dry cough

କରୋନାର ଦ୍ୱିତୀୟ ଲହରୀ – ଶୁଖିଲା କାଶକୁ କେମିତି କରିବେ ଦୂର?

0
ଅଧିକ ପଢ଼ନ୍ତୁ: ଥଣ୍ଡା ଦୂର କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ଟିପ୍ସ ସାଧାରଣତଃ କୋଭିଡ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ୱର, କାଶ, ଥଣ୍ଡା ଭଳି ଅନ୍ୟାନ୍ୟ ଗୁରୁତର ଲକ୍ଷଣ ଦେଖାଦେଇଥାଏ। କେତେକ ଆକ୍ରାନ୍ତଙ୍କଠାରେ କେବଳ ଶୁଖିଲା କାଶ ହେଉଥିବାର ଦେଖିବାକୁ ମିଳୁଛି। ବାରମ୍ବାର କାଶିବା ଦ୍ୱାରା ଗଳା ଦରଜ...
covid vaccine

ମେ’ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା – ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ?

0
ମେ’ ୧ରୁ ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ଜାଣନ୍ତୁ, ପଞ୍ଜୀକରଣ କେମିତି କରିବେ? ଦେଶବ୍ୟାପି କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆସନ୍ତା ମେ’ ୧ରୁ ଦେଶରେ ସମସ୍ତ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ...

ରାଉରକେଲାରେ ପ୍ରଥମ ଦିନରେ ୩,୮୦୦ ଜଣ ନେଲେ କୋଭିଡ୍ ଟିକା

0
୧୮ରୁ ୪୪ ବର୍ଗ ପାଇଁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା୪୫ ପ୍ଲସଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର, କେବଳ ଦ୍ୱିତୀୟ ଡୋଜ୍ ଟିକାଟିକା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯୁବପିଢ଼ି ରାଉରକେଲା ସହରରେ ମଙ୍ଗଳବାର ଦିନ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍...

କୋଭିଡ୍‌ ଚିହ୍ନାଇବ ଆର୍‌ଟିପିସିଆର୍‌ ଟେଷ୍ଟ

0
https://youtu.be/_-SJ8TXmygQ ଆର୍‌ଟିପିସିଆର୍‌ ଟେଷ୍ଟ କ’ଣ? କେତେବେଳେ ଜଣେ କୋଭିଡ୍‌ ପରୀକ୍ଷା କରିବେ? ଏସମସ୍ତ ବିଷୟକୁ ବିସ୍ତୃତ ଭାବେ କହିଛନ୍ତି ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ। କେତେବେଳେ ଜଣେ କୋଭିଡ୍ ପରୀକ୍ଷା କରିବେ?ଆର୍‌ଟିପିସିଆର୍‌ ଟେଷ୍ଟ୍ କ’ଣ?ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟରେ...

ବ୍ରହ୍ମପୁରରେ ଆରମ୍ଭ ହେଲା ଡୋର୍‌ ଟୁ ଡୋର ସ୍କ୍ରିନିଂ

0
କରୋନା ସଂକ୍ରମଣକୁ ରୋକିବା ପାଇଁ ଏବଂ ଚିହ୍ନଟ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡୋର୍‌ ଟୁ ଡୋର ସ୍କ୍ରିନିଂ। ବୁଧବାରଠାରୁ ଗଞ୍ଜାମର ପ୍ରତି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ପ୍ରତି ଲୋକଙ୍କର ସ୍ୱାସ୍ଥାବସ୍ଥା ପରୀକ୍ଷା କରାଯାଉଛି। କାହାକୁ ଥଣ୍ଡା, କାଶ,...
covid vaccine

ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କରୋନା ଟିକା ମନା

0
କୋଭିଡ୍‌ ମୁକାବିଲା ପାଇଁ ସାରାଦେଶରେ ଏବେ ଟିକାକରଣ ଚାଲିଛି। ଏଯାବତ୍‌ ବିଭନ୍ନ ବର୍ଗର ଲୋକ ଟିକା ନେଇ ସାରିଲେଣି। ଏ ସମୟରେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ରହିଛି ଯେ, ଜଣେ ସ୍ତନ୍ୟପାନ କରାଉଥିବା ମା’ ଟିକା ନେବେ ନା ନାହିଁ? ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ...

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

0
https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌...

ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ କୋଭିଡ୍‌ ଟିକା

0
ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ ଟିକାକରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକାଟିକା ନେବାର ୧୪ ଦିନ ପରେ କରିପାରିବେ ରକ୍ତଦାନରକ୍ତଦାନ ପୂର୍ବରୁ ଆର୍‌ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ଆବଶ୍ୟକ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ ସୁସ୍ଥ ହେବାର ତିନି ମାସ ପରେ ଜଣେ ବ୍ୟକ୍ତି ଟିକା ନେଇପାରିବେ।...

ତ୍ଵଚାକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ୍‌ଓ୍ଵାସ୍‌

0
ମୁହଁକୁ ଉଜ୍ୱଳ ଓ ଚମକଦାର କରିବା ପାଇଁ ମହିଳାମାନେ ନାନାଦି କ୍ରିମ୍‌, ଫେସ୍‌ଓ୍ୱାସ୍‌ ବ୍ୟବହାର କରିଥାଆନ୍ତି। ହେଲେ କେମିକାଲଯୁକ୍ତ ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଆସିଥାଏ, କିନ୍ତୁ କିଛି କ୍ଷଣକ ପାଇଁ। ଏହାପରେ ତ୍ୱଚାଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ଆପଣ କିଛି ଘରୋଇ...

କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌

0
ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ପ୍ରଶ୍ୱାସ ନେବା (Breath In) ଓ ନିଶ୍ୱାସ ଛାଡ଼ିବା (Breath Out) ବ୍ୟାୟାମ। ସାଧାରଣତଃ କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ, ଯାହା ଫଳରେ କଫ ଫୁସ୍‌ଫୁସ୍‌ରେ ଭରିଯାଏ। ଫଳରେ ପ୍ରଶ୍ଵାସ ନେବାରେ ଅସୁବିଧା ଉପୁଜିଥାଏ। ତେଣୁ କୋଭିଡ୍‌ ସଂକ୍ରମିତମାନେ ଜାଣିବା ଦରକାର କି...
error: Content is protected !!