ପିଲାଙ୍କର ମୋଟାପଣ ଦୂର କରିବାକୁ କ’ଣ କରିବେ?

0
https://www.youtube.com/embed/tRsWbjPRkLY ଛୋଟ ବେଳେ ପିଲା ମୋଟା ଥିଲେ ଅଭିଭାବକମାନେ ଡଉଲଡାଉଲ କହିଥାଆନ୍ତି। ହେଲେ ଏହି ମୋଟାପଣ ଧୀରେ ଧୀରେ ବିଭିନ୍ନ ରୋଗକୁ ଡାକିଆଣେ। ଛୁଆଙ୍କଠାରେ ମୋଟାପଣର କାରଣ କ’ଣ? ମେଦ ବହୁଳତା ଯୋଗୁଁ କେଉଁ କେଉଁ ସମସ୍ୟା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର...

ରକ୍ତହୀନତା- କିପରି କରିବେ ଦୂର?

0
https://www.youtube.com/embed/ZmBgMmBRY-A ରକ୍ତହୀନତାର କାରଣଗର୍ଭାବସ୍ଥାରେ ରକ୍ତହୀନତାର ଲକ୍ଷଣରକ୍ତହୀନତାକୁ ଚିହ୍ନିବେ କିପରି?ଗର୍ଭାବସ୍ଥାରେ ରକ୍ତହୀନତା ମା’ ଓ ଶିଶୁ ପାଇଁ କ୍ଷତିକାରକଆନିମିଆର ଚିକିତ୍ସାଗର୍ଭାବସ୍ଥାରେ ଯତ୍ନବାନ ହୁଅନ୍ତୁ ରକ୍ତହୀନତାର କାରଣ କ’ଣ? ଗର୍ଭାବସ୍ଥାରେ ରକ୍ତର ଅଭାବ ମା’ ଓ ଶିଶୁ ପାଇଁ କେତେ କ୍ଷତିକାରକ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର...
dr subhransu sekhar jena

ନ୍ୟୁରୋପାଥୀ ରୋଗର କାରଣ କ’ଣ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/8ojB0ZXZFLQ ନ୍ୟୁରୋପାଥୀ ହେବାର କାରଣ ସବୁ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା। ନ୍ୟୁରୋପାଥୀ ରୋଗର କାରଣନ୍ୟୁରୋପାଥୀ ରୋଗର ଲକ୍ଷଣନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟାନ୍ୟୁରୋପାଥୀର ପରୀକ୍ଷଣନ୍ୟୁରୋପାଥୀର ଚିକିତ୍ସାକ’ଣ ସତର୍କତା ଅବଲମ୍ବନ କରିବେ? ଆମ...
Dr Palash Das on Thalassemia

କେମିତି ରୋକିବା ଥାଲାସେମିଆ ରୋଗ?

0
https://www.youtube.com/embed/O4IbNyZYiTo ଥାଲାସେମିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ କେମିତି ଏହାକୁ ରୋକିହେବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସଙ୍କଠାରୁ ଜାଣିବା। ଥାଲାସେମିଆ ଏକ ସାଙ୍ଘାତିକ ରୋଗ। ଜନ୍ମରୁ ଶିଶୁଟିଏ ଏହି ରୋଗକୁ ସାଙ୍ଗରେ ନେଇ ଆସିଥାଏ। ଏହି ରୋଗକୁ ଠିକ୍‌ ସମୟରେ ଚିହ୍ନିବା ଏବଂ ଚିକିତ୍ସା...
love marriage

ପ୍ରେମ ସବୁଦିନ ରହିବ କେମିତି?

0
https://www.youtube.com/embed/IbUvMKJnixY ପ୍ରେମ ବିବାହ କରି ବି ଝଗଡ଼ା ହେଉଛି କି? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଅଧିକ ଜାଣନ୍ତୁ। ପ୍ରେମ ହେଲେ ଜଣେ ଶହେ ଜଣଙ୍କ ମଧ୍ୟରୁ ଜଣେ ପୁଅ କିମ୍ବା ଝିଅ ପ୍ରତି ଆକର୍ଷିତ ହୋଇଥାଏ। ତେବେ ସମସ୍ତଙ୍କ ମନକୁ ପ୍ରଶ୍ନ ଆସେ...

ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ ଫର୍ମୁଲା

0
https://www.youtube.com/embed/rhrnfKvbPro ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସଙ୍କଠାରୁ ଆସନ୍ତୁ ଜାଣିବା ୪ଟି ଟିପ୍ସ। ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ। ରକ୍ତରେ ଶର୍କରା ପରିମାଣ ଆବଶ୍ୟକତାଠାରୁ ଅଧିକା ହେଲେ, ତାକୁ ଡାଏବେଟିସ୍‌ ବା ମଧୁମେହ ବୋଲି କହିଥାଉ। ଆମ ଶରୀରରେ ଅଗ୍ନାଶୟ ଗ୍ରନ୍ଥି ରହିଛି। ସେହି ଗ୍ରନ୍ଥିରେ ବିଟା-ଜୀବକୋଷ ରହିଛି ଏଥିରୁ ଇନ୍‌ସୁଲିନ୍‌ ନାମକ ହରମୋନ୍‌ ବା ଜୀବରସ ଝରିଥାଏ। କୌଣସି କାରଣରୁ ଇନ୍‌ସୁଲିନ୍‌ କମ୍‌ କ୍ଷରଣ ହେଲେ ବା କୌଣସି କାରଣରୁ ଇନ୍‌ସୁଲିନ୍‌ ଠିକ୍‌ ଭାବରେ କାମ କରୁନଥିଲେ,ତେବେ ଡାଏବେଟିସ୍‌ ବା ମଧୁମେହ ରୋଗ ହୋଇଥାଏ। କେବଳ ଚିନି ଖାଇବା ଦ୍ୱାରା ଡାଏବେଟିସ୍‌ ହୋଇନଥାଏ ସାଧାରଣ ଲୋକଙ୍କ ମନରେ ଭ୍ରମ ଥାଏ ଯେ ଚିନି ବା ମିଠା ଖାଇଲେ ଡାଏବେଟିସ୍‌ ହୋଇଥାଏ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ବେଶୀ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଏହା ଶରୀରରେ ସ୍ନେହସାର ରୂପେ ଜମା...

ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବେ?

0
https://www.youtube.com/embed/xFZJX9KH4Fc ଆର୍ଥ୍ରାଇଟିସ୍ ରୋଗୀ ସୁସ୍ଥ ରହିବା ପାଇଁ କ'ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଆର୍ଥ୍ରାଇଟିସ୍ ରୋଗୀ କ'ଣ ଖାଇବା ଉଚିତ ଏବଂ କ'ଣ ଖାଇବା ଉଚିତ ନୁହେଁ, ସେନେଇ ଆମ ସମାଜରେ ବିଭିନ୍ନ ଭ୍ରାନ୍ତ ଧାରଣା...
parkinsons

କମ୍ପବାତ ରୋଗ କ’ଣ?

0
https://www.youtube.com/embed/3BfmtNbLgXo କମ୍ପବାତ ବା ପାର୍କିନ୍‌ସନ୍ ରୋଗର କାରଣ କ’ଣ? ଏନେଇ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଅମିତାଭ ରଥ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ପାର୍କିନ୍‌ସନ୍ ରୋଗ ବା କମ୍ପବାତ ହେଉଛି ଏକ ସ୍ନାୟୁଗତ ସମସ୍ୟା। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ରୋଗର ଶିକାର ହୋଇପାରନ୍ତି। ମସ୍ତିଷ୍କରେ ଥିବା...

ବୟସ ଅନୁଯାୟୀ ଶିଶୁର ବିକାଶରେ ସମସ୍ୟା ହେଲେ କ’ଣ କରିବେ?

0
https://www.youtube.com/embed/bcYoFGbgqzA ବୟସ ଅନୁଯାୟୀ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ଅସୁବିଧା ହେବା ଏକ ସ୍ୱାସ୍ଥ୍ୟ ସମସ୍ୟା। କିଭଳି ଏହି ସମସ୍ୟାର ଚିକିତ୍ସା କରାଯିବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଆସନ୍ତୁ ଜାଣିବା। ବୟସ ଅନୁଯାୟୀ ଶିଶୁର ବିକାଶ ହୋଇଥାଏ। ଯେପରିକି, ଦେଢ଼ ମାସ...

କାହିଁକି ହୁଏ ଆସ୍ଥମା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/embed/Ozxqzj__WSE ଆସ୍ଥମା ରୋଗକୁ ଚିହ୍ନିବେ କେମିତି? ଏହାକୁ ରୋକିବା ପାଇଁ କ’ଣ କରିବା ଦରକାର? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା। ଆସ୍ଥମା ହେଉଛି ଶ୍ୱାସନଳୀ ପ୍ରଦାହ ଜନିତ ରୋଗ। ଶ୍ୱାସନଳୀ ଭିତରେ ପ୍ରଦାହ ହେବା ଦ୍ୱାରା ଆସ୍ଥମା ହୋଇଥାଏ। ଶ୍ୱାସନଳୀର...
error: Content is protected !!