child safety in covid

କରୋନା ଦ୍ୱିତୀୟ ଲହରୀରେ ଅଧିକ ଆକ୍ରାନ୍ତ ଶିଶୁ – ଜାଣନ୍ତୁ ଛୋଟ ପିଲାଙ୍କୁ କେମିତି ରଖିବେ ସୁରକ୍ଷିତ?

0
କରୋନାର ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରଥମ ଲହରୀଠାରୁ ଅଧିକ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ଦ୍ୱିତୀୟ ଲହରୀ ସଂକ୍ରମଣରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ରିଲାଏନ୍ସ ହସ୍ପିଟାଲ ଓ ଫୋର୍ଟିସ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି। ପିଲାଙ୍କୁ କେମିତି ରକ୍ଷା କରିପାରିବେ? ବିଶେଷଜ୍ଞଙ୍କ କହିବା ଅନୁସାରେ...

ଦେଶରେ କରୋନା ସ୍ଥିତି – ଗତ ୨୪ଘଣ୍ଟାରେ ୮୭୯ ମୃତ

0
ଦେଶରେ କରୋନା ସ୍ଥିତି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ଲକ୍ଷାଧିକ କରୋନା ପଜିଟିଭ୍। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୂତାବକ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୧ ହଜାର ୭୩୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୮୭୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ...

ରାଜ୍ୟରେ ଦିନକରେ ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ

0
ରାଜ୍ୟରେ କରୋନା ସ୍ଥିତି ବେକାବୁ ହେଲାଣି। ଆଜି ରାଜ୍ୟରେ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୩୫ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍‌ ୭୪୯ ରହିଛି। ଆଜି ନୂଆପଡ଼ାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ...
corona_Oldpeople

କରୋନା ସଂକ୍ରାନ୍ତୀୟଙ୍କ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାରକୁ ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

0
ରାଜ୍ୟର ହସ୍ପିଟାଲଗୁଡ଼ିକରେ ବର୍ତ୍ତମାନ କି ପ୍ରକାର ଚିକିତ୍ସା ହେବ ସେ ନେଇ ଓଡ଼ିଶା ସରକାର ସୋମବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅସ୍ତ୍ରୋପଚାର ଏବଂ ଅତି ଜରୁରୀ ନଥିବା ଚିକିତ୍ସାକୁ କିଛି ଦିନ ପାଇଁ ଘୁଞ୍ଚାଇବାକୁ ହେବ। ଉଭୟ...

ବିଶ୍ୱର ସବୁଠାରୁ ବଡ଼ ଟିକା ଉତ୍ପାଦନକାରୀ ଦେଶ ଭାରତରେ ଆଜି ଟିକାର ସ୍ଥିତି ଅସମ୍ଭାଳ କାହିଁକି?

0
ସ୍ୱାସ୍ଥ୍ୟପ୍ଲସ୍ ସମ୍ପାଦକୀୟ କୋଭିଡ ପୂର୍ବବର୍ତ୍ତୀ ସମୟରେ ବିଶ୍ୱକୁ ଟିକା ଯୋଗାଉଥିଲା ଭାରତ। ସାରା ପୃଥିବୀର ଟିକା ଚାହିଦାର ପ୍ରାୟ ୬୦% ଉତ୍ପାଦନ ସମ୍ଭାଳି ନେଉଥିଲା ଆମ ଦେଶ। କିନ୍ତୁ ଆଜି ଭାରତରେ ଟିକା ଅବସ୍ଥା ଏକ ପ୍ରକାର ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଥିପାଇଁ ଦାୟୀ କିଏ? ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍...
error: Content is protected !!