‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତା ରବିବାର ଶୁଣନ୍ତୁ ଅଡିଓ ସିରିଜ୍‌ର ତୃତୀୟ ଅଧ୍ୟାୟ

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ ଗତ...
varsa priyadarshini_kete nua bata

ମହାମାରୀ ସମୟରେ ସହାୟତାର ହାତ ବଢ଼ାନ୍ତୁ, ଅନ୍ୟର ମୁହଁରେ ହସ ଫୁଟାନ୍ତୁ – ବର୍ଷା ପ୍ରିୟଦର୍ଶିନୀ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/fExe3g3Wm_I ‘‘ଆମେ ନିଜେ ସଚେତନ ହେଲେ ଆମ ପରିବାର, ଆମ ସମାଜ ସଚେତନ ହେବ, ଆମ ପୃଥିବୀ କରୋନା ମୁକ୍ତ ହେବ। ତେଣୁ ସମସ୍ତେ କୋଭିଡ ଉପଯୋଗୀ ନିୟମ ପାଳନ୍ତୁ। ମାସ୍କ ପିନ୍ଧନ୍ତୁ, ହାତକୁ ବାରମ୍ବାର ଧୁଅନ୍ତୁ, ଅତି ଜରୁରୀ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ।...

କୋଭିଡ୍‌ ଟିକା ନିଶ୍ଚୟ ନିଅନ୍ତୁ ଓ ଗୁଜବରୁ ଦୂରେଇ ରହନ୍ତୁ – ଅଭିନେତ୍ରୀ ଅର୍ଚ୍ଚିତା ସାହୁ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/QrNRkbOvj2I କୋଭିଡ୍‌ ମହାମାରୀ ଭିତରେ ଦେଢ଼ ବର୍ଷରୁ ଅଧିକ ସମୟ ବିତିଲାଣି। ଏହି ଦେଢ଼ ବର୍ଷ ଭିତରେ ଅନେକଙ୍କ ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିଛି। କିନ୍ତୁ ଏବେ ବି କିଛି ଲୋକ ନିୟମ ମାନୁନାହାନ୍ତି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଗୁଜବ ଉପରେ ବିଶ୍ୱାସ କରୁଛନ୍ତି।...
kete nua bata radio episode

‘କେତେ ନୂଆ ବାଟ ସିଜିନ୍ ୨’- ଭିଡିଓ ସିରିଜର ଦ୍ୱିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/sOIbRGeijVk ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ ଗୋଟିଏ ବର୍ଷରୁ ଅଧିକ ସମୟ ହେଲାଣି, କରୋନା କାଳରେ ରହିଛି ସାରା ପୃଥିବୀ। ପ୍ରଥମ ଓ ଦ୍ୱିତୀୟ...
KNB Video Episode Poster_11th june

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଦେଖନ୍ତୁ ଭିଡିଓ...

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରୀ ସବୁ ବୟସର...
KNB Video Episode Poster_11th june

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରୀ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିଛି। ତେବେ...

କୋଭିଡ୍‌ ଲଢ଼େଇର ସମ୍ମୁଖ ଯୋଦ୍ଧା କିନ୍ନର ପ୍ରିନସେସ୍‌ – ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଯୋଗାଉଛନ୍ତି ସେବା

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/0PdpI418UrU  ରାଉରକେଲା ସହରର ଏକମାତ୍ର କିନ୍ନର ଭାବେ କୋଭିଡ୍‌ ଲଢ଼େଇରେ ସାମିଲ ହୋଇଛନ୍ତି ପ୍ରିନସେସ୍‌। କୋଭିଡ୍‌ ମହାମାରୀ ପାଇଁ ସବୁଠି ହା ହା କାର ପରିସ୍ଥିତି। ଏହି ଅଦୃଶ୍ୟ ଭୂତାଣୁ ଡରରେ ପାଖ ମାଡ଼ୁ ନାହାଁନ୍ତି ସାହି ପଡ଼ିଶା, ବନ୍ଧୁ ବାନ୍ଧବ। ସଂକ୍ରମଣ ଡର ଆଗରେ ସମ୍ପର୍କ ତୁଚ୍ଛ...

ଘରେ ରହି ବ୍ୟାୟାମ କରନ୍ତୁ, ନିଜକୁ ଫିଟ୍ ରଖନ୍ତୁ – ହକି ଖେଳାଳି ଅମିତ ରୋହିଦାଶ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/yoM1RXk6m8M କେତେ ନୂଆ ବାଟ ମିଡିଆ କ୍ୟାମ୍ପେନରେ ଯୋଗ ଦେଇ ଭାରତୀୟ ହକି ଖେଳାଳି ଅମିତ ରୋହିଦାଶ କୋଭିଡ୍‌ରୁ କିପରି ସୁରକ୍ଷିତ ରହିବା ଏବଂ ଏହି ସମୟରେ ନିଜକୁ କିଭଳି ପ୍ରସ୍ତୁତ କରିବା ସେନେଇ ନିଜ ବାର୍ତ୍ତା ଦେଇଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହୁଛନ୍ତି। ‘‘କୋଭିଡ୍‌ ମହାମାରୀ...

‘‘କୋଭିଡ୍ ନିୟମ ପାଳନ୍ତୁ, ସୁରକ୍ଷିତ ରହନ୍ତୁ’’

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/tXI96t-30oE ‘‘କରୋନା ମହାମାରୀ ପାଇଁ ଆମେ ସମସ୍ତେ ଘରେ ରହିଛୁ। ଭାଇ ଭଉଣୀମାନଙ୍କ ସହ ସମୟ ବିତାଉଛୁ। ଘରୁ ବାହାରକୁ ଯିବା ବେଳେ ମାସ୍କ ବ୍ୟବହାର କରୁଛୁ ଏବଂ ଘରକୁ ଆସିଲେ ୨୦ ସେକେଣ୍ଡ ଯାଏଁ ହ୍ୟାଣ୍ଡୱାସ୍‌ରେ ହାତ ଧୋଉଛୁ। ଆମ ସାହି ପଡ଼ିଶା ଏବଂ ଗାଁରେ...
5th june radio episode card

‘କେତେ ନୂଆ ବାଟ ସିଜିନ ୨’ – ଭିଡିଓ ସିରିଜର ପ୍ରଥମ ଅଧ୍ୟାୟ ‘କୋଭିଡ ବିରୋଧରେ ଏକାଠି...

0
https://youtu.be/5qlu-Xk7d68 ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନନଲେଜ୍‌ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ବିରୋଧରେ ଏକାଠି ଲଢ଼ିବା’ ଜୁନ୍ ୫ ଶନିବାର ମଧ୍ୟାହ୍ନ ୧୨.୩୦ରେ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ସାରା ବିଶ୍ୱ...
error: Content is protected !!