eat healthy_2

ସଠିକ ହଜମର ୩ଟି ସରଳ ଉପାୟ

0
ଜଣେ ବ୍ୟକ୍ତି କେବଳ ଖାଦ୍ୟ ଖାଇବା ଯଥେଷ୍ଟ ନୁହେଁ, ସେ କିପରି ଖାଦ୍ୟ ଖାଉଛନ୍ତି ତାହା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଠିକ ଖାଇବା, ସଠିକ ହଜମ ହେବା ଏବଂ ଅତ୍ୟଧିକ ଖାଇବା ରୋକିବା ପାଇଁ ଆପଣାନ୍ତୁ ୩ଟି ସରଳ ଉପାୟ। ଜଣେ ବ୍ୟକ୍ତି ନିଜର ଆବଶ୍ୟକ...
p c dey

ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

0
https://www.youtube.com/watch?v=2_M8KcDIYPk&t=4s କେଉଁ କାରଣ ପାଇଁ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ? ଏହାର ନିରାକରଣ ଏବଂ ଚିକିତ୍ସା କ’ଣ? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (SPINAL PAIN: CAUSES, PREVENTIONS AND TREATMENTS) ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? ମେରୁଦଣ୍ଡ ଯନ୍ତ୍ରଣାର ନିରାକରଣକେମିତି...
weight machine

ୱେଟ୍ ମେସିନ୍‌ରେ ଓଜନ ହେବା ସମୟରେ ଧ୍ୟାନ ଦିଅନ୍ତୁ

0
ଓଜନ କମାଇବା ସହଜ କଥା ନୁହେଁ। ଏଥିପାଇଁ କେତେ ଡାଏଟ୍ ପାଳନ, ବ୍ୟାୟାମ ତଥା ଧର୍ଯ୍ୟର ଆବଶ୍ୟକତା ପଡ଼ିଥାଏ। ଏସବୁ ପରେ ୱେଟ ମେସିନ୍‌ରେ ଓଜନ ମାପିଲେ ଯଦି କମ୍ ଆସେ ତା’ ହେଲେ ଖୁବ୍ ଖୁସି ଲାଗିଥାଏ। ତେବେ ଓଜନ ମାପିବା ସମୟରେ ମଧ୍ୟ କିଛି...
earphone use

ଲମ୍ବା ସମୟ ଧରି ଇୟରଫୋନ୍‌ ଲଗାଇଲେ ହୋଇଥାଏ ଏହି ସମସ୍ୟା

0
ବର୍ତ୍ତମାନର ଯୁବପିଢ଼ି, କିଏ ଇୟର ଫୋନ୍ ଲଗାଇ ଗୀତ ଶୁଣୁଥା’ନ୍ତି, ତ କିଏ ଇୟର ଫୋନ୍ ବ୍ୟବହାର କରି କଥା ହୋଇଥା’ନ୍ତି। ଯଦି କାନରେ ଘଣ୍ଟା ଘଣ୍ଟା ଦେଇ ଗୀତ ଶୁଣୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହା ଆପଣଙ୍କ କାନ ଏବଂ ମସ୍ତଷ୍କ ପାଇଁ କ୍ଷତିକାରକ ହୋଇଥାଏ। ଅଧିକ...
Dr biswajit Nanda_prostate problem

ପ୍ରୋଷ୍ଟେଟ୍ ସମସ୍ୟା କ’ଣ – ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ବିଶ୍ୱଜିତ ନନ୍ଦ?

0
https://www.youtube.com/watch?v=VJVrTgdkvkU&t=2s ପ୍ରୋଷ୍ଟେଟ୍‌ ସମସ୍ୟା କ’ଣ, ଏହାର ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣକାହାଠାରେ ଦେଖିବାକୁ ମିଳେ ପ୍ରୋଷ୍ଟେଟ୍ ସମସ୍ୟାପ୍ରୋଷ୍ଟେଟ୍ ସମସ୍ୟାର ଚିକିତ୍ସା ନକଲେ କ’ଣ ଅସୁବିଧା ହେବ?ପ୍ରୋଷ୍ଟେଟ୍ ସମସ୍ୟାର ପରୀକ୍ଷା ଓ ଚିକିତ୍ସାପ୍ରୋଷ୍ଟେଟ୍‌...
vitamin c

ଭିଟାମିନ୍ ସି’ – କାହିଁକି ଜରୁରୀ?

0
ସଠିକ୍ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିପାରିବ। ଶରୀରକୁ ସୁସ୍ଥ ରଖିବା ପାଇଁ ସଠିକ ପ୍ରତିଷେଧକ ଭାବେ ଭିଟାମିନ୍ ସି କାମ କରେ। ଉଚ୍ଚ ରକ୍ତଚାପ ଏପରି ଏକ ଗମ୍ଭୀର ଅବସ୍ଥା ଯାହାର ଠିକ ସମୟରେ ଚିକିତ୍ସା ଆବଶ୍ୟକ। ଆପଣ ଯାହା ଖାଉଛନ୍ତି ତାହା...

କାନ ବିନ୍ଧିଲେ କ’ଣ କରିବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/embed/y5JYweWBW0I କାନ, ନାକ ଓ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆମ ଶରୀରରେ କାନ, ନାକ ଏବଂ ଗଳା ପରସ୍ପର ସହିତ ଜଡ଼ିତ। ଏହି ୩ଟି ଅଙ୍ଗରେ ସମସ୍ୟା ଦେଖାଦେଲେ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି, ଯାହାକୁ ଇଏନ୍‌ଟି...
dr subhransu sekhar jena

ନ୍ୟୁରୋପାଥୀ ରୋଗର କାରଣ କ’ଣ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/8ojB0ZXZFLQ ନ୍ୟୁରୋପାଥୀ ହେବାର କାରଣ ସବୁ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା। ନ୍ୟୁରୋପାଥୀ ରୋଗର କାରଣନ୍ୟୁରୋପାଥୀ ରୋଗର ଲକ୍ଷଣନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟାନ୍ୟୁରୋପାଥୀର ପରୀକ୍ଷଣନ୍ୟୁରୋପାଥୀର ଚିକିତ୍ସାକ’ଣ ସତର୍କତା ଅବଲମ୍ବନ କରିବେ? ଆମ...
parkinsons

ପାର୍କିନ୍‌ସନ୍ ବା କମ୍ପବାତ ରୋଗର କାରଣ କ’ଣ?

0
https://www.youtube.com/watch?v=3BfmtNbLgXo&t=1s ପାର୍କିନ୍‌ସନ୍ ବା କମ୍ପବାତ ରୋଗକୁ କେମିତି ଚିହ୍ନିବେ? ଏନେଇ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଅମିତାଭ ରଥ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ପାର୍କିନ୍‌ସନ୍‌ ରୋଗର ଲକ୍ଷଣପାର୍କିନ୍‌ସନ୍‌ ରୋଗ କାହାକୁ ହୁଏ?ପାର୍କିନସନ୍‌ ରୋଗର କାରଣକେମିତି ଚିହ୍ନିବା ପାର୍କିନ୍‌ସନ୍‌ ରୋଗ?ପାର୍କିନ୍‌ସନ୍‌ ରୋଗର ଚିକିତ୍ସାପାର୍କିନ୍‌ସନ୍‌ ରୋଗର ଜଟିଳତାପାର୍କିନ୍‌ସନ୍‌ ରୋଗର ନିରାକରଣ ପାର୍କିନ୍‌ସନ୍ ରୋଗ ବା କମ୍ପବାତ ହେଉଛି ଏକ ସ୍ନାୟୁଗତ ସମସ୍ୟା। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ରୋଗର ଶିକାର...
eating disorder_amrit

ଇଟିଂ ଡିସଅର୍ଡର କ’ଣ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

0
https://www.youtube.com/watch?v=H9k9fgMAEyA ଇଟିଂ ଡିସଅର୍ଡର ହେବାର କାରଣ କ’ଣ? ଏହାର ନିରାକରଣ ଏବଂ ଚିକିତ୍ସାକୁ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଇଟିଂ ଡିସଅର୍ଡର କେତେ ପ୍ରକାର?ଇଟିଂ ଡିସ୍‌ଅର୍ଡରର କାରଣକେଉଁ ବୟସରେ ଇଟିଂ ଡିସ୍‌ଅର୍ଡର ଅଧିକ ଦେଖାଯାଏ?ଇଟିଂ ଡିସ୍‌ଅର୍ଡରର ଜଟିଳତାପରୀକ୍ଷା କରି...
error: Content is protected !!