Asian Institute of Public Health (AIPH) University, Bhubaneswar

ପବ୍ଲିକ୍ ହେଲ୍‌ଥ ବିଷୟରେ ଅତ୍ୟାଧୁନିକ ପାଠ୍ୟକ୍ରମ ଓ ଗବେଷଣା ଲାଗି ଓଡ଼ିଶାରେ ବିଶ୍ୱବିଦ୍ୟାଳୟ

0
ଭୁବନେଶ୍ୱରସ୍ଥିତ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ ୟୁନିଭର୍ସିଟି ଜନସ୍ୱାସ୍ଥ୍ୟ ବିଷୟରେ ଶିକ୍ଷାଦାନ ଲାଗି ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ପିଏଚଡି, ମାଷ୍ଟର ଏବଂ ଅଣ୍ଡର ଗ୍ରାଜୁଏଟ୍ ତଥା ଏମବିଏ ଓ ବିବିଏ ପାଠ୍ୟକ୍ରମ ଆଜିର ଦିନରେ ଚିକିତ୍ସା ସେବା କ୍ଷେତ୍ରରେ ନୂଆ ନୂଆ ଆହ୍ୱାନ ଦେଖିବାକୁ...
fear of decidophobia

କିଶୋର ଅବସ୍ଥାର ବଡ଼ ଶତ୍ରୁ ବିଷୟରେ ଜାଣନ୍ତୁ

0
କିଶୋର ଅବସ୍ଥାର ଛଅଟି ବଡ଼ ସମସ୍ୟା ଦୁର୍ଘଟଣା, ନିଶାଦ୍ରବ୍ୟ ସେବନ, ହିଂସା, ଆତ୍ମହତ୍ୟା, ଅବାଞ୍ଛିତ ଗର୍ଭଧାରଣ, ମେଦବହୁଳତାରୁ ସୁରକ୍ଷିତ ରହିବା ପାଇଁ ସେସବୁ କ’ଣ ପ୍ରଥମେ ଜାଣିବା ଦରକାର। ପିଲାମାନଙ୍କ ପାଇଁ ବାପା, ମାଆ ବ୍ୟସ୍ତ ହେବା ସାଧାରଣ କଥା। କିନ୍ତୁ କିଶୋର ଅବସ୍ଥାରେ ପିଲାମାନେ ସ୍ୱାଧୀନ ହୋଇଥାନ୍ତି...
soyabean benefits

ସୋୟାବିନ୍ ଖାଇବାର ଫାଇଦା

0
ଅନେକ ପ୍ରକାର ରୋଗ ଓ ସଂକ୍ରମଣକୁ ସୋୟାବିନ୍ ଦୂର କରେ। ଏହା ପ୍ରୋଟିନ୍, ଭିଟାମିନ୍ ବି କଂପ୍ଲେକ୍ସ ଏବଂ ଭିଟାମିନ୍ ଏର ଏକ ଭଲ ସ୍ରୋତ। ଏହାକୁ ନିୟମିତ ଭାବେ ଖାଇଲେ କି ଉପକାର ମିଳିବ ଜାଣନ୍ତୁ। -ସୋୟାବିନରେ ପ୍ରୋଟିନ୍ ବ୍ୟତୀତ ଫାଇବର, ମିନେରାଲସ, ଫାଇଟୋଆଷ୍ଟ୍ରୋଜନ୍ସ ଭରପୁର ମାତ୍ରାରେ...
mother-baby

ଶିଶୁକୁ ସ୍ତନ୍ୟପାନ କେବେଯାଏଁ କରାଇବେ

0
ପିଲାମାନଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। କିନ୍ତୁ ବିଭିନ୍ନ କାରଣ ଯୋଗୁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା। ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ...
eye-dark circle

ଚଷମା ପିନ୍ଧି ଆଖି ତଳେ ଦାଗ ହୋଇଛି କି? ଆପଣାନ୍ତୁ ଏହି ଟିପ୍ସ

0
ଚଷମା ବ୍ୟବହାର କରିବା କାହା ପାଇଁ ବାଧ୍ୟତାମୂଳକ ତ କାହା ପାଇଁ ଫ୍ୟାସନ ହୋଇଥାଏା କିନ୍ତୁ ଏହି ଫ୍ୟାସନ ଯେ କ୍ଷତି ପହଁଚାଇଥାଏ ତାହା ଆପଣଙ୍କୁ ବେଶ ଭଲ ଭାବରେ ଜଣା। ପ୍ରତିଦିନ ଚଷମା ବ୍ୟବହାର କରିବା ଦ୍ୱାରା ଆଖି ପାର୍ଶ୍ୱରେ ଦାଗ ଆସିଯାଇଥାଏ। ସେହି ଦାଗ...

ମାଙ୍କଡ଼ କାମୁଡ଼ିଲେ କଣ କରିବେ?

0
ଅଧିକାଂଶ ମାଙ୍କଡ଼ କାମୁଡ଼ା ମନ୍ଦିର, ଉଦ୍ୟାନ, ଦର୍ଶନୀୟ ସ୍ଥାନରେ ଘଟିଥାଏ, କେମିତି ସାବଧାନ ରହି ଏଥିରୁ ରକ୍ଷା ପାଇବେ ଜାଣନ୍ତୁ। ଭାରତରେ କୁକୁର କାମୁଡ଼ିବା ଆଘାତ ପରେ ଦ୍ୱିତୀୟ ପଶୁମାନଙ୍କ କାମୁଡ଼ିବାଜନିତ ଆଘାତର କାରଣ ହେଉଛି ମାଙ୍କଡ଼ କାମୁଡ଼ିବା। ଆଉ ସବୁଠାରୁ ଅଧିକ ମାଙ୍କଡ଼ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି...
Medical Tourism in India

ଜାଣନ୍ତୁ ମେଡିକାଲ ଟୁରିଜିମ୍ କଣ?

0
ଆଜିକାଲି ମେଡିକାଲ ଟୁରିଜିମ୍ ଅର୍ଥାତ୍ ଚିକିତ୍ସା ପର୍ଯ୍ୟଟନ ଖୁବ୍ ପ୍ରସାର ଲାଭ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭ୍ରମଣ ସାଙ୍ଗକୁ ଶାରିରୀକ ଆରାମ। ଖୁବ୍ ଭଲ ସୁବିଧା, କମ୍ ଖର୍ଚ୍ଚ କାରଣରୁ ବିଦେଶର ବହୁ ଲୋକ ଭାରତକୁ ଏଥିପାଇଁ ବାଛୁଛନ୍ତି। ଏକ ଆକଳନ ଅନୁସାରେ ବିଦେଶରେ...
stone in body

ଷ୍ଟୋନ୍ ସମସ୍ୟା କ’ଣ, ଆସନ୍ତୁ ଜାଣିବା

0
ଆମ ଦେଶରେ ଏବେ ୪୦-୬୦ ପ୍ରତିଶତ ଲୋକ ଷ୍ଟୋନ୍ ସମସ୍ୟା ଦ୍ୱାରା ପୀଡ଼ିତ। ସେମାନଙ୍କ ମଧ୍ୟରୁ କିଛି ଏପରି ଅଛନ୍ତି ଯେଉଁମାନେ କି ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତି ନାହିଁ, ଫଳରେ ଏହି ସମସ୍ୟା ବୃଦ୍ଧି ପାଏ। ଷ୍ଟୋନ୍ ସମସ୍ୟା କ’ଣ ଆମର ପରିସ୍ରାରେ କିଛି ମିନେରାଲ୍ସ ଓ...
suicide cause

କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଏ?

0
୧୫- ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ...
dog bite

କୁକୁର କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଉପଚାର?

0
  ସାରା ପୃଥିବୀରେ ବର୍ଷକୁ ପ୍ରାୟ ୧୦ ନିୟୁତ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ କୁକୁର କାମୁଡ଼ାର ଆଶଙ୍କା ଅଧିକ ରହିଥାଏ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ରହିଥାଏ। ଫଳରେ...
error: Content is protected !!