care hospital

ଭୁବନେଶ୍ୱର କେୟାର ହସ୍ପିଟାଲରେ ଏଣିକି ହୋଇପାରିବ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ

0
କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହାକୁ ଖ୍ୟାତିସମ୍ପନ୍ନ ହୃଦ୍‌ ଓ ଫୁସ୍‌ଫୁସ୍‌ ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର କେ ଆର୍‌ ବାଲକ୍ରିଷ୍ଣନ ଶୁଭାରମ୍ଭ କରିଥିଲେ। ମେଡିକାଲ ଡାଇରେକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, କେୟାର ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...
hand sanitizer

ହ୍ୟାଣ୍ଡ ସାନିଟାଇଜର କେତେ ସୁରକ୍ଷିତ?

0
ଆଜିକାଲି ହାତଧୋଇବା ପାଇଁ ସାବୁନ ବଦଳରେ ଲୋକମାନେ ସାନିଟାଇଜର ବ୍ୟବହାର କରୁଛନ୍ତି। ସାନିଟାଇଜର କୀଟାଣୁକୁ ହାତରୁ ବାହାର କରିବା ସହିତ ହାତରେ ଏକ ହାଲକା ସୁଗନ୍ଧ ମଧ୍ୟ ରହିଯାଏ। ତେବେ ଏହାକୁ ବାରମ୍ବାର ବ୍ୟବହାର କଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। -ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ ନାମକ ଏକ...
cancer cells

କାହିଁକି ହୁଏ କ୍ୟାନ୍ସର? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସରୋଜ ଦାସ

0
କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି। ଅଧିକାଂଶ ଲୋକ ଏହି କର୍କଟ ରୋଗରେ ପ୍ରାଣ ହରାଉଥିବାରୁ ଏବେ ଚିନ୍ତା ବଢ଼ିଛି। କର୍କଟ ରୋଗ କାହିଁକି ହୁଏ ଏବଂ କେଉଁ ବର୍ଗର ଲୋକଙ୍କୁ ଏହା ଆକ୍ରାନ୍ତ କରେ ସେ ସମ୍ପର୍କରେ...
eye care

ଦୃଷ୍ଟିହୀନତା: କାରଣ ଓ ନିରାକରଣ

0
ମୁଖ୍ୟ ବିଷୟଗୁଡ଼ିକ ସାରା ବିଶ୍ୱରେ ୧.୩ ଶହ ନିୟୁତ ବ୍ୟକ୍ତି କୌଣସି ପ୍ରକାରର ଦୃଷ୍ଟିଶକ୍ତି ସମସ୍ୟା ସହିତ ବଞ୍ଚୁଛନ୍ତି। ଦୂର ଦୃଷ୍ଟି, ନିକଟ ଦୃଷ୍ଟି, ଅନ୍ୟାନ୍ୟ ଚକ୍ଷୁ ରୋଗ ଓ ଦୃଷ୍ଟିହୀନତା ଏହାର ଅନ୍ତର୍ଭୁକ୍ତ। ସାରା ବିଶ୍ୱରେ ପ୍ରାୟ ୩୬ ନିୟୁତ ଦୃଷ୍ଟିହୀନ ବ୍ୟକ୍ତି ରହିଛନ୍ତି। ପ୍ରାୟ...
child

ପିଲାଙ୍କ ମୋଟାପାକୁ ଏଭଳି କରନ୍ତୁ ନିୟନ୍ତ୍ରିତ

0
ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ସ୍ନାକ୍ସ, ଜଙ୍କଫୁଡ୍, ଅଧିକ ମିଠା ଖାଇବା ଯୋଗୁ ଆଜିକାଲି ଛୋଟ ପିଲାମାନେ ମୋଟାପା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରିତ କରିବେ ଜାଣନ୍ତୁ। ଅଧିକାଂଶ ସମୟରେ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍, କାର୍ଟୁନ୍ ଦେଖିବା, ଖେଳନାରେ ଖେଳିବା...
teacher

ହୁଅନ୍ତୁ ପିଲାର ପରୀକ୍ଷା ଗାଇଡ୍

0
ଅଧିକାଂଶ ସମୟରେ ପରୀକ୍ଷାକୁ ନେଇ ପିଲାମାନଙ୍କ ମନରେ ଏକ ଅଜଣା ଭୟ ରହିଥାଏ। ଏପରିସ୍ଥଳେ ବାପା ମା’ ଓ ଶିକ୍ଷକମାନଙ୍କର ଦାୟିତ୍ୱ ହେଲା ସେମାନଙ୍କ ମନରୁ ଏହି ଅଜଣା ଭୟ ଦୂର କରିବା ଲାଗି ଉଦ୍ୟମ କରିବା। ଏହି ନକରାତ୍ମକ ଚିନ୍ତାଧାରାର ପ୍ରଭାବ ଯେପରି ସେମାନଙ୍କ ଉପରେ...
Asian Institute of Public Health (AIPH) University, Bhubaneswar

ପବ୍ଲିକ୍ ହେଲ୍‌ଥ ବିଷୟରେ ଅତ୍ୟାଧୁନିକ ପାଠ୍ୟକ୍ରମ ଓ ଗବେଷଣା ଲାଗି ଓଡ଼ିଶାରେ ବିଶ୍ୱବିଦ୍ୟାଳୟ

0
ଭୁବନେଶ୍ୱରସ୍ଥିତ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ ୟୁନିଭର୍ସିଟି ଜନସ୍ୱାସ୍ଥ୍ୟ ବିଷୟରେ ଶିକ୍ଷାଦାନ ଲାଗି ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ପିଏଚଡି, ମାଷ୍ଟର ଏବଂ ଅଣ୍ଡର ଗ୍ରାଜୁଏଟ୍ ତଥା ଏମବିଏ ଓ ବିବିଏ ପାଠ୍ୟକ୍ରମ ଆଜିର ଦିନରେ ଚିକିତ୍ସା ସେବା କ୍ଷେତ୍ରରେ ନୂଆ ନୂଆ ଆହ୍ୱାନ ଦେଖିବାକୁ...
swasthya.plus

‘ସ୍ୱାସ୍ଥ୍ୟ ଡଟ୍ ପ୍ଲସ୍’- ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍

1
ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପାଇଁ ସବୁଠାରୁ ବଡ଼ ଖବର ହୋଇଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖିବା। ସେହିପରି ବିଭିନ୍ନ ରୋଗର ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ଏବଂ ଆବଶ୍ୟକ ସମୟରେ ଉଚିତ୍ ସ୍ୱାସ୍ଥ୍ୟ ସେବା ପାଇପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟକୁ...
loneliness

କାହିଁକି ଯୁବପିଢ଼ି ଏକୁଟିଆପଣର ଶିକାର ହୋଇଥାନ୍ତି?

0
-୨୩ରୁ ୩୫ ବର୍ଷୀୟ ଯୁବକମାନେ ଅଧିକ ଏକୁଟିଆ -୪୪,୦୦୦ ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ନିକଟରେ ବିବିସି ଦ୍ୱାରା ସାରା ବିଶ୍ୱରେ ୪୪,୦୦୦ ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଆଜିକାଲି ଯୁବପିଢ଼ି ସବୁଠୁ ଅଧିକ ଏକୁଟିଆପଣର ଶିକାର ହେଉଛନ୍ତି। ବିଶେଷକରି ୨୩ରୁ ୩୫ ବର୍ଷୀୟ...
breast cancer effects

ସାବଧାନ! ଏହା ସ୍ତନ କର୍କଟର ଲକ୍ଷଣ ହୋଇପାରେ

0
ମହିଳାଙ୍କୁ ହେଉଥିବା କର୍କଟ ରୋଗ ମଧ୍ୟରୁ ସ୍ତନ କର୍କଟ ଖୁବ୍ ସାଧାରଣ। ଭାରତରେ ସବୁଠୁ ଅଧିକ ମହିଳା ଏହି ରୋଗର ଶିକାର ହେଉଛନ୍ତି। ଏକ ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରୁ ଜଣେ ସ୍ତନ କର୍କଟରେ ପୀଡ଼ିତ ହେଉଛନ୍ତି। ପରିବାରରେ ପୂର୍ବରୁ କାହାକୁ...
error: Content is protected !!