child

ପିଲାଙ୍କ ମୋଟାପାକୁ ଏଭଳି କରନ୍ତୁ ନିୟନ୍ତ୍ରିତ

0
ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ସ୍ନାକ୍ସ, ଜଙ୍କଫୁଡ୍, ଅଧିକ ମିଠା ଖାଇବା ଯୋଗୁ ଆଜିକାଲି ଛୋଟ ପିଲାମାନେ ମୋଟାପା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରିତ କରିବେ ଜାଣନ୍ତୁ। ଅଧିକାଂଶ ସମୟରେ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍, କାର୍ଟୁନ୍ ଦେଖିବା, ଖେଳନାରେ ଖେଳିବା...
eye care

କେମିତି ରଖିବେ ନିଜ ଆଖିକୁ ସମ୍ପୂର୍ଣ୍ଣ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ଚକ୍ଷୁରୋଗ ବିଶେଷଜ୍ଞ ଶ୍ରୀକାନ୍ତ କୁମାର ସାହୁ  

0
ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଯତ୍ନ ନେବା ନିହାତି ଆବଶ୍ୟକ। ଆମେ ଯଦି ଆମ ଆଖିର ସଠିକ୍‌ ଭାବେ ଯତ୍ନ ନେବା, ତେବେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ଏଡ଼ାଇ ପାରିବା। ଆସନ୍ତୁ, ଭୁବନେଶ୍ୱରସ୍ଥିତ ଏଲ୍. ଭି. ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନର ଚକ୍ଷୁ ରୋଗ...

ସୁସ୍ଥ ରହିବା ପାଇଁ ନିୟମିତ ଖାଆନ୍ତୁ ଚିନାବାଦାମ

0
ଚିନାବାଦମକୁ ସାଧାରଣତଃ ଟାଇମ୍‌ପାସ୍‌ ଖାଦ୍ୟ ବୋଲି କୁହାଯାଏ। କୁଆଡେ ବୁଲିଗଲେ, ସିନେମା ଦେଖିଗଲେ, ବସ୍‌ ବା ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲୋକମାନେ ସାଧାରଣତଃ ଚିନାବାଦମ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଚିନାବାଦାମ ଖାଇଲେ ଶରୀରକୁ ବେଶ୍‌ ଫାଇଦା ମିଳିଥାଏ। କାରଣ ଏଥିରେ ପ୍ରୋଟିନ୍‌ ସହ ଭିଟାମିନ୍‌ ଏ, ବି,...
are you worried about child height

ପିଲାଙ୍କ ଉଚ୍ଚତା ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି କି?

0
ବୟସ ବଢିବା ସହିତ ଯଦି ଆପଣଙ୍କ ପିଲାଙ୍କ ଉଚ୍ଚତା ବଢୁନି, ତେବେ ନିମ୍ନ ଲିଖିତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ପିଲାଙ୍କ ଉଚ୍ଚତା ବୃଦ୍ଧି ପାଇଁ ଯେଉଁସବୁ କାରକ ଦାୟୀ, ସେ ମଧ୍ୟରୁ ୬୦ ରୁ ୮୦ ପ୍ରତିଶତ ଅନୁବଂଶୀୟ କାରକ ହୋଇଥିବା ବେଳେ ବାକି ପୋଷକ ତତ୍ତ୍ୱ,...
suicide

ଜାଣନ୍ତୁ, କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଏ?

0
୧୫– ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ ପରିଲକ୍ଷିତ ହୋଇଥାଏ। ଏହି ସମୟରେ ପିତାମାତା, ସ୍କୁଲ୍‌ରେ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ସମଗ୍ର ସମାଜ...
care hospital

ଭୁବନେଶ୍ୱର କେୟାର ହସ୍ପିଟାଲରେ ଏଣିକି ହୋଇପାରିବ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ

0
କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହାକୁ ଖ୍ୟାତିସମ୍ପନ୍ନ ହୃଦ୍‌ ଓ ଫୁସ୍‌ଫୁସ୍‌ ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର କେ ଆର୍‌ ବାଲକ୍ରିଷ୍ଣନ ଶୁଭାରମ୍ଭ କରିଥିଲେ। ମେଡିକାଲ ଡାଇରେକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, କେୟାର ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...
multitasking

ମହିଳାଙ୍କ ପାଇଁ କ୍ଷତିକାରକ ହୋଇପାରେ ମଲ୍ଟିଟାସ୍କିଂ

0
ଗୋଟିଏ ହାତରେ ଫୋନ୍, ଆର ହାତରେ ବେଲଣା, ଅନ୍ୟପଟେ କମ୍ପ୍ୟୁଟରରେ କାମ କରୁଥିବା ସମୟରେ ବି ମୋବାଇଲରେ କାହାକୁ ମେସେଜ୍ କରିବା, ପିଲାଙ୍କୁ ପଢ଼ାଇବା ସମୟରେ ଅଫିସ ପାଇଁ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିବା ଇତ୍ୟାଦି ଆଜିକାଲି କର୍ମଜୀବୀ ମହିଳାଙ୍କର କାହାଣୀ ପାଲଟିଯାଇଛି। ତେଣୁ ସେମାନଙ୍କୁ ସୁପରୱମେନ ବୋଲି...
General Featured Image for Kete Nua Bata

କରୋନାର ଦ୍ୱିତୀୟ ଲହରୀ ବେଳେ ସଚେତନତା ପାଇଁ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ କୋଭିଡ୍‌ ସଚେତନତା ପାଇଁ ୩ ମାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜନ ୨’ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନକୋଭିଡ୍‌ ସମୟରେ ପିଲାଙ୍କ କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ିଙ୍କ ଉପରେ ଗୁରୁତ୍ୱନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି ‘ମୋ କଲେଜ’କୋଭିଡ୍‌...
suicide

ଛାତ୍ରଙ୍କ ଭିତରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା

0
ଶେଖ ଫରିଦ୍ଉଦ୍ଦିନ ଭୁବନେଶ୍ୱର ପରି ସଚେତନ ଓ ସଂସ୍କୃତି ସମ୍ପନ୍ନ ମହାନଗରୀରେ ଜଣେ ଛାତ୍ର ମୋବାଇଲ ଫୋନ ବ୍ୟବହାର ସହ ପରିବାରର ଆକଟ ଘଟଣାକୁ ନେଇ ଅଭାବନୀୟ ଭାବେ ଜୀବନ ହାରି ଦେଇଛି। ପିଲାଟିର ଜୀବନକୁ ନେଇ ବାପାମାଆଙ୍କ ଯେଉଁ ସ୍ୱପ୍ନ ଥିଲା ସେ ସବୁ ଧୂଳିରେ ମିଶିଯାଇଛି।...
KNB Season Three Thumbnails

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜର ତୃତୀୟ ଅଧ୍ୟାୟ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/BV5R0LiDU8o ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ ଗତ ଦେଢ଼...
error: Content is protected !!