corona

କରୋନା ପ୍ରଭାବରେ ମୃତ୍ୟୁ ଘଟିପାରେ କି?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଯେ କୌଣସି ରୋଗରେ ଅବସ୍ଥା ଗୁରୁତର ହେଲେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିପାରେ। ତେବେ ଠିକଣା ସମୟରେ ଚିକିତ୍ସା କରାଗଲେ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ସମ୍ଭବପର ହୋଇଥାଏ। କରୋନା ପ୍ରଭାବରେ ମୃତ୍ୟୁ ସଂଖ୍ୟାକୁ ନେଇ ସେଭଳି କୌଣସି ନିର୍ଦ୍ଦିଷ୍ଟ ପରିସଂଖ୍ୟାନ ନାହିଁ।...

କୋଭିଡ୍‌-୧୯ ବିପଦ: ଆମେ କିପରି ପରସ୍ପରକୁ ସହାୟତା କରିପାରିବା

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ https://www.youtube.com/watch?v=D0O0nHYOm18&feature=emb_logo କରୋନା ଭାଇରସ୍‌ ସଂକ୍ରମଣ ବିଷୟରେ ଆମେ କେମିତି ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବା ଏବଂ କିପରି ମିଳିତ ଭାବେ ଏହି ମହାମାରୀକୁ ପ୍ରତିହତ କରିବା? ଆସନ୍ତୁ ଜାଣିବା କ’ଣ ପରାମର୍ଶ ଦେଉଛି ୟୁନିସେଫ୍‌। ଆପଣ ଯେ କରୋନା ଭାଇରସକୁ ନେଇ ଆଶଙ୍କା ପ୍ରକାଶ କରୁଛନ୍ତି...
kete nua bata last episode

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ଶେଷ ଅଧ୍ୟାୟ – ‘ଆପଣଙ୍କ ମତାମତ’

0
ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ କରୋନା ସଚେତନତା ଓ କୋଭିଡ୍ ଯୋଦ୍ଧାଙ୍କ କାହାଣୀକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏଥରର ଅଧ୍ୟାୟରେ ଆପଣମାନେ ଶୁଣିବେ ‘ଆପଣଙ୍କ ମତାମତ’ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି।...
fit at home during quarantine

ଘରେ କେମିତି ରହିବେ ଫିଜିକାଲ୍ ଫିଟ୍ – ଆପଣାନ୍ତୁ WHOର ଟିପ୍ସ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ସାମାଜିକ ଦୂରତା ରକ୍ଷା ପାଇଁ ଲୋକମାନଙ୍କୁ ଏବେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଦିନରେ ସମସ୍ତ ପାର୍କ, ଜିମ୍‌କୁ ବନ୍ଦ କରିଦିଆଯାଇଛି। ବିନା ଜିମ୍‌ ଓ ମର୍ଣ୍ଣିଂ ଓ୍ୱାକ୍‌ରେ ନିଜକୁ କେମିତି ଫିଟ୍‌...
corona diabetes

ଡାଇବେଟିସ୍‌ ରୋଗୀଙ୍କୁ କେତେ ବିପଦ କରୋନା ଭାଇରସ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ https://www.youtube.com/watch?v=2bxjfE753zQ&t=3s ସାରାବିଶ୍ୱରେ କରୋନା ଭାଇରସ (କୋଭିଡ୍‌-୧୯)ର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ପ୍ରତିଷେଧକ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ହିଁ ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ଏଥିପାଇଁ...
mental peace during quarantine

ଲକଡାଉନ ବେଳେ କେମିତି ମନକୁ ଶାନ୍ତ ରଖିବେ ଓ ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ?

0
ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) ଲକ୍ ଡାଉନ୍...

କୋଭିଡ୍ ଟିକା ନେବା ବାଧ୍ୟତାମୂଳକ କି?

0
କୋଭିଡ୍‌ ଟିକାକରଣ ପାଇଁ ପଞ୍ଚାୟତସ୍ତରରେ ପ୍ରସ୍ତୁତ ହୋଇସାରିଛି ଟିମ୍। ଟିକା ଦେବା ଲୋକ ପ୍ରସ୍ତୁତ ଆଉ ଟିକା ନେବା ଲୋକଙ୍କ ତାଲିକା ବି ପ୍ରସ୍ତୁତ ହୋଇସାରିଛି। କୌଣସି ମୂହୁର୍ତ୍ତରେ ବି ସାମୂହିକ ଟିକାକରଣ ପାଇଁ ଘୋଷଣା କରିପାରନ୍ତି ସରକାର। ଏଥିପାଇଁ ସବୁ ପ୍ରକ୍ରିୟା ଚୂଡ଼ାନ୍ତ କରିବାରେ ଲାଗିଛନ୍ତି...

କରୋନାର ଦ୍ୱିତୀୟ ଲହରି – ଦିନକରେ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

0
ଦେଶରେ କୋଭିଡ୍‌ର ଦ୍ୱିତୀୟ ଷ୍ଟ୍ରେନ ପାଇଁ ଭୟ ବଢୁଥିବା ବେଳେ ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ଖବର ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୫୫ ଜଣ...
mental health

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ https://www.youtube.com/watch?v=B7D4irh2e20 କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର ଭୟ ଯେତିକି ନୁହେଁ, ସ୍କୁଲ, ବନ୍ଧୁ ଏବଂ ସଂପର୍କୀୟଙ୍କଠାରୁ ଦୂରରେ ରହିବା ଯୋଗୁ...

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ । କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ସାମାଜିକ ଦୂରତା ଓ ପରିଚ୍ଛନ୍ନତା ଆପଣଙ୍କ ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ କାହା...
error: Content is protected !!