ଗ୍ୟାଷ୍ଟ୍ରିକ୍‌ ସମସ୍ୟା – କେମିତି ପାଇବେ ମୁକ୍ତି?

0
https://youtu.be/HBLmuPuviEs ଗ୍ୟାସ୍‌ ସମସ୍ୟା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ ଏହା ସବୁ ବୟସର ଲୋକଙ୍କଠାରେ ଦେଖିବାକୁ ମିଳୁଛି। ହେଲେ କାହିଁକି ଚିନ୍ତାର ବିଷୟ ଗ୍ୟାସ୍‌ ସମସ୍ୟା? ଏନେଇ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ୍‌ କୁମାର ପତିଙ୍କଠାରୁ ଅଧିକ ଜାଣନ୍ତୁ। ଗ୍ୟାସ୍ - କାହିଁକି ଚିନ୍ତାର ବିଷୟ?ଗ୍ୟାସ୍...

ଗ୍ୟାସ୍‌ ଓ ଏସିଡିଟିରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/serJf559SQQ ବର୍ତ୍ତମାନ ସମୟରେ ଗ୍ୟାସ୍‌ ଓ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ତେବେ କେମିତି ଗ୍ୟାସ ଓ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବେ? ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଗ୍ୟାସ୍‌ ଓ ଏସିଡିଟିର ଲକ୍ଷଣଗ୍ୟାସ୍‌ ଓ...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

0
https://youtu.be/2v_rXp8muPo ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ। କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବେ କିପରି?ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ...
insomnia

ରାତିରେ ନିଦ ନ ହେବାର କାରଣ କ’ଣ?

0
https://youtu.be/5xopL7pjsVk ନିଦ୍ରାହୀନତାର କାରଣ ଓ ଏହାର ଉପଚାରକୁ ନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆଜିକାଲି କାମର ଚାପ ବଢ଼ିବା ସହିତ ଅନେକ ଲୋକ ନିଦ୍ରାହୀନତା ଜନିତ ସମସ୍ୟାର ସାମ୍ନା କରୁଛନ୍ତି। ପୂର୍ବରୁ ବୟସ୍କ ଲୋକମାନେ ଏହାର ଶିକାର...

କୋଭିଡ୍‌ ବେଳେ ଡାଏବେଟିସ୍‌ ରୋଗୀ କ’ଣ ଖାଇବେ?

0
https://youtu.be/3bYXDGZEr0I ଆସନ୍ତୁ ଜାଣିବା କୋଭିଡ୍‌ ବେଳେ ମଧୁମେହ ରୋଗୀଙ୍କ ଖାଦ୍ୟପେୟ କେମିତି ହେବା ଆବଶ୍ୟକ। ଏନେଇ ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କ ପରାମର୍ଶ। କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଥିବା ବେଳେ ଅନ୍ୟ ସବୁ ସମସ୍ୟା...

ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?

0
https://youtu.be/_QFwcmlHx6s କେମିତି ବଢ଼ାଇବେ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?କ’ଣ ଖାଇବେ ନାହିଁ?କୋଭିଡ୍ ସମୟରେ ପିଲାଙ୍କର ମାନସିକ ସ୍ଵାସ୍ଥ୍ୟବାପା ମା’ଙ୍କ କର୍ତ୍ତବ୍ୟ କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ...

ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବେ?

0
https://www.youtube.com/embed/xFZJX9KH4Fc ଆର୍ଥ୍ରାଇଟିସ୍ ରୋଗୀ ସୁସ୍ଥ ରହିବା ପାଇଁ କ'ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଆର୍ଥ୍ରାଇଟିସ୍ ରୋଗୀ କ'ଣ ଖାଇବା ଉଚିତ ଏବଂ କ'ଣ ଖାଇବା ଉଚିତ ନୁହେଁ, ସେନେଇ ଆମ ସମାଜରେ ବିଭିନ୍ନ ଭ୍ରାନ୍ତ ଧାରଣା...
dr sibani_physiotherapy

ମାଂସପେଶୀ ଓ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଫିଜିଓଥେରାପି

0
https://youtu.be/cUwEEF2enGI ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ଫିଜିଓଥେରାପି। ଜାଣନ୍ତୁ, ଫିଜିଓଥେରାପିଷ୍ଟ୍ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ପରାମର୍ଶ। ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ର କାର୍ଯ୍ୟକ୍ଷମତା କେମିତି ବଢ଼ିବ?ମାଂସପେଶୀ ଏବଂ ଗଣ୍ଠି ବ୍ୟଥାବିଭିନ୍ନ ବୟସର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟାୟାମଗଣ୍ଠି ବ୍ୟଥା ସମସ୍ୟା ଓ ଏହାର ନିରାକରଣଗର୍ଭବତୀ ମହିଳାଙ୍କ ପାଇଁ ବ୍ୟାୟାମ ଶ୍ୱାସନଳୀ...

କାନ୍ଧ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/6kcELOQJGaM ଅଧିକ ପଢ଼ନ୍ତୁ: ମାଂସପେଶୀ ଏବଂ ଆଣ୍ଠୁଗଣ୍ଠି ସମସ୍ୟାର ଉପଚାର ପାଇଁ ଆପଣାନ୍ତୁ ଫିଜିଓଥେରାପି ଫ୍ରୋଜେନ୍ ସୋଲଡର କାହିଁକି ହୁଏ? ଏଥିରୁ କେମିତି ମୁକ୍ତି ପାଇବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଲେଙ୍କା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଫ୍ରୋଜେନ୍ ସୋଲଡର କ’ଣ?ଫ୍ରୋଜେନ୍ ସୋଲଡରର ଲକ୍ଷଣଫ୍ରୋଜେନ୍ ସୋଲଡରର ଆଶଙ୍କା...

୪୦ ବର୍ଷ ବୟସ ପୂର୍ବରୁ ବି ହୋଇପାରେ ଚାଳିଶିଆ

0
https://www.youtube.com/embed/NLQjTAqPv0k ଚାଳିଶିଆ ହେଲେ କ’ଣ ଅସୁବିଧା ହୁଏ? ଏହାର ଚିକିତ୍ସା କେମିତି କରାଯାଏ? ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଚାଳିଶିଆ କ’ଣ?ଚାଳିଶିଆର ଲକ୍ଷଣ ସବୁ କ’ଣ?କେଉଁ ବୟସରେ ଦେଖାଯାଏ ଚାଳିଶିଆ?ଚାଳିଶିଆ ଚିକିତ୍ସା କେମିତି ହୁଏ?ଚାଳିଶିଆକୁ ରୋକି ପାରିବା କି?୪୦ ବର୍ଷ ବୟସ ପରେ...
error: Content is protected !!