ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ଘରେ କୋଭିଡ୍ ପରୀକ୍ଷା ସୁବିଧା ଯୋଗାଇବ ବିଏମ୍‌ସି

0
ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍‌ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ମୋବାଇଲ୍ ଟିମ୍ ପଠାଇ ସାମ୍ପଲ ସଂଗ୍ରହ କରିବ ବିଏମ୍‌ସି। ସୋମବାରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ।...

ଶରୀରରୁ ଅମ୍ଲଜାନ କମିଲେ କେମିତି ଜାଣିବେ?

0
କୋଭିଡ୍‌ ଆକ୍ରାନ୍ତଙ୍କର ଅମ୍ଳଜାନ ସ୍ତର କମିଗଲେ କେମିତି ଜାଣିବେ? ଜାଣନ୍ତୁ ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହାରି ମଧ୍ୟରେ କୋଭିଡ୍ ରୋଗୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ଶରୀରରେ ଅମ୍ଲଜାନର ଅଭାବ। କୋଭିଡ୍ ଆକ୍ରାନ୍ତଙ୍କୁ ଅମ୍ଲଜାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସିଆନ୍...

ରାଜ୍ୟରେ ଦିନକରେ ୯ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

0
ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୯ହଜାର ୭୯୩ପଜିଟିଭ୍ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର...
covid vaccine

ମେ’ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା – ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ?

0
ମେ’ ୧ରୁ ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ଜାଣନ୍ତୁ, ପଞ୍ଜୀକରଣ କେମିତି କରିବେ? ଦେଶବ୍ୟାପି କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆସନ୍ତା ମେ’ ୧ରୁ ଦେଶରେ ସମସ୍ତ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ...

କରୋନା ସମୟରେ ମାନସିକ ସୁସ୍ଥତା

0
କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ବଢ଼ାଇ ଦେଇଛି। ଫଳରେ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଭଳି ମାନସିକ ଅସୁସ୍ଥତା ଦେଖାଦେଉଛି। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବେ ଜାଣିରଖନ୍ତୁ। ସାରା ବିଶ୍ୱରେ ଏବେ ଦେଖିବାକୁ ମିଳୁଛି କରୋନାର କରାଳ ରୂପ। କେଉଁଠି...

ପତଳା ଝାଡ଼ା, ପେଟ ଯନ୍ତ୍ରଣା ବି ହୋଇପାରେ କୋଭିଡ୍‌ର ଲକ୍ଷଣ

0
https://youtu.be/iCrQzslzsWo କୋଭିଡ୍‌ର ନୂଆ ଲକ୍ଷଣ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ କୁମାର ପତି କ’ଣ କହୁଛନ୍ତି, ଜାଣନ୍ତୁ। କୋଭିଡ୍‌ର ଦ୍ୱିତୀୟ ଲହରରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ନୂଆ ନୂଆ ଲକ୍ଷଣ ଦେଖା ଦେଉଛି। ପୂର୍ବରୁ ଲୋକଙ୍କ ପାଖରେ ଜ୍ୱର,...
kete nua bata_audio episode_6th

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’ଆସନ୍ତାକାଲି ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କରୋନା ମହାମାରୀ କାଳରେ ସମସ୍ତେ ପ୍ରଭାବିତ ହୋଇଛନ୍ତି।...
home quarantine

ସଙ୍ଗରୋଧରେ ଥିଲେ କ’ଣ କରିବେ ଓ କ’ଣ ନାହିଁ?

0
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ୍‌ ଅନୁସାରେ ସାଧାରଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହି ସୁସ୍ଥ ହୋଇପାରିବେ। ତେଣୁ ଆପଣ ଯଦି କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଘରେ ସଙ୍ଗରୋଧରେ ଅଛନ୍ତି ତେବେ ଜାଣନ୍ତୁ କ’ଣ କରିବା ଆବଶ୍ୟକ ଓ କ’ଣ ନୁହେଁ। ସଙ୍ଗରୋଧରେ ରହିଥିବା ବେଳେ ଡାକ୍ତରଙ୍କ...

ରାଜ୍ୟରେ ୪୭୬୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

0
କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ପ୍ରତିଦିନ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ...

ବିଶ୍ୱର ସବୁଠାରୁ ବଡ଼ ଟିକା ଉତ୍ପାଦନକାରୀ ଦେଶ ଭାରତରେ ଆଜି ଟିକାର ସ୍ଥିତି ଅସମ୍ଭାଳ କାହିଁକି?

0
ସ୍ୱାସ୍ଥ୍ୟପ୍ଲସ୍ ସମ୍ପାଦକୀୟ କୋଭିଡ ପୂର୍ବବର୍ତ୍ତୀ ସମୟରେ ବିଶ୍ୱକୁ ଟିକା ଯୋଗାଉଥିଲା ଭାରତ। ସାରା ପୃଥିବୀର ଟିକା ଚାହିଦାର ପ୍ରାୟ ୬୦% ଉତ୍ପାଦନ ସମ୍ଭାଳି ନେଉଥିଲା ଆମ ଦେଶ। କିନ୍ତୁ ଆଜି ଭାରତରେ ଟିକା ଅବସ୍ଥା ଏକ ପ୍ରକାର ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଥିପାଇଁ ଦାୟୀ କିଏ? ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍...
error: Content is protected !!