କିଏ ନେଇପାରିବେ କରୋନା ଟିକା?

0
https://www.youtube.com/embed/KaAJhVek7R8 କାହିଁକି ଜରୁରୀ କୋଭିଡ୍‌ ଟିକା? କେଉଁମାନେ ନେଇପାରିବେ ଏହି ଟିକା? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା। ପ୍ରତିଷେଧକ ଟିକା (The COVID19 vaccine in Odia) ଦୀର୍ଘ ଦଶମାସ ହେଲା କୋଭିଡ୍-୧୯ ଜାଲରେ ଦେଶବାସୀ। ଏହି ଜାଲରୁ ମୁକୁଳିବା...
home quarantine

ସଙ୍ଗରୋଧରେ ଥିଲେ କ’ଣ କରିବେ ଓ କ’ଣ ନାହିଁ?

0
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ୍‌ ଅନୁସାରେ ସାଧାରଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହି ସୁସ୍ଥ ହୋଇପାରିବେ। ତେଣୁ ଆପଣ ଯଦି କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଘରେ ସଙ୍ଗରୋଧରେ ଅଛନ୍ତି ତେବେ ଜାଣନ୍ତୁ କ’ଣ କରିବା ଆବଶ୍ୟକ ଓ କ’ଣ ନୁହେଁ। ସଙ୍ଗରୋଧରେ ରହିଥିବା ବେଳେ ଡାକ୍ତରଙ୍କ...
mobile phone_ early morning

ସାବଧାନ! ମୋବାଇଲ ଡାକି ଆଣିବ କରୋନା

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଜଣେ ସାଧାରଣ ବ୍ୟକ୍ତି ଦିନକ ମଧ୍ୟରେ ୨ହଜାର ୬ଶହ ଥର ମୋବାଇଲ ଛୁଇଁଥାଏ। ସେହିଭଳି ୭୬ଥର ମୋବାଇଲ ବ୍ୟବହାର କରିଥାଏ। ଅନେକ ସମୟରେ ଆମେ ମୋବାଇଲ ଫୋନକୁ ଏଣେତେଣେ ରଖି ଦେଇଥାଉ। ଏହାଦ୍ୱାରା ମଧ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରନ୍ତ ହେବାର ସମ୍ଭାବନା...
kete nua bata episode 4_swasthyaplus and odishalive

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ରେଡିଓ ଧାରାବାହିକ ‘କେତେ ନୂଆବାଟ’ର ଚତୁର୍ଥ ସଂସ୍କରଣ

0
ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ରେ ଏକ ସମୟରେ ପ୍ରସାରଣ କରୋନା ଯୋଦ୍ଧା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀଙ୍କ ଅଙ୍ଗେନିଭା କଥା କରୋନା ମୁଖପାତ୍ର ଏବଂ ୟୁନିସେଫ୍‌ ହେଲ୍‌ଥ...
diabetic_corona

ଡାଇବେଟିସ୍ ରୋଗୀ କିଭଳି କରିବେ କରୋନା ମୁକାବିଲା?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଦ୍ୱାରା ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି। ହେଲେ, ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସଂକ୍ରମଣ ଯୋଗୁଁ ପରିସ୍ଥିତି ଜଟିଳ ହେବା ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ଏହା...
corona death in odisha

ଓଡ଼ିଶାରେ ୪୪ତମ କରୋନା ରୋଗୀଙ୍କ ଜୀବନ ଗଲା

0
ପଶ୍ଚିମବଙ୍ଗ ମେଦିନପୁରର ଆକ୍ରାନ୍ତଙ୍କ ଜୀବନ ଗଲା। ଓଡ଼ିଶାରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ପଶ୍ଚିମବଙ୍ଗ ମେଦିନପୁରରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଥିଲେ ଓଡ଼ିଶାର ୪୪ ନମ୍ବର କରୋନା ଆକ୍ରାନ୍ତ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ...
corona awareness

ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ଏଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ...

କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ – କ’ଣ ରହିଛି ଲକ୍ଷଣ ଓ କେମିତି ରହିବେ ସତର୍କ?

0
କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ? ଦେହ ହାତ ଅବଶ ଲାଗିବାଭୋକ ନ ହେବାମୁଣ୍ଡ ବିନ୍ଧା ହେବାଦେହ ହାତ ଘୋଳା ବିନ୍ଧା ହେବାଦିନକୁ ୪ରୁ...

ପୁଣି କାହିଁକି ବଢୁଛି କରୋନା?

0
https://www.youtube.com/watch?v=M38TZjcLr2k&t=113s କୋଭିଡର ନୂଆ ଲକ୍ଷଣ କୋଭିଡ୍‌ର ନୂଆ ଷ୍ଟ୍ରେନଠାରୁ କିପରି ରହିବେ ସୁରକ୍ଷିତ? ବ୍ରିଦିଙ୍ଗ ଏକ୍ସରସାଇଜ୍ କେତେ ଭଲ? କରୋନାରେ ଆକ୍ରାନ୍ତ ହେଲେ କ’ଣ କରିବେ? ଡାକ୍ତରଙ୍କ ପରାମର୍ଶ  ପୁଣି କାହିଁକି ବଢ଼ୁଛି କରୋନା ଓ ଏଥିରୁ କିପରି ରହିବେ ସୁରକ୍ଷିତ? ଏନେଇ ବିଶିଷ୍ଟ ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାଶ...
coronavirus-mask-window

ସେଲଫ୍ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ନିଜ ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ...
error: Content is protected !!