ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ

0
ପଲ୍ଲବୀ ସାବତ ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ପେଟକୁ ଥଣ୍ଡା ରଖିଥାଏ। ଆବଶ୍ୟକୀୟ ସାମଗ୍ରୀ ପୋଦିନା ପତ୍ର – ୨୫୦ ଗ୍ରାମ୍‌ତାଳଗୁଡ଼ ମିଶ୍ରିବିଟ୍‌ ଲୁଣ ଚିମୁଟାଏଅଦା ଖଣ୍ଡେଲେମ୍ବୁ ଫାଳେଜୀରାଗୁଣ୍ଡ ଅଳ୍ପ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ପୋଦିନା ପତ୍ରକୁ ଭଲ ଭାବରେ ଧୋଇ ଗ୍ରାଇଣ୍ଡିଂ ଜାର୍‌ରେ...

ଟମାଟୋ ସୁପ୍‌ କେମିତି କରିବେ ପ୍ରସ୍ତୁତ?

0
ପଲ୍ଲବୀ ସାବତ ଟମାଟୋ ଏବଂ ଏଥିରେ ପ୍ରସ୍ତୁତ ସୁପ୍‌ ଦେହ ପାଇଁ ବେଶ୍‌ ହିତକର। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ଥଣ୍ଡା, ଜ୍ୱର ଓ ସାମାନ୍ୟ କାଶ ବେଳେ ଗରମାଗରମ ଟମାଟୋ ସୁପ୍‌ ପିଇଲେ ଉପଶମ ମିଳିଥାଏ। ଆବଶ୍ୟକୀୟ ସାମଗ୍ରୀ ଟମାଟୋ ୭ଟାଖଣ୍ଡେ ଅଦାରସୁଣ ୨ କୋଲାଡାଳଚିନି...

ଛୋଟ ପିଲାଙ୍କ ପାଇଁ ପୁଷ୍ଟିକର ଛତୁଆ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

0
ପଲ୍ଲବୀ ସାବତ ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଛୋଟ ପିଲାଙ୍କୁ ଛତୁଆ ପିଇବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାନ୍ତି। କାରଣ ଏହା ସ୍ୱାସ୍ଥ୍ୟକର ହୋଇଥିବା ସଙ୍ଗେ ସଙ୍ଗେ ପେଟକୁ ଥଣ୍ଡା ରଖିଥାଏ। ଆସନ୍ତୁ ଜାଣିବା ଛତୁଆର ଫାଇଦା ସମ୍ପର୍କରେ। ଆବଶ୍ୟକୀୟ ସାମଗ୍ରୀ ଚୁଡ଼ା – ୧ କିଲୋଗ୍ରାମ୍‌ ଦେଶୀ ବୁଟ – ୨୦୦ ଗ୍ରାମ୍‌ କାଜୁ ବାଦାମ –...

କେମିତି ପ୍ରସ୍ତୁତ କରିବେ କାଢ଼ା?

0
ପଲ୍ଲବୀ ସାବତ କୋଭିଡ୍‌ର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଭୟାନକ ହେଲାଣି। ଏଥିରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ଏଥିପାଇଁ ପ୍ରସ୍ତୁତ କରି ପିଅନ୍ତୁ କାଢ଼ା। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ। ଆବଶ୍ୟକୀୟ ସାମଗ୍ରୀ ପାଣିତାଳଗୁଡ଼ଅଦାଡାଳଚିନ, ଲବଙ୍ଗ, ଗୁଜରାତି ଓ ଗୋଲମରିଚ ଗୁଣ୍ଡଗିଲୋୟର ଡାଳ କାଢ଼ା...

ପୁଷ୍ଟିଶସ୍ୟ ଜହ୍ନା ଲଡ଼ୁ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

0
ଅଧିକ ପଢ଼ନ୍ତୁ: ପୁଷ୍ଟିରେ ଭରପୂର ସୁଆଁ ଇଡିଲି – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତି? ଖାଦ୍ୟରେ ସାମିଲ କରନ୍ତୁ ଜହ୍ନା ଲଡ଼ୁ। ଏହା ଏକ ପ୍ରକାର ପୁଷ୍ଟି ଶସ୍ୟ। ଜହ୍ନାରେ ପ୍ରଚୁର ପରିମାଣର କ୍ୟାଲ୍‌ସିୟମ୍‌ ଓ ଲୌହ ଭରି ରହିଛି, ଯାହା ହାଡ଼କୁ ମଜଭୁତ କରିଥାଏ। ଆବଶ୍ୟକୀୟ ସାମଗ୍ରୀ: ଜହ୍ନା ଚୂନା...

ପୋଷଣରେ ଭରପୂର ଦହି ଭାତ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

0
ଅଧିକ ପଢ଼ନ୍ତୁ: ସୁଆଦିଆ ଓ ସ୍ଵାସ୍ଥ୍ୟକର ମାଣ୍ଡିଆ ପକୁଡ଼ି – ଜାଣନ୍ତୁ, ଏହାର ଫାଇଦା ପୁଷ୍ଟିରେ ଭରପୂର ଚିନ୍ନା ଚାଉଳରେ ପ୍ରସ୍ତୁତ ଦହି ଭାତ। ଚିନ୍ନା ଚାଉଳ (ପ୍ରୋସୋ ମିଲେଟ୍‌) ହେଉଛି ଏକ ପୁଷ୍ଟିଶସ୍ୟ। ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଭରି ରହିଛି। ଚିନ୍ନା ଚାଉଳ ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ...

ଶରୀର ପାଇଁ ହିତ- ନିମ୍ବ ତରକାରି

0
ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ ନିମ୍ବ ପତ୍ରର ଔଷଧୀୟ ଗୁଣ ଯୋଗୁଁ ଆୟୁର୍ବେଦରେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ନିମ୍ବ ପତ୍ରରେ ପ୍ରସ୍ତୁତ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଟମାଟ ସୁପ୍

0
‌ବିଭିନ୍ନ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ଵରରୁ ଶରୀରକୁ ରକ୍ଷା କରିବା ପାଇଁ ସୁଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ। ଏଥିପାଇଁ ନିୟମିତ ସନ୍ତୁଳିତ ଖାଦ୍ୟ ସହିତ ବ୍ୟାୟାମ କରିବା ଜରୁରୀ। ତେବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଖାଦ୍ୟରେ ଟମାଟ ସୁପ୍‌ ସେବନ...

ବ୍ରେକ୍‌ଫାଷ୍ଟ ପାଇଁ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ଓଟ୍ସ ଇଡ୍‌ଲି

0
ଅଧିକ ପଢ଼ନ୍ତୁ: ଓଜନ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ମୁଗ ଡାଲି ସୁପ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ ଦିନର ପ୍ରାରମ୍ଭରେ ଶରୀର ଆବଶ୍ୟକ କରେ ସ୍ୱାସ୍ଥ୍ୟକର ଜଳଖିଆ। ଏହି ସମୟରେ ଆପଣ ଖାଇଥିବା ଖାଦ୍ୟ ଆପଣଙ୍କୁ ପୁରାଦିନ ସତେଜତା ପ୍ରଦାନ କରିଥାଏ। ତେଣୁ ବ୍ରେକଫାଷ୍ଟ ସ୍ୱାଦଯୁକ୍ତ ହେବା ସହ ସ୍ୱାସ୍ଥ୍ୟକର...

ଓଜନ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ମୁଗ ଡାଲି ସୁପ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

0
ଅଧିକ ପଢ଼ନ୍ତୁ: ସ୍ୱାଦ ଓ ପୋଷଣରେ ଭରପୂର ଓଟ୍ସ୍‌ ଉପମା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ ଫାଇବର ଓ ପ୍ରୋଟିନ୍‌ରେ ଭରପୂର ମୁଗଡାଲି। ଏଥିରେ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଥାଏ। ମୁଗଡ଼ାଲି ସହଜ ପାଚ୍ୟ ହୋଇଥିବାରୁ ଏହା ଶୀଘ୍ର ହଜମ ହୋଇଥାଏ। ମୁଗଡାଲିରେ ୩୪୮ କ୍ୟାଲୋରି, ୧.୨ ଫ୍ୟାଟ୍‌,...
error: Content is protected !!