parkinsons

କମ୍ପବାତ ରୋଗ କ’ଣ?

0
https://www.youtube.com/embed/3BfmtNbLgXo କମ୍ପବାତ ବା ପାର୍କିନ୍‌ସନ୍ ରୋଗର କାରଣ କ’ଣ? ଏନେଇ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଅମିତାଭ ରଥ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ପାର୍କିନ୍‌ସନ୍ ରୋଗ ବା କମ୍ପବାତ ହେଉଛି ଏକ ସ୍ନାୟୁଗତ ସମସ୍ୟା। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ରୋଗର ଶିକାର ହୋଇପାରନ୍ତି। ମସ୍ତିଷ୍କରେ ଥିବା...
kidney symptoms_dr Biswajit Nanda

ଡାକ୍ତରଙ୍କ ମୁହଁରୁ ଶୁଣନ୍ତୁ: କିଡ୍‌ନି ରୋଗ ହୁଏ କାହିଁକି?

0
https://www.youtube.com/embed/wP0M8_eGNX8 କିଡ୍‌ନି ରୋଗର କାରଣ ଓ ଏହାର ଲକ୍ଷଣ ସଂପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍‌ ନନ୍ଦଙ୍କ ପରାମର୍ଶ। (KIDNEY FAILURE – CAUSES AND SYMPTOMS IN ODIA)       କିଡ୍‌ନି ଖରାପ ହେବାର କାରଣଗୁଡ଼ିକ କ’ଣ?     କୌଣସି ଔଷଧର କୁପ୍ରଭାବରୁ କିଡ୍‌ନି ଖରାପ ହୋଇପାରେ କି?     କିଡ୍‌ନି ରୋଗର ଲକ୍ଷଣଗୁଡ଼ିକ କ’ଣ? ଆମ ଶରୀରରେ ଦୁଇଟି କିଡ୍‌ନି ରହିଛି। ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍‌ନିର ମୁଖ୍ୟ କାମ। ଉଦାହରଣ ସ୍ୱରୂପ, ଆମେ ଆମ ଘରକୁ ସଫା ନକଲେ ଏହା ଅପରିଷ୍କାର ହୋଇପଡ଼େ, ଦୁର୍ଗନ୍ଧ ହୁଏ। ସେମିତି ଆମ ଶରୀରରେ ଯଦି...
healthy lifestyle

ସୁସ୍ଥ ଜୀବନ ପାଇଁ ଆପଣାନ୍ତୁ ଏହି ୬ଟି ଫର୍ମୂଲା

0
ସୁସ୍ଥ ଓ ସୁନ୍ଦର ଜୀବନ କିଏ ବା ନ ଚାହେଁ। ହେଲେ ସବୁବେଳେ ସୁସ୍ଥ ରହିବାକୁ ହେଲେ ଆମକୁ ସୁସ୍ଥ ଲାଇଫ୍‌ଷ୍ଟାଇଲ୍‌ ଆପଣେଇବାକୁ ହେବ। ପ୍ରତିଦିନ ୪୫ ମିନିଟ୍‌ ବ୍ୟାୟାମ ଜରୁରୀ:  ପ୍ରତିଦିନ ଅତିକମ୍‌ରେ ୪୫ ମିନିଟ୍‌ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ। ବିଭିନ୍ନ ଶାରୀରିକ ରୋଗର ପ୍ରତିଷେଧକ ଭଳି କାର୍ଯ୍ୟ...

ଗୋଇଠି ଫାଟି ଦରଜ ହେଉଛି କି? ଜାଣନ୍ତୁ କ’ଣ କରିବେ

0
ସାଧାରଣତଃ ଶୀତଦିନେ ପାଦ ମଇଳା ଓ ଶୁଷ୍କ ହୋଇ ଗୋଇଠି ଫାଟିଥାଏ। ଗୋଇଠି ଫାଟିଲେ ଭୀଷଣ ଜୋରରେ ଦରଜ ଅନୁଭୂତ ହୁଏ। ପ୍ରତିଦିନ ଶୋଇବା ବେଳେ ଉଷୁମ ପାଣିରେ ଗୋଡ଼ ସଫା କରି ଶୁଅନ୍ତୁ। ଗୋଟେ ଟବ୍‌ରେ ଗରମ ପାଣିରେ ଲୁଣ, ଅଳ୍ପ ସାମ୍ପୋ ମିଶାଇ ପାଦକୁ ୧୫...
Laparoscopic Surgery

ଲାପ୍ରୋସ୍କୋପିକ ସର୍ଜରୀ କ’ଣ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/vk3XvoNhc7Y ଲାପ୍ରୋସ୍କୋପି ସବୁଠାରୁ ସରଳ ଏବଂ ସୁବିଧାରେ ହୋଇପାରୁଥିବା ଅସ୍ତ୍ରୋପଚାର। ତେବେ, ଆସନ୍ତୁ ଡାକ୍ତର ନୟନ ରଞ୍ଜନ ନନ୍ଦଙ୍କଠାରୁ ଜାଣିବା ଲାପ୍ରୋସ୍କୋପିକ ସର୍ଜରୀ କ’ଣ ଏବଂ ଏହା କାହିଁକି ଭଲ? ଲାପ୍ରୋସ୍କୋପିକ ସର୍ଜରୀର ଉପାଦେୟତାଲାପ୍ରୋସ୍କୋପିକ ସର୍ଜରୀ କେଉଁଠି କରାଯାଏ?କେମିତି ହୁଏ ଲାପ୍ରୋସ୍କୋପିକ ସର୍ଜରୀ?କାହିଁକି ଭଲ ଲାପ୍ରୋସ୍କୋପିକ ସର୍ଜରୀ? ‘ଲାପ୍ରୋସ୍କୋପିକ’ ଗ୍ରୀକ ଶବ୍ଦ...
Woman holding her head

ଛୋଟ ଛୋଟ କଥାରେ ମନକୁ ରାଗ ଆସେ କାହିଁକି?

0
ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥା’ନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି? ଏହା ପଛରେ କାରଣ କ’ଣ ହୋଇପାରେ? କାହିଁକି ହୁଏ ସାଧାରଣତଃ କାମର ଚାପ ବଢ଼ିଲେ ତାହା ନିତିଦିନିଆ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ଦେଖାଯାଇଥାଏ...
Binaya Bhusan Benakar_Card

କେମିତି କରିବେ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ?

0
https://www.youtube.com/watch?v=zcVB0FMj-Sw&t=1s କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କେମିତି କରିବେ? ଏଥିପାଇଁ କ’ଣ ଖାଇବା ଦରକାର? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ ଆସନ୍ତୁ ଜାଣିବା। କୋଲେଷ୍ଟ୍ରୋଲ କେମିତି ବଢେ଼?କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ?କୋଲେଷ୍ଟ୍ରୋଲର ବଢ଼ିବାର ଜଟିଳତାଡାକ୍ତରଙ୍କ ପରାମର୍ଶ ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର...
Dr Subhransu Sekhar Jena_e

ଜାଣନ୍ତୁ, କେମିତି କରିବେ ଦୂର ହେବ ଅଧକପାଳୀ

0
https://www.youtube.com/watch?v=B2BVs6aLxIk&t=20s ଅଧକପାଳୀ ହେବାର କାରଣ କ’ଣ? ଏହାର ନିରାକରଣ କେମିତି କରିବେ? ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ମୁଣ୍ଡ ବିନ୍ଧାର ପ୍ରକାରଅଧକପାଳୀର ଲକ୍ଷଣ କ’ଣ?କାହିଁକି ହୁଏ ଅଧକପାଳୀ?ଅଧକପାଳୀର ଜଟିଳତାମୁଣ୍ଡ ବିନ୍ଧା କାହିଁକି ବିପଦ?ଅଧକପାଳୀର ଚିକିତ୍ସା ଓ ନିରାକରଣ ମାଇଗ୍ରେନ ବା ଅଧକପାଳୀ।...
turmeric milk

ହଳଦୀ କ୍ଷୀର ଶରୀର ପାଇଁ ହିତକର

0
ଶରୀର ପାଇଁ ଉଭୟ ହଳଦୀ ଏବଂ କ୍ଷୀର ବେଶ୍‌ ଲାଭଦାୟକ। ଥଣ୍ଡା, କାଶଠାରୁ ଆରମ୍ଭ କରି ବିଭିନ୍ନ ଶାରୀରିକ ଯନ୍ତ୍ରଣା ଦୂର କରିଥାଏ ହଳଦୀ କ୍ଷୀର। ହଳଦୀରେ ଆଣ୍ଟି ବ୍ୟାକ୍ଟେିରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟିଭାଇରାଲ ଗୁଣ ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ...
vitamin c

ଭିଟାମିନ୍‌ ସି’ କେଉଁ ଖାଦ୍ୟରୁ ମିଳିଥାଏ ଜାଣନ୍ତୁ

0
ଭିଟାମିନ୍‌ ସି’ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ ଶରୀରକୁ ବାହ୍ୟ ଭୂତାଣୁ ସଂକ୍ରମଣ କରିପାରିନଥାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ ଭିଟାମିନ୍ ସି’, ଯାହା ଶରୀରର ବିଷାକ୍ତ କିମ୍ବା କ୍ଷତିକାରକ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ...
error: Content is protected !!