high blood pressure

ହାଇ ବ୍ଲଡ୍‌ପ୍ରେସରକୁ କେମିତି କରିବେ ନିୟନ୍ତ୍ରଣ? ଜାଣନ୍ତୁ ଡାକ୍ତର ବିନୟ ଭୂଷଣ ବିଣାକାରଙ୍କ ପରାମର୍ଶ

0
https://www.youtube.com/watch?v=n6B1drQNmlQ କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା? ଏହାକୁ ନେଇ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ କ’ଣ?ଉଚ୍ଚ ରକ୍ତଚାପର କାରଣ ଓ ଲକ୍ଷଣଉଚ୍ଚ ରକ୍ତଚାପର ଜଟିଳତାଉଚ୍ଚ ରକ୍ତଚାପକୁ କେମିତି କରିବେ ନିୟନ୍ତ୍ରଣ?ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ?ସୁସ୍ଥ ହୃଦୟ ପାଇଁ ଡାକ୍ତରଙ୍କ ଟିପ୍ସ ଆମ ଶରୀରରେ ରକ୍ତ ସଞ୍ଚାଳନ ହେବା ପାଇଁ ହୃତପିଣ୍ଡରେ ରକ୍ତଚାପ ସୃଷ୍ଟି ହୋଇଥାଏ। ଶରୀରର କାର୍ଯ୍ୟ ଅନୁଯାୟୀ ଏହା ବଢ଼େ ଏବଂ କମେ। ତେବେ ଏହି ରକ୍ତଚାପ ଯଦି ବଢ଼ିବା ଅବସ୍ଥାରେ ରହିଯାଏ, ତେବେ ଏହା...
drinking alcohol

ମଦ ପିଇବାର ଇଛାକୁ କେମିତି କରିବେ ନିୟନ୍ତ୍ରଣ?

0
ଗୀତା ଦାସ ମଦ ଅଭ୍ୟାସରେ ପଡ଼ିଲେ ଶେଷରେ ଲାଳସାରେ ପରିଣତ ହୋଇଯାଏ।  ପୂର୍ବରୁ ଆମେ ଜାଣୁ ଯେ ମଦ୍ୟପାୟୀର ମଦ ପିଇବା ଲାଳସାର ପ୍ରଧାନ କାରଣ ହେଲା ଶାରୀରିକ। ରକ୍ତରେ ଶର୍କରାର ପରିମାଣ ସମାନ ଅବସ୍ଥାରେ ନ ରହିଲେ ତା’ର ମଦ ପିଇବାର ଇଚ୍ଛା ବହୁତ ବଢ଼ିଯାଏ। ସେଥିଲାଗି ଉପଯୁକ୍ତ ଖାଦ୍ୟ ଖାଇବା...
calory

କେଉଁ ଖାଦ୍ୟରୁ କେତେ କ୍ୟାଲୋରି ମିଳେ ଜାଣନ୍ତୁ

0
ମଣିଷ ବଞ୍ଚିବା ପାଇଁ କ୍ୟାଲୋରିର ଆବଶ୍ୟକତା ରହିଛି। କ୍ୟାଲୋରି ମଣିଷ ଶରୀରକୁ ଶକ୍ତି ଯୋଗାଇଥାଏ ଫଳରେ ମଣିଷ କାମ କରିବାରେ ସକ୍ଷମ ହୋଇପାରେ। ଦୈନିକ ଗ୍ରହଣ କରୁଥିବା ଖାଦ୍ୟ ଓ ପାନୀୟରୁ ଶରୀରକୁ କ୍ୟାଲୋରି ମିଳିଥାଏ। ବିଭିନ୍ନ ଖାଦ୍ୟରୁ ଭିନ୍ନ ଭିନ୍ନ ପରିମାଣର କ୍ୟାଲୋରି ମିଳିଥାଏ। ୧ ଗ୍ରାମ୍‌...
kidney stone

ଜାଣନ୍ତୁ ସୁସ୍ଥ କିଡ୍‌ନି ପାଇଁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/watch?v=Dr0zMo2QrYc କାହିଁକି ହୁଏ କିଡ୍‌ନି ଷ୍ଟୋନ୍? କେମିତି ହୁଏ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡାକ୍ତର ଦେବ ପ୍ରସାଦ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନି ଷ୍ଟୋନ୍‌ କ’ଣ ଓ ଏହା କେତେ ପ୍ରକାର?କିଡ୍‌ନି ଷ୍ଟୋନ୍‌ର କାରଣକିଡ୍‌ନି ଷ୍ଟୋନ୍‌ର ଲକ୍ଷଣକିଡ୍‌ନି ଷ୍ଟୋନ୍‌ର ପରୀକ୍ଷାକିଡ୍‌ନି ଷ୍ଟୋନ୍‌ର ଚିକିତ୍ସାକିଡ୍‌ନି ଷ୍ଟୋନ୍‌ର ନିରାକରଣସୁସ୍ଥ କିଡ୍‌ନି ପାଇଁ ଡାକ୍ତରଙ୍କ ପରାମର୍ଶ ଆମ ଶରୀରରେ ଦୁଇଟି କିଡ୍‌ନି...
watery eyes

ଆଖିରୁ ପାଣି ଗଡ଼ିବା ସମସ୍ୟା, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

0
https://youtu.be/e0JE42oOpg4 ଆସନ୍ତୁ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ଆଖିରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା। ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବେ?ଆଖିରୁ ପାଣି ଗଡ଼ିବା ସମସ୍ୟାର କାରଣକେମିତି କରାଯାଏ ପରୀକ୍ଷା?ଆଖିରୁ ପାଣି ଗଡ଼ିବା ସମସ୍ୟାର ଚିକିତ୍ସାକେମିତି କରିବେ ନିରାକରଣ? ଆଖି ହେଉଛି ଆମ...
tulsi leaves

ମୁହଁର ସୌନ୍ଦର୍ଯ୍ୟ ବଢ଼ାଏ ତୁଳସୀ ପତ୍ର

0
ଶରୀର ସହିତ ମୁହଁର ସୌନ୍ଦର୍ଯ୍ୟ ପାଇଁ ତୁଳସୀ ପତ୍ର ଔଷଧ ରୂପେ କାମ କରେ। ତୁଳସୀ ପତ୍ରକୁ ଇଂରାଜୀରେ ବାସିଲ ଲିଫ କୁହାଯାଏ। କାହିଁ କେଉଁ କାଳରୁ ତୁଳସୀ ପତ୍ରକୁ ବହୁଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ ବିଭିନ୍ନ ରୋଗର ଔଷଧ ଭାବେ ମଧ୍ୟ ଏହାକୁ ବ୍ୟବହାର...
asthma

କାହିଁକି ହୋଇଥାଏ ଆସ୍ଥମା ରୋଗ?

0
https://youtu.be/8xMgLKl6sC0 ଆସ୍ଥମା ହେବାର କାରଣ କ’ଣ? କେମିତି ଏହାକୁ ରୋକିପାରିବା? ଏବଂ ଏହାର ଚିକିତ୍ସା କ’ଣ ରହିଛି? ଏନେଇ ମେଡିସିନ୍ ସ୍ପେଶିଆଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆସ୍ଥମା ରୋଗର ଲକ୍ଷଣଆସ୍ଥମା ରୋଗର କାରଣଆସ୍ଥମା ହେବାର ଆଶଙ୍କା କାହାକୁ ଥାଏ?ଆସ୍ଥମା ରୋଗର ଜଟିଳତାଆସ୍ଥମା ରୋଗର ନିରାକରଣଆସ୍ଥମା ରୋଗର ଚିକିତ୍ସା ଆସ୍ଥମା ରୋଗ, ସାଧାରଣରେ ଏହାକୁ...
dr sibani_physiotherapy

ମାଂସପେଶୀ ଓ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଫିଜିଓଥେରାପି

0
https://youtu.be/cUwEEF2enGI ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ଫିଜିଓଥେରାପି। ଜାଣନ୍ତୁ, ଫିଜିଓଥେରାପିଷ୍ଟ୍ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ପରାମର୍ଶ। ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ର କାର୍ଯ୍ୟକ୍ଷମତା କେମିତି ବଢ଼ିବ?ମାଂସପେଶୀ ଏବଂ ଗଣ୍ଠି ବ୍ୟଥାବିଭିନ୍ନ ବୟସର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟାୟାମଗଣ୍ଠି ବ୍ୟଥା ସମସ୍ୟା ଓ ଏହାର ନିରାକରଣଗର୍ଭବତୀ ମହିଳାଙ୍କ ପାଇଁ ବ୍ୟାୟାମ ଶ୍ୱାସନଳୀ...
Breathing

ପ୍ରଶ୍ୱାସ ନେବାର ସଠିକ ଉପାୟ, ଜାଣି ରଖନ୍ତୁ

0
ଆପଣ ଜାଣିଛନ୍ତି କି ପ୍ରଶ୍ୱାସ ନେବାର ମଧ୍ୟ ଉପଯୁକ୍ତ ଉପାୟ ରହିଛି। ଠିକ୍ ଭାବେ ପ୍ରଶ୍ୱାସ ନେଲେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଏପରିକି ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ଯେପର୍ଯ୍ୟନ୍ତ ଶ୍ୱାସକ୍ରିୟା ଚାଲୁଛି ସେ ପର୍ଯ୍ୟନ୍ତ ଆପଣ ଜୀବିତ ଅଛନ୍ତି। ଏହା ବନ୍ଦ ହେଲେ ଜୀବନ ଶେଷ। ଏପରିସ୍ଥଳେ...
Dr Satyakam Mohapatra on Stress Management

ମାନସିକ ଚାପରୁ କେମିତି ପାଇବେ ମୁକ୍ତି?

0
https://youtu.be/Uu6knyFzD2M କେମିତି କରିବେ ମାନସିକ ଚାପର ମୁକାବିଲା? ଏନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମାନସିକ ଚାପର କାରଣ କ’ଣ?ମାନସିକ ଚାପର ଲକ୍ଷଣ ମାନସିକ ଚାପକୁ କେମିତି କରିବେ ମୁକାବିଲା ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି...
error: Content is protected !!