swasthya.plus

‘ସ୍ୱାସ୍ଥ୍ୟ ଡଟ୍ ପ୍ଲସ୍’- ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍

1
ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପାଇଁ ସବୁଠାରୁ ବଡ଼ ଖବର ହୋଇଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖିବା। ସେହିପରି ବିଭିନ୍ନ ରୋଗର ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ଏବଂ ଆବଶ୍ୟକ ସମୟରେ ଉଚିତ୍ ସ୍ୱାସ୍ଥ୍ୟ ସେବା ପାଇପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟକୁ...
hot drinks

ବର୍ଷା ଦିନ ପାଇଁ ସ୍ୱାସ୍ଥ୍ୟକର ହଟ୍ ଡ୍ରିଙ୍କ୍ସ

0
ମୌସୁମୀ ଆସିଲେ ନିଜ ସହିତ ଡେଙ୍ଗୁ, ମ୍ୟାଲେରିଆ, ଭାଇରାଲ ଫିଭର ଭଳି ଅନେକ ରୋଗ ନେଇ ଆସିଥାଏ। ଏଭଳି ସ୍ଥିତିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର ଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟକର ହଟ୍ ଡ୍ରିଙ୍କସ୍ ପିଅନ୍ତୁ। ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ। ଗୋଲ୍ଡେନ୍ ମିଲ୍କ:...
decidophobia

ନିଷ୍ପତ୍ତି ନେବାକୁ ଡରୁଛନ୍ତି କି? ଏହା ହୋଇପାରେ ଡିସାଇଡୋଫୋବିଆର ଲକ୍ଷଣ

0
ଅନେକ ଲୋକ ଜୀବନରେ କୌଣସି ସିଦ୍ଧାନ୍ତ ନେବାକୁ ଭୟ କରନ୍ତି। କାଳେ ସେମାନଙ୍କର ସିଦ୍ଧାନ୍ତ ଭୁଲ୍ ହୋଇଯିବ, ଏହାଯୋଗୁ କିଛି କ୍ଷତି ହୋଇଯିବ ସେହି ଭୟରେ ସେମାନେ କିଛି ନିର୍ଣ୍ଣୟ ନେଇପାରନ୍ତି ନାହିଁ। ମନସ୍ତତ୍ତ୍ୱବିଦ୍ଙ୍କ ଅନୁସାରେ ପ୍ରକୃତରେ ଏହା ଏକ ପ୍ରକାର ଭୟ ଡିସାଇଡୋଫୋବିଆର ଲକ୍ଷଣ। କାରଣ କ’ଣ:...
healthy hair

କେଶ ଝଡ଼ିବାରୁ ରକ୍ଷା କରିବ ତୁଳସୀ, ଜାଣନ୍ତୁ ତା’ର ବ୍ୟବହାର

0
ହିନ୍ଦୁ ଧର୍ମ ଶାସ୍ତ୍ରରେ ତୁଳସୀକୁ ଦେବୀର ମର୍ଯ୍ୟାଦା ଦିଆଯାଇଛି। ଏହି ପବିତ୍ର ଗଛକୁ ଘରେ ଲଗାଇଲେ କେବଳ ଯେ ଶୁଭ ହୋଇଥାଏ ତା’ ନୁହେଁ ଏହା ବହୁ ପ୍ରକାର ସଂକ୍ରମଣରୁ ରକ୍ଷା କରେ। ତ୍ୱଚାକୁ ସୁନ୍ଦର କରିବା ସହିତ ବ୍ରଣ ପରି ସମସ୍ୟାରୁ ରକ୍ଷା କରେ। ଏହାଛଡ଼ା...
sunlight for health

ଶରୀର ପାଇଁ ଉପକାରୀ ସୂର୍ଯ୍ୟକିରଣ

0
ଆମର ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ଡିର ଆବଶ୍ୟକତା ପଡ଼ିଥାଏ। ଏହାର ଏକ ଉତ୍ସ ହେଲା ଖରା। ଯଦି ନିୟମିତ ଭାବେ ୧୫-୨୦ ମିନିଟ୍ ଧରି ନରମ ଖରାରେ ବସିବେ, ତା’ ହେଲେ ଅନେକ ଉପକାର ପାଇପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୬୦...
cooking tips

ମଧୁମେହ ରୋଗୀଙ୍କ ପାଇଁ ରୋଷେଇ ଟିପ୍ସ

0
ଏକ ଅଧ୍ୟୟନ ଅନୁସାରେ ୨୦୩୦ ସୁଦ୍ଧା ଭାରତରେ ପ୍ରାୟ ୯୮ ନିୟତ ଅର୍ଥାତ୍ ୯.୮ କୋଟି ଭାରତୀୟ ମଧୁମେହ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ମଧୁମେହକୁ ନିୟନ୍ତ୍ରିତ କରିବା ଲାଗି ବହୁତ ଲୋକ ଔଷଧ, ଇଞ୍ଜେକ୍ସନ୍ ନେଉଛନ୍ତି, ହେଲେ ଡାଏଟ୍ ଉପରେ ଧ୍ୟାନ ଦେଉନାହାନ୍ତି। ପ୍ରକୃତରେ...
child-books-study

ପାଠପଢ଼ାରେ କେମିତି ଲଗାଇବେ ପିଲାର ମନ

0
ସବୁ ଅଭିଭାବକ ମାନଙ୍କର ସ୍ୱପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ୍ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ ମାନଙ୍କର ଚିନ୍ତା ବଢିଯାଉଛି। ଏପରିସ୍ଥଳେ କିଛି ଉପାୟ ଅବଲମ୍ବନ...
drinking water for health

ପାଣି ପିଇବାର ୧୦ଟି ଲାଭ

0
୧. ଏହା ସାରା ଶରୀରରେ ଅମ୍ଳଜାନ ପହଞ୍ଚାଇଥାଏ। ରକ୍ତରେ ୯୦ ଭାଗରୁ ଅଧିକ ଅଂଶ ଜଳ ରହିଥାଏ ଏବଂ ରକ୍ତ ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ପରିବହନ କରିଥାଏ। ୨. ଏହା ଚର୍ମକୁ ସୁସ୍ଥ ଓ ସୁନ୍ଦର ରଖେ। ଜଳହୀନତା ଫଳରେ ଚର୍ମରୋଗ ଦେଖାଦେଇଥାଏ ଓ ଚର୍ମ ଅକାଳରେ...
viral fever

ଭାଇରାଲ୍ ଫିଭରର ଘରୋଇ ଉପଚାର

0
ଭାଇରାଲ୍‌ ଫିଭର ଚିକିତ୍ସାର ଚାବିକାଠି ଆମ ରୋଷେଇ ଘରେ ଅଛି ଭାଇରାଲ୍ ଫିଭର ବା ଭୁତାଣୁଜନିତ ସଂକ୍ରମଣ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀକୁ ଦୁର୍ବଳ କରିଦେଇଥାଏ। ଏହା ମଧ୍ୟ ବଡ଼ମାନଙ୍କଠାରୁ ପିଲାମାନଙ୍କୁ ଦ୍ରୁତ ଗତିରେ ବ୍ୟାପିଯାଏ। ଭାଇରାଲ୍ ଫିଭରରେ ଜ୍ୱର, ତଣ୍ଟି...
lipstick and health

ଲିପ୍‌ଷ୍ଟିକ୍ ଲଗାଉଛନ୍ତି କି? ହୋଇପାରେ ଏହି ସମସ୍ୟା

0
ଲିପଷ୍ଟିକ ବିନା ମହିଳାଙ୍କ ମେକ୍ଅପ୍ ଅସମ୍ପୂର୍ଣ୍ଣ। ଅନ୍ୟ ମେକ୍ଅପ୍ ପ୍ରଡକ୍ଟ ଅପେକ୍ଷା ଲିପଷ୍ଟିକକୁ ସମସ୍ତେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଜାଣିଛନ୍ତି ଏହି ଲିପଷ୍ଟକ୍ ଲଗାଇବା ଦ୍ଵାରା ଅନେକ ପ୍ରକାର ରୋଗର ଶିକାର ହେବା ଆଶଙ୍କା ବଢ଼ିଥାଏ। କେତେକ ମହିଳା ଅନ୍ୟର ମେକ୍ଅପ୍ ସାମଗ୍ରୀ (ବିନ୍ଦି, କାଜଲ୍, ଲାଇନର୍...
error: Content is protected !!