ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ କେମିତି ନେବେ?

0
https://www.youtube.com/watch?v=hnbjMd9z_7g ଗର୍ଭବତୀ ମହିଳାମାନେ ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବା ଦରକାର? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କଣ କହୁଛନ୍ତି ଆସନ୍ତୁ ଜାଣିବା। ମାତୃତ୍ଵ ପ୍ରଭୁଙ୍କର ଶ୍ରେଷ୍ଠତମ ଓ ସୁନ୍ଦରତମ ସୃଷ୍ଟି, ଯେଉଁଠାରେ ସବୁ ସ୍ନେହର ଆରମ୍ଭ ହୋଇଥାଏ। ନିରାପଦ ମାତୃତ୍ଵ ଓ ସୁସ୍ଥ...
kidney stone

କାହିଁକି ହୁଏ କିଡ୍‌ନିରେ ଷ୍ଟୋନ୍‌? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

0
https://www.youtube.com/watch?v=Dr0zMo2QrYc&t=1s କାହିଁକି ହୁଏ କିଡ୍‌ନି ଷ୍ଟୋନ୍? କିଡନି ଷ୍ଟୋନ ହେଲେ ଜାଣିବା କେମିତି? କେମିତି ହୁଏ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡାକ୍ତର ଦେବ ପ୍ରସାଦ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନି ଷ୍ଟୋନ୍‌ କ’ଣ ଓ ଏହା କେତେ ପ୍ରକାର?କିଡ୍‌ନି ଷ୍ଟୋନ୍‌ର କାରଣକିଡ୍‌ନି ଷ୍ଟୋନ୍‌ର ଲକ୍ଷଣକିଡ୍‌ନି ଷ୍ଟୋନ୍‌ର ପରୀକ୍ଷାକିଡ୍‌ନି ଷ୍ଟୋନ୍‌ର ଚିକିତ୍ସାକିଡ୍‌ନି ଷ୍ଟୋନ୍‌ର ନିରାକରଣସୁସ୍ଥ କିଡ୍‌ନି ପାଇଁ...
papaya

ଅମୃତଭଣ୍ଡା – ମଧୁମେହ ରୋଗୀଙ୍କ ପାଇଁ ଉପକାରୀ

0
– ଆଜିକାଲି ବହୁ ସଂଖ୍ୟାରେ ଲୋକ ମଧୁମେହର ଶିକାର ହେଉଛନ୍ତି। ମଧୁମେହ ସମସ୍ୟା ଥିଲେ ପ୍ରତିଦିନ ଡାଏଟ୍‌ରେ ପାଚିଲା ଅମୃତଭଣ୍ଡାକୁ ସାମିଲ କରନ୍ତୁ। ରକ୍ତରେ ଏହା ଇନସୁଲିନର ପରିମାଣକୁ ବୃଦ୍ଧି କରିବ। ଜଳଖିଆ ଏବଂ ମଧ୍ୟାହ୍ନଭୋଜନ ମଧ୍ୟରେ ଏହାକୁ ଖାଇପାରିବେ। ନହେଲେ ସନ୍ଧ୍ୟାବେଳେ ଖାଇଲେ ବି ଉପଯୋଗୀ ହୋଇପାରିବ।...
pregnancy

ଗର୍ଭାବସ୍ଥାରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

0
ଜାଣନ୍ତୁ, ଗର୍ଭାବସ୍ଥାରେ କ’ଣ ଖାଇବା ଦ୍ଵାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ। କଫି, ଚା’ ଆଦି ପିଇବେ ନାହିଁ। ଗର୍ଭାବସ୍ଥାର ପ୍ରଥମ ତିନି ମାସ ଏହା ପିଇଲେ ଶିଶୁ ବିକଳାଙ୍ଗ ହେବାର ଆଶଙ୍କା ଥାଏ।ଗର୍ଭାବସ୍ଥାରେ ଅମୃତ ଭଣ୍ଡା, ପାଚିଲା ସପୁରୀ, ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌, ଅତ୍ୟଧିକ ଲୁଣ ଥିବା...
cold and cough

ଥଣ୍ଡା ଯୋଗୁଁ ନାକ ଜାମ୍‌ ହୋଇଯାଉଛି କି?

0
ବିନା କୌଣସି ଔଷଧରେ କେବଳ ଘରୋଇ ଉପାୟରେ ନାକ ଜାମ୍‌ ସମସ୍ୟାରୁ ମୁକ୍ତି ପାଇବେ କିପରି? ଅତ୍ୟଧିକ ଥଣ୍ଡା ଯୋଗୁଁ ଅଧିକାଂଶ ଲୋକଙ୍କର ନାକ ଜାମ୍‌ ହୋଇଯାଏ। ନାକ ବନ୍ଦ ହୋଇଯିବା କାରଣରୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହୋଇଥାଏ, ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ।...
headache at office

ଅଫିସ୍‌ରେ ମୁଣ୍ଡ ବିନ୍ଧାର କିଭଳି କରିବେ ମୁକାବିଲା?

0
କାର୍ଯ୍ୟସ୍ଥଳୀରେ କର୍ମଜୀବୀମାନଙ୍କର ମୁଣ୍ଡ ବିନ୍ଧିବା ଏକ ସାଧାରଣ କଥା। କିନ୍ତୁ, ଏହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ। ଅଫିସରେ କାମ କରିବା ବେଳେ ପ୍ରାୟ କର୍ମଜୀବୀଙ୍କର ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧାର ଶିକାର ହୋଇଥା’ନ୍ତି। ଆଜିକାଲି ଏହା ଏକ ସାଧାରଣ ସମସ୍ୟା ହୋଇଗଲାଣି। କାମର ଚାପ, କମ୍ପ୍ୟୁଟର ଆଗରେ...
Osteoarthritis

ଚାଲିବା ବେଳେ ଆଣ୍ଠୁ ଫୁଟୁଛି କି? ଜାଣନ୍ତୁ

0
୪୦ରୁ ୫୦ ବର୍ଷ ବୟସ ପରେ ଅଷ୍ଟିଓଆର୍ଥ୍ରାଇଟିସ୍‌ର ସମସ୍ୟା ଆରମ୍ଭ ହୋଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ ହେଉଛି ଆର୍ଥ୍ରାଇଟିସ୍‌ର ସବୁଠାରୁ ସାଧାରଣ ରୂପ। ଆଣ୍ଠୁ, କହୁଣୀ ଏବଂ ଅଣ୍ଟା ହାଡ଼ର ଜଏଣ୍ଟ ମଧ୍ୟରେ କାର୍ଟିଲେଜ୍‌ ରହିଥାଏ, ଯାହାକି ଗଦି ଭଳି କାମ କରିଥାଏ। ଯାହାଫଳରେ ଚଳପ୍ରଚଳ ହେବା ବେଳେ ହାଡ଼ରେ ହାଡ଼...
music therapy for mind

ଆପଣାନ୍ତୁ ମ୍ୟୁଜିକ୍ ଥେରାପି ରହନ୍ତୁ ଚିନ୍ତାମୁକ୍ତ

0
କୁହାଯାଏ ଗୀତ ଶୁଣିଲେ ମନର ସମସ୍ତ ଦୁଃଖ, ଅବସାଦ ଭୁଲି ହୋଇଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୀତ ଶୁଣିବା ଦ୍ୱାରା ମଣିଷ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ପାଇଥାଏ। ତେବେ କିଭଳି ଗୀତ ମାନସିକ ଚାପ ଦୂର କରିବାରେ ସାହାଯ୍ୟ କରେ ଆସନ୍ତୁ ଜାଣିବା। କାମର...
Suvendu Narayan Mishra_ Suicide Prevention

ଆତ୍ମହତ୍ୟାକୁ କେମିତି ରୋକାଯାଇ ପାରିବ?

0
https://www.youtube.com/watch?v=QQ4ClU_viBg&t=76s ଆତ୍ମହତ୍ୟାର ଲକ୍ଷଣ ସବୁ କ’ଣ? ଆସନ୍ତୁ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଏନେଇ କ’ଣ କହୁଛନ୍ତି। ଆତ୍ମହତ୍ୟା ପୂର୍ବର ସମ୍ଭାବ୍ୟ ଲକ୍ଷଣକେଉଁ ବୟସରେ ଆତ୍ମହତ୍ୟା ଅଧିକ ହେଉଛି?ଆତ୍ମହତ୍ୟା ପ୍ରବଣତାକୁ କେମିତି ରୋକିବା?ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳତ ଦରକାର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି। ସାଧାରଣତଃ...
parkinsons

କମ୍ପବାତ ରୋଗ କ’ଣ?

0
https://www.youtube.com/embed/3BfmtNbLgXo କମ୍ପବାତ ବା ପାର୍କିନ୍‌ସନ୍ ରୋଗର କାରଣ କ’ଣ? ଏନେଇ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଅମିତାଭ ରଥ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ପାର୍କିନ୍‌ସନ୍ ରୋଗ ବା କମ୍ପବାତ ହେଉଛି ଏକ ସ୍ନାୟୁଗତ ସମସ୍ୟା। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ରୋଗର ଶିକାର ହୋଇପାରନ୍ତି। ମସ୍ତିଷ୍କରେ ଥିବା...
error: Content is protected !!