌ଟିପିସିଆର୍‌ ଟେଷ୍ଟ କ’ଣ? କେତେବେଳେ ଜଣେ କୋଭିଡ୍‌ ପରୀକ୍ଷା କରିବେ? ଏସମସ୍ତ ବିଷୟକୁ ବିସ୍ତୃତ ଭାବେ କହିଛନ୍ତି ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ। କେତେବେଳେ ଜଣେ କୋଭିଡ୍ ପରୀକ୍ଷା କରିବେ?ଆର୍‌ଟିପିସିଆର୍‌ ଟେଷ୍ଟ୍ କ’ଣ?ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟରେ...

ମାନସିକ ରୋଗୀ କୋଭିଡ୍ ଟିକା ନେଇପାରିବେ କି?

0
ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି କୋଭିଡ୍ ସମୟରେ ଲୋକମାନଙ୍କ ମନରେ ବିଭିନ୍ନ ଦିଗକୁ ନେଇ ଭୟ ସୃଷ୍ଟି ହେଉଛି। ଏହାର ଶିକାର ହୋଇ ଲୋକମାନେ ଅସାମାଜିକ କାର୍ଯ୍ୟକଳାପ ଘଟାଇବା ସହିତ ନିଜକୁ ମଧ୍ୟ କ୍ଷତି ପହଞ୍ଚାଇଥାନ୍ତି। ତେଣୁ ଏହି...
error: Content is protected !!