picnic food

ଭ୍ରମଣ ସମୟରେ ଖାଆନ୍ତୁ ଘରୋଇ ଖାଦ୍ୟ

0
ଭ୍ରମଣ କରିବା ସମୟରେ ଅନେକ ଲୋକ ଖାଦ୍ୟ ଖରାପ ହୋଇଯିବ ବୋଲି ଭାବି ଘରୁ ଖାଦ୍ୟ ନେଇନଥାନ୍ତି। ଫଳତଃ ଅନାବଶ୍ୟକ ଭାବେ ବାହାରୁ ଖାଦ୍ୟ ଖାଇ ସମସ୍ୟାରେ ପଡ଼ିଥାନ୍ତି। ଏପରିସ୍ଥଳେ ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଆପଣ ଘରୁ କି ଖାଦ୍ୟ ନେଇପାରିବେ। ପୁରି ବା ପରଟା: ଭ୍ରମଣ କରିବାକୁ...
curry leaves

ଔଷଧୀୟ ଗୁଣରେ ଭରପୂର ଭୁର୍ସୁଙ୍ଗ ପତ୍ର

0
ଭୁର୍ସୁଙ୍ଗ ଖାଦ୍ୟରେ ସୁଗନ୍ଧ ବଢ଼ାଇବା ସହ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ହେଲେ ଭୁର୍ସୁଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରି କିପରି ସୁସ୍ଥ ରହିବେ। କେଶ ସମସ୍ୟା ଦୂର କରେ: ଭୁର୍ସୁଙ୍ଗ ପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କେଶକୁ...
Dr Palash Das on Thalassemia

ଥାଲାସେମିଆ ରୋଗ କ’ଣ – ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ପଲାଶ ଦାସ

0
https://youtu.be/O4IbNyZYiTo ଥାଲାସେମିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ କେମିତି ଏହାକୁ ରୋକିହେବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସଙ୍କଠାରୁ ଜାଣିବା। ଥାଲାସେମିଆ ରୋଗର ଲକ୍ଷଣକାହିଁକି ହୁଏ ଥାଲାସେମିଆ ରୋଗ?ଥାଲାସେମିଆ ରୋଗର ପରୀକ୍ଷଣଥାଲାସେମିଆ ରୋଗର ଚିକିତ୍ସାଥାଲାସେମିଆ ରୋଗର ଜଟିଳତାକେମିତି ରୋକିବା ଥାଲାସେମିଆ ରୋଗ?ସରକାରୀ ସହାୟତା ଥାଲାସେମିଆ ଏକ ସାଙ୍ଘାତିକ...
healthy vegetables

ଏହି ୪ଟି ଜିରୋ କ୍ୟାଲୋରି ପରିବା ଖାଆନ୍ତୁ, ଓଜନ ରହିବ ଠିକ୍

0
କମ୍‌ କ୍ୟାଲୋରିଯୁକ୍ତ ପନିପରିବା ଖାଇବା ଫଳରେ ଶରୀର ସୁସ୍ଥ ରହିବା ସହ ପୋଷକ ମଧ୍ୟ ମିଳିଥାଏ। ଅଧିକ ପଢ଼ନ୍ତୁ: ଗର୍ଭବତୀ ମହିଳାଙ୍କ ପାଇଁ ବେଷ୍ଟ ଫୁଡ, ଶିଶୁ ବୁଦ୍ଧିମାନ ସହ ରହିବ ରୋଗ ମୁକ୍ତ ଅଧିକ କ୍ୟାଲୋରି ଥିବା ଭୟରେ ଆମେ ଅନେକ ଖାଦ୍ୟ ଖାଇନଥାଉ। ଅତ୍ୟଧିକ କ୍ୟାଲୋରି ଥିବା ଖାଦ୍ୟ...
prediabetes

କେଉଁ ଲୋକଙ୍କୁ ପ୍ରିଡାଇବେଟିସ୍ ହେବାର ଆଶଙ୍କା ଅଧିକ?

0
ଡାଇବେଟିସ୍‌ ବିଷୟରେ ଆମେ ସମସ୍ତେ ଜାଣିଥିବା, ହେଲେ ପ୍ରିଡାଇବେଟିସ୍‌ ବିଷୟରେ ଅଳ୍ପ କେହି ଜାଣିଥିବେ। ତେବେ ପ୍ରିଡାଇବେଟିସ୍‌ କ’ଣ? ଆସନ୍ତୁ ଜାଣିବା ଏ ସମ୍ପର୍କରେ। ଆଜିକାଲି ଅଧିକାଂଶ ଯୁବଗୋଷ୍ଠୀ ବା ପ୍ରାକ୍ ମଧୁମେହ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହା ହେଉଛି ଏକ ଏଭଳି ସ୍ଥିତି ଯେତେବେଳେ ଶରୀରରେ ଶର୍କରାର...
dr sibani_physiotherapy

ମାଂସପେଶୀ ଓ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଫିଜିଓଥେରାପି

0
https://youtu.be/cUwEEF2enGI ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ଫିଜିଓଥେରାପି। ଜାଣନ୍ତୁ, ଫିଜିଓଥେରାପିଷ୍ଟ୍ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ପରାମର୍ଶ। ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ର କାର୍ଯ୍ୟକ୍ଷମତା କେମିତି ବଢ଼ିବ?ମାଂସପେଶୀ ଏବଂ ଗଣ୍ଠି ବ୍ୟଥାବିଭିନ୍ନ ବୟସର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟାୟାମଗଣ୍ଠି ବ୍ୟଥା ସମସ୍ୟା ଓ ଏହାର ନିରାକରଣଗର୍ଭବତୀ ମହିଳାଙ୍କ ପାଇଁ ବ୍ୟାୟାମ ଶ୍ୱାସନଳୀ...
back acne care

ପିଠି ବ୍ରଣ ସମସ୍ୟା ଏବଂ ଏହାର ଉପଚାର

0
ପିଠି ବ୍ରଣ ସମସ୍ୟା ପ୍ରାୟତଃ ସମସ୍ତଙ୍କ ନିକଟରେ ଦେଖାଯାଏ। କେହି କେହି ଏହାକୁ କାଠ ବ୍ରଣ ମଧ୍ୟ କହିଥାଆନ୍ତି। କେମିତି କରିବା ପିଠି ବ୍ରଣର ଉପଚାର ଆସନ୍ତୁ ଜାଣିବା। ବ୍ରଣ ନାମ ଶୁଣିବା ମାତ୍ରକେ ସମସ୍ତେ ପ୍ରାୟ ଚିନ୍ତିତ ହୋଇଯାଆନ୍ତି। ବ୍ରଣ ହେବା ବର୍ତ୍ତମାନର ଏକ ସାଧାରଣ ସମସ୍ୟା...
kidney dialysis in odia

କିଡନି ଡାଏଲିସିସ୍ ଚାଲିଥିଲେ କ’ଣ ଖାଇବେ?

0
ଜଣେ ରୋଗୀର ଡାଏଲିସିସ୍ ଆରମ୍ଭ ହେବା ପରେ ସେ କ’ଣ କ’ଣ ଖାଇବେ ବା ନ ଖାଇବେ ସେ ସମ୍ପର୍କରେ ଆଲୋଚନା କରିବା। ରୋଗୀର କିଡନି ଠିକ୍ ଭାବରେ କାମ ନ କଲେ ଡାକ୍ତର ଡାଏଲିସିସ୍ କରିବା ପାଇଁ ପରାମର୍ଶ ଦେଇଥାନ୍ତି। କିଡନିର କାର୍ଯ୍ୟକୁ ଡାଏଲିସିସ୍ କୃତ୍ରିମ ଉପାୟରେ...
dental braces benefits

ଦାନ୍ତରେ କ୍ଲିପ ଲଗାଇବା କେତେ ସୁରକ୍ଷିତ?

0
ଆଜିକାଲି ବଙ୍କା ଦାନ୍ତକୁ ସିଧା କରିବା ପାଇଁ ଦାନ୍ତ କ୍ଲିପ ବା ବ୍ରେସେସ ଲଗାଯାଉଛି। ମାତ୍ର ତାହା କେତେ ନିରାପଦ ଜାଣନ୍ତୁ। ମୁହଁକୁ ଆକର୍ଷଣୀୟ କରିବାରେ ଦାନ୍ତର ବେଶ ଭୂମିକା ରହିଛି। ସେଥିପାଇଁ ଅଧିକାଂଶ ଝିଅ ନିଜ ବଙ୍କା ଦାନ୍ତକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଦାନ୍ତ ସିଧା କରିବା...
5 simple Home Exercise to stay fit_Haraprasad Patnaik

କରନ୍ତୁ ଏହି ୫ଟି ବ୍ୟାୟାମ , ରହନ୍ତୁ ଫିଟ୍

0
https://www.youtube.com/watch?v=to27IJLFuBw ଘରେ ଥାଇ ମଧ୍ୟ ଫିଟ୍ ରହିପାରିବେ। ଆସନ୍ତୁ କରାଟେ କୋଚ୍ ତଥା ଫିଟ୍‌ନେସ୍ ବିଶେଷଜ୍ଞ ହରିପ୍ରସାଦ ପଟ୍ଟନାୟକଙ୍କଠାରୁ ଶିଖିବା ୫ଟି ସରଳ ବ୍ୟାୟାମ। ସ୍ପଟ୍‌ ଜଗିଂଜମ୍ପିଂ ଜ୍ୟାକ୍‌ହିପ୍‌ ଟୁଇଷ୍ଟଲେଗ୍‌ ରେଜ୍‌ ଟୁ ଆର୍ମ ପାମବରପି ସ୍ପଟ୍‌ ଜଗିଂ (Spot jogging in Odia): ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୌଡ଼ିବା। ଘରର ଛାତ, ବାଲକୋନି ବା ଯେକୌଣସି ସ୍ଥାନରେ ଏହି ବ୍ୟାୟାମ କରିହେବ। ଗୋଟିଏ...
error: Content is protected !!