କେଉଁ ଯନ୍ତ୍ରଣା ହେଲେ କେଉଁ ସେକ ଦେବେ?

0
ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ଏବଂ ଆଘାତ ଲାଗିଲେ ଗରମ ବା ଥଣ୍ଡା ସେକ ବହୁତ ଉପଯୋଗୀ ହୋଇଥାଏ। କେଉଁ ଅଙ୍ଗରେ ଯନ୍ତ୍ରଣା ହେଲେ କେଉଁ ସେକ ଦେବେ ତାହା ଜାଣନ୍ତୁ। ଆର୍ଥରାଇଟିସରୁ ଆରମ୍ଭ କରି ମାଂସପେଶୀ କ୍ରାମ୍ପ ହୋଇଯିବା ଏବଂ ଫୁଲିବା ଯାଏଁ ସେକ...
Professor Ayushman

ପିଲାଙ୍କୁ ଜଡ଼ିବୁଟି ସଂପର୍କରେ ସଚେତନ କରିବ ‘ପ୍ରଫେସର ଆୟୁଷ୍ମାନ’

0
ଛୋଟ ପିଲାଙ୍କ ପାଇଁ କମିକ୍ସ ସିରିଜ୍‌ର ଗୁରୁତ୍ୱ ସର୍ବାଧିକ। ଏହାକୁ ସେମାନେ ଆଗ୍ରହ ସହକାରେ ପଢ଼ିବା ସହ ଏହା ମାଧ୍ୟମରେ ବିଭିନ୍ନ ପ୍ରକାର ସୂଚନା ପାଇଥାନ୍ତି। ଛୋଟ ପିଲାଙ୍କର ଏଭଳି ଆଗ୍ରହକୁ ଦେଖି ସେମାନଙ୍କୁ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଏବଂ ଏହାର ଘରୋଇ ବ୍ୟବହାର ସଂପର୍କରେ...
care hospital

ଭୁବନେଶ୍ୱର କେୟାର ହସ୍ପିଟାଲରେ ଏଣିକି ହୋଇପାରିବ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ

0
କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହାକୁ ଖ୍ୟାତିସମ୍ପନ୍ନ ହୃଦ୍‌ ଓ ଫୁସ୍‌ଫୁସ୍‌ ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର କେ ଆର୍‌ ବାଲକ୍ରିଷ୍ଣନ ଶୁଭାରମ୍ଭ କରିଥିଲେ। ମେଡିକାଲ ଡାଇରେକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, କେୟାର ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...
cancer cells

କାହିଁକି ହୁଏ କ୍ୟାନ୍ସର? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସରୋଜ ଦାସ

0
କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି। ଅଧିକାଂଶ ଲୋକ ଏହି କର୍କଟ ରୋଗରେ ପ୍ରାଣ ହରାଉଥିବାରୁ ଏବେ ଚିନ୍ତା ବଢ଼ିଛି। କର୍କଟ ରୋଗ କାହିଁକି ହୁଏ ଏବଂ କେଉଁ ବର୍ଗର ଲୋକଙ୍କୁ ଏହା ଆକ୍ରାନ୍ତ କରେ ସେ ସମ୍ପର୍କରେ...
first aid

ଆଖି ଆଗରେ କୌଣସି ଦୁର୍ଘଟଣା ଘଟିଥିବାର ଦେଖିଲେ କିପରି ଯୋଗାଇବେ ପ୍ରାଥମିକ ଚିକିତ୍ସା

0
ଦୁର୍ଘଟଣା ଆକସ୍ମିକ ଭାବରେ ଘଟିଥାଏ। ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତି ସାମାନ୍ୟରୁ ଗୁରୁତର ଆହତ ହୋଇପାରନ୍ତି। ସାଧାରଣ ମଣିଷ ଭାବରେ ଆମ୍ଭେମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ କାତର ହୋଇପଡ଼ୁ। କିନ୍ତୁ ଏହି ସମୟରେ ସାମାନ୍ୟ ଧୈର୍ଯ୍ୟର ସହ କାର୍ଯ୍ୟ କଲେ ଆମେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରିବା। ଦୁର୍ଘଟଣାଗ୍ରସ୍ତଙ୍କ...
SOA TO SET UP MOLECULAR DIAGNOSTIC AND RESEARCH CENTRE AT SUM HOSPITAL

ସମ୍ ହସ୍ପିଟାଲରେ ବ୍ଲଡ କ୍ୟାନ୍ସର ଚିକିତ୍ସା ପାଇଁ ଖୋଲିବ ରିସର୍ଚ୍ଚ ସେଣ୍ଟର

0
ଖୁବ୍ ଶୀଘ୍ର  ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବ୍ଲଡ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ମଲିକ୍ୟୁଲାର୍ ଡାଏଗ୍ନୋଷ୍ଟିକ୍ ଏବଂ ରିସର୍ଚ୍ଚ ସେଂଟର ଖୋଲାଯିବ। ଏହା ଦ୍ୱାରା ରାଜ୍ୟର ବ୍ଲଡ କ୍ୟାନ୍ସର...

ପିରିୟଡ ବା ଋତୁଚକ୍ର ବିଷୟରେ ଜାଣନ୍ତୁ

0
ଋତୁଚକ୍ର – ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। ଏହା ନାରୀମାନେ ପ୍ରଜନନକ୍ଷମ ହେବା ଦର୍ଶାଇଥାଏ। ଭାରତୀୟ ନାରୀଙ୍କ ଜୀବନର ପ୍ରାୟ ୩୮ ବର୍ଷ ପ୍ରଜନନକ୍ଷମ ହୋଇଥିବା ବେଳେ ଏହି ସମୟରେ ସେ ହାରାହାରି ୪୫୬ ଥର ଋତୁଚକ୍ରର ସାମନା କରିଥାଏ। ନିଜ...
pregnant lady using phone

ଗର୍ଭବତୀ ଅଛନ୍ତି କି? ତେବେ ସ୍ମାର୍ଟଫୋନଠାରୁ ଦୂରେଇ ରୁହନ୍ତୁ

0
ଗର୍ଭବତୀ ମହିଳାଙ୍କ ପାଇଁ ସ୍ମାର୍ଟଫୋନ୍‌ ଘାତକ ସାବ୍ୟସ୍ତ ହୋଇପାରେ। ଏଭଳି କି ଗର୍ଭପାତର ଆଶଙ୍କା ମଧ୍ୟ ଉପୁଜିପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି। ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ବ୍ଲୁଟୁଥ୍‌ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି। ସ୍ମାର୍ଟଫୋନ୍‌ର...
dog bite

କୁକୁର କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଉପଚାର?

0
  ସାରା ପୃଥିବୀରେ ବର୍ଷକୁ ପ୍ରାୟ ୧୦ ନିୟୁତ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ କୁକୁର କାମୁଡ଼ାର ଆଶଙ୍କା ଅଧିକ ରହିଥାଏ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ରହିଥାଏ। ଫଳରେ...
suicide cause

କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଏ?

0
୧୫- ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ...
error: Content is protected !!