ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିଲେ ହୋଇଥାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

0
ଆଣ୍ଠୁଗଣ୍ଠି ଯନ୍ତ୍ରଣାର କାରଣ ଓ ଏହାର ଚିକିତ୍ସା ବିଷୟରେ ଜାଣନ୍ତୁ ଡାକ୍ତର ସ୍ମରଜିତ ପଟ୍ଟନାୟକଙ୍କ ପରାମର୍ଶ। ବୟସ ବଢ଼ିବା ସହ ଲୋକମାନଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇଥାଏ। ଆଣ୍ଠୁ ଓ ଗଣ୍ଠିରେ ଯନ୍ତ୍ରଣା ହେବା ସହିତ ଠିଆ ହେଲେ ବା ଚାଲିଲେ ଜଲ୍‌ଦି ଥକ୍କା ଲାଗିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦିନ...

ହେପାଟାଇଟିସ୍ ଏ’ର କାରଣ ଓ ଲକ୍ଷଣ ଜାଣନ୍ତୁ

0
ଲକ୍ଷଣରୁ ଜାଣନ୍ତୁ ହେପାଟାଇଟିସ୍ ଏ’ ସଂପର୍କରେ। ଭାରତରେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ହେପାଟାଇଟିସ୍ ଅନ୍ୟତମ। ଏହା ଲିଭର ବା ଯକୃତରେ ହେଉଥିବା ଏକପ୍ରକାର ସଂକ୍ରମଣ ଯାହାକି ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ। ହେପାଟାଇଟିସ୍ ୫ ପ୍ରକାରର ହୋଇଥାଏ - ଏ,ବି, ସି,ଡି,ଇ। ଏଥିମଧ୍ୟରୁ ବି ଏବଂ ସି...
corona_india_2 apr

ସବୁ ରାଜ୍ୟରେ ପଶିଲା ମହାମାରୀ କରୋନା, ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଭାରତରେ କରୋନା ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶର ୨୮ଟି ରାଜ୍ୟରେ କରୋନା ପଶିଯାଇଛି। ସରକାରୀ ତଥ୍ୟ ଅନୁସାରେ ଏ ଯାଏଁ ୧୭୬୪ ଲୋକ ଏହି ଘାତକ ଭୂତାଣୁର ଶିକାର ହୋଇଛନ୍ତି। ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦...

ଆଖି ତଳ କଳା ପଡ଼ୁଛି କି? ଜାଣନ୍ତୁ କେମିତି ହଟାଇବେ

0
ରାତି ଅନିଦ୍ରା, ମାନସିକ ଚାପ, ଦୀର୍ଘ ସମୟ ଧରି କମ୍ପ୍ୟୁଟରକୁ ଚାହିଁ ରହିବା କାରଣରୁ ଆଖି ତଳେ କଳା ଦାଗ ପଡ଼ିଥାଏ। କେତେକ ଘରୋଇ ଉପଚାର ଆପଣେଇ ଏହି ଦାଗକୁ ହଟାଇପାରିବେ। ଏଲୋଭେରା: କସମେଟିକ୍ ଗୁଣ ପାଇଁ ବେଶ୍ ପରିଚିତ ଏଲୋଭେର।। ଯାହାକି ଚଷମା ଦାଗ ଦୂର କରିବା କ୍ଷେତ୍ରରେ...

ଶୀତଦିନେ ଗୋଡ଼ ଫଟା ଓ ରୁପି ସମସ୍ୟାରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/9z6jRaXZfus ଶୀତଦିନେ ଗୋଡ଼ ଫଟା ଓ ରୁପି ସମସ୍ୟାକୁ କେମିତି କରିବେ ଦୂର। ଏହାର ଘରୋଇ ଉପଚାର ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଠାରୁ ଆସନ୍ତୁ ଜାଣିବା। ସାଧାରଣତଃ ଶୀତ ଦିନେ ଶୁଷ୍କ ଜଳବାୟୁ ଯୋଗୁଁ ତ୍ଵଚାରେ ପାଣି ଓ ତେଲ ଅଂଶ କମିଯାଏ। ତେଣୁ ବିଭିନ୍ନ...
brain tumor

ଆସନ୍ତୁ ଜାଣିବା ବ୍ରେନ୍‌ ଟ୍ୟୁମରର ଲକ୍ଷଣ କ’ଣ?

0
ଆଜିକାଲି ବ୍ରେନ ଟ୍ୟୁମର୍ ଏକ ଘାତକ ରୋଗ ଭାବେ ଉଭା ହୋଇଛି। ଲଗାତାର ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।     ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। କିନ୍ତୁ ଲଗାତର ଭାବେ ଏହି ସମସ୍ୟା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। କାରଣ ଏପରି ହେବାଦ୍ୱାରା...
how to keep your children happy

ଲକ୍‌ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା

0
କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଘୋଷଣା ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାଙ୍କ ପାଇଁ ସୃଷ୍ଟି କରିଛି ଅଧିକ ସମସ୍ୟା। ଘରେ ରହି...

ବଂଶଗତ କାରଣରୁ ହୋଇପାରେ କ୍ୟାନସର

0
କ୍ୟାନସର ରୋଗ ବିଷୟରେ ଶୁଣିବା ମାତ୍ରେ ମନରେ ଭୟ ଆସିଯାଏ। ବଂଶଗତ କାରଣରୁ ବା ଅନ୍ୟାନ୍ୟ ସଂକ୍ରମଣ ହେତୁ କ୍ୟାନସର ହୋଇଥାଏ। ତେବେ କ୍ୟାନସର କାହିଁକି ହୁଏ ଏବଂ ତା’ର ଚିକିତ୍ସା ବାବଦରେ ଡାକ୍ତର ସୌରଭ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କ୍ୟାନସର ଏକ ମାରାତ୍ମକ...
heart attack

ହୃଦଘାତର ଆଶଙ୍କାକୁ କେମିତି ଏଡ଼ାଇବେ? ଆସନ୍ତୁ ଜାଣିବା

0
ମାନସିକ ଚାପ, ଅବ୍ୟବସ୍ଥିତ ଜୀବନଶୈଳୀ, ଠିକ୍ ଭାବେ ଖାଦ୍ୟ ପେୟ ଗ୍ରହଣ ନ କରିବା ହୃଦଘାତର ଆଶଙ୍କାକୁ ବୃଦ୍ଧି କରିଥାଏ। ତେଣୁ ସମୟ ଥାଉ ଥାଉ ସାବଧାନ ରହିବାର ଆବଶ୍ୟକତା ରହିଛି। ସେହିପରି ନିୟମିତ ବ୍ୟବଧାନରେ ଚେକ୍ଅପ୍ କରିବାର ବି ଆବଶ୍ୟକତା ରହିଛି। କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ? -କାମ...

କାହିଁକି ବଢ଼ୁଛି ମାନସିକ ରୋଗ?

0
https://www.youtube.com/embed/GmBI0_padGY ଦିନକୁ ଦିନ ମାନସିକ ରୋଗ ବଢ଼ୁଛି କାହିଁକି? ଏହାର ଚିକିତ୍ସା କ'ଣ ରହିଛି? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ରଥ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ସାମାଜିକ ଆଶାର ପୃଷ୍ଠଭୂମିରେ ମଣିଷର ବ୍ୟବହାରର ତାରତମ୍ୟତାକୁ ମାନସିକ ରୋଗ ବୋଲି କୁହାଯାଏ। ଏହା ହେଉଛି ମନର...
error: Content is protected !!