Sambit_Nanda_speech delay

ଶିଶୁ ବିଳମ୍ବରେ କଥା କହୁଛି କି? ଜାଣନ୍ତୁ ଏହାର କାରଣ

0
ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ଅନେକ ସମୟରେ ପିଲାମାନେ ବିଳମ୍ବରେ କଥା କହନ୍ତି। ଏହାର କାରଣ ଏବଂ ନିରାକରଣ ବିଷୟରେ ସାଇକୋଲୋଜିଷ୍ଟ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (SPEECH AND LANGUAGE DELAY OF...
diabetes health care

ଡାଏବେଟିସ୍‌ର ୮ଟି ଲକ୍ଷଣ, ଜାଣନ୍ତୁ କେମିତି ରହିବେ ସତର୍କ?

0
ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଡାଏବେଟିସ୍‌ ହୋଇଛି ନା ନାହିଁ। (EARLY SIGNS AND SYMPTOMS OF DIABETES IN ODIA) ଡାଏବେଟିସ୍ ବା ମଧୁମେହ ରୋଗ ବର୍ତ୍ତମାନ ସାଇଲେଣ୍ଟ କିଲର୍ ପାଲଟିଛି। ତେବେ ରାତାରାତି ଏହି ରୋଗ ଗୁରୁତର ପର୍ଯାୟରେ ପହଞ୍ଚିନଥାଏ। ଠିକ୍ ସମୟରେ ଏହାକୁ ଚିହ୍ନଟ କରିପାରି...
dr sibani_physiotherapy

ମାଂସପେଶୀ ଏବଂ ଆଣ୍ଠୁଗଣ୍ଠି ସମସ୍ୟାର ଉପଚାର ପାଇଁ ଆପଣାନ୍ତୁ ଫିଜିଓଥେରାପି

0
https://youtu.be/cUwEEF2enGI ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ଫିଜିଓଥେରାପି। ଜାଣନ୍ତୁ, ଫିଜିଓଥେରାପିଷ୍ଟ୍ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ପରାମର୍ଶ। ଅନେକ ବ୍ୟକ୍ତିଙ୍କ ମାଂସପେଶୀ ତଥା ଆଣ୍ଠୁଗଣ୍ଠିରେ ବିନ୍ଧା ହେଉଥିବା ଦେଖାଯାଏ। ବାହାରେ ବୁଲାବୁଲି ନକରିବା ଫଳରେ ଶାରୀରିକ ପରିଶ୍ରମ କମ ହେବା କାରଣରୁ ଏମିତି ହୋଇଥାଏ। ତେବେ ଫିଜିଓଥେରାପି ଦ୍ୱାରା ଏହାର...
insomnia

ରାତିରେ ନିଦ ନ ହେବାର କାରଣ କ’ଣ?

0
https://youtu.be/5xopL7pjsVk ନିଦ୍ରାହୀନତାର କାରଣ ଓ ଏହାର ଉପଚାରକୁ ନେଇ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆଜିକାଲି କାମର ଚାପ ବଢ଼ିବା ସହିତ ଅନେକ ଲୋକ ନିଦ୍ରାହୀନତା ଜନିତ ସମସ୍ୟାର ସାମ୍ନା କରୁଛନ୍ତି। ପୂର୍ବରୁ ବୟସ୍କ ଲୋକମାନେ ଏହାର ଶିକାର...
papaya

ଅମୃତଭଣ୍ଡା – ମଧୁମେହ ରୋଗୀଙ୍କ ପାଇଁ ଉପକାରୀ

0
– ଆଜିକାଲି ବହୁ ସଂଖ୍ୟାରେ ଲୋକ ମଧୁମେହର ଶିକାର ହେଉଛନ୍ତି। ମଧୁମେହ ସମସ୍ୟା ଥିଲେ ପ୍ରତିଦିନ ଡାଏଟ୍‌ରେ ପାଚିଲା ଅମୃତଭଣ୍ଡାକୁ ସାମିଲ କରନ୍ତୁ। ରକ୍ତରେ ଏହା ଇନସୁଲିନର ପରିମାଣକୁ ବୃଦ୍ଧି କରିବ। ଜଳଖିଆ ଏବଂ ମଧ୍ୟାହ୍ନଭୋଜନ ମଧ୍ୟରେ ଏହାକୁ ଖାଇପାରିବେ। ନହେଲେ ସନ୍ଧ୍ୟାବେଳେ ଖାଇଲେ ବି ଉପଯୋଗୀ ହୋଇପାରିବ।...
Liver

ସୁସ୍ଥ ଲିଭର ପାଇଁ ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/-LAjBdwkxkc ଲିଭରକୁ କେମିତି ରଖିବେ ସୁସ୍ଥ? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କ କ’ଣ ରହିଛି ଉପଦେଶ ଆସନ୍ତୁ ଜାଣିବା। ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଶରୀରରେ ଅହରହ କାମ କରିଥାଏ। ଖାଦ୍ୟ ହେଉ...
child care

ପିଲାଙ୍କୁ ଫିଟ୍‌ ରଖିବେ କେମିତି?

0
ଛୋଟ ବେଳେ ମେଦ ବହୁଳତା ଯୋଗୁଁ ପିଲାମାନଙ୍କ ନିକଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ତେଣୁ ପିଲାଙ୍କୁ ସୁସ୍ଥ ଏବଂ ଫିଟ୍ ରଖିବେ କିପରି ଜାଣି ରଖନ୍ତୁ ସେ ବାବଦରେ। ...

ମାନସିକ ରୋଗ କାହିଁକି ଦେଖାଦିଏ? ଏହାର କାରଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ

0
https://www.youtube.com/watch?v=kQXyUJKRb4s ମାନସିକ ରୋଗର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମାନସିକ ରୋଗ ମନର ଏକ ଅସାଧାରଣ ଅବସ୍ଥା ଯାହା ମନୁଷ୍ୟର ବ୍ୟବହାରରୁ ଜଣାପଡ଼େ। ହସିବା, କାନ୍ଦିବା, ଦୁଃଖ କରିବା, ରାଗିଯିବା, ଏହା ଜଣେ ସାଧାରଣ ବ୍ୟକ୍ତିର ବ୍ୟବହାର। ଏହି ବ୍ୟବହାର ଯଦି ଅଧିକ ହୋଇଯାଉଛି, ଯାହା ଫଳରେ ଆପଣଙ୍କ ସମାଜିକ ତଥା ବୃତ୍ତିଗତ ଜୀବନରେ ବ୍ୟାଘାତ...
turmeric milk

ହଳଦୀ କ୍ଷୀର ଶରୀର ପାଇଁ ହିତକର

0
ଶରୀର ପାଇଁ ଉଭୟ ହଳଦୀ ଏବଂ କ୍ଷୀର ବେଶ୍‌ ଲାଭଦାୟକ। ଥଣ୍ଡା, କାଶଠାରୁ ଆରମ୍ଭ କରି ବିଭିନ୍ନ ଶାରୀରିକ ଯନ୍ତ୍ରଣା ଦୂର କରିଥାଏ ହଳଦୀ କ୍ଷୀର। ହଳଦୀରେ ଆଣ୍ଟି ବ୍ୟାକ୍ଟେିରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟିଭାଇରାଲ ଗୁଣ ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ...
banana for health

ରାତିରେ କଦଳୀ ଖାଇବା କେତେ ଠିକ୍‌?

0
ରାତିରେ କଦଳୀ ଖାଇବାର ଅନେକ ଫାଇଦା ରହିଛି। କଦଳୀ ଏମିତି ଏକ ଫଳ ଯେଉଁଥିରେ ସବୁପ୍ରକାର ପୋଷକ ତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ। ଏଥିରେ ଭିଟାମିନ୍, ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌ ସି, ଭିଟାମିନ୍‌ ବି୬ ଏବଂ ପ୍ରାକୃତିକ ଚିନି ଭରପୂର ମାତ୍ରାରେ ଥାଏ। ଏଥିପାଇଁ...
error: Content is protected !!