ମଦ୍ୟପାନ – କାହିଁକି ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ?

0
https://youtu.be/AGuLYokGNkY ମଦ ପିଇବା ଦ୍ୱାରା ଶାରୀରିକ ଓ ମାନସିକ ଭାବେ କ’ଣ କ୍ଷତି ହୁଏ? ମଦ ପିଇବା ଛାଡ଼ିବେ କିପରି? ଏନେଇ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ରଙ୍କ ପରାମର୍ଶ, ଜାଣନ୍ତୁ। ମଦ୍ୟପାନର କାରଣ କ’ଣ?ମଦ୍ୟପାନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସମସ୍ୟାମଦ ଛାଡ଼ିବେ...

ତୃତୀୟ ଲହର ପାଇଁ ପ୍ରସ୍ତୁତି – ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ

0
ତୃତୀୟ ଲହରକୁ ନେଇ ଏବେଠୁ ପ୍ରସ୍ତୁତି ଶିଶୁମାନେ ଅଧିକ ପ୍ରଭାବିତ ନେଇ ଆଶଙ୍କାଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମଚିକିତ୍ସା ପାଇଁ ଜେନେରାଲ ଓ ଆଇସିୟୁ ବେଡ୍‌ ପ୍ରସ୍ତୁତ ରାଜ୍ୟରେ ଆସିପାରେ ତୃତୀୟ ଲହର। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ପ୍ରଭାବିତ ହେବାଲାଗି ବିଶେଷଜ୍ଞମାନେ ମତ...

ଖରାଦିନେ ତ୍ୱଚାର ଯତ୍ନ କିପରି ନେବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/dG7CVGtLEg0 ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟାରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ କହୁଛନ୍ତି, ଜାଣନ୍ତୁ। ଖରାଦିନେ ତ୍ୱଚା ସମସ୍ୟାର ଚିକିତ୍ସାତ୍ୱଚାର କିପରି ନେବେ ଯତ୍ନ?ମାସ୍କ ଓ ସାନିଟାଇଜର...

କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା

0
https://youtu.be/iC52sB9yAko ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ। ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ?କୋଭିଡ୍‌ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସାକୋଭିଡ୍‌ରୁ ସୁସ୍ଥତା ପରେ ଜୀବନଶୈଳୀକୋଭିଡ୍‌ରୁ ସୁସ୍ଥତା ପରେ ପୁଣି ସଂକ୍ରମଣର ଆଶଙ୍କା ଅଛି କି?ସୁସ୍ଥ...

କୋଭିଡ୍‌ ସମୟରେ ମାନସିକ ଚାପ – କେମିତି ମୁକୁଳିବେ?

0
https://youtu.be/RJRgyTfti3s କୋଭିଡ୍‌ ଯୋଗୁଁ ଅନେକ ଲୋକଙ୍କର ମାନସିକ ଚାପ ବଢ଼ୁଛି? ଏହି ଚାପରୁ କିପରି ବାହାରିବେ? ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ମାନସିକ ସ୍ଥିତିଛୋଟ ପିଲାଙ୍କୁ କିଭଳି ବୁଝାଇବେଅନିଶ୍ଚିତ ଭବିଷ୍ୟତ...

ଫ୍ରୋଜନ୍‌ ସୋଲଡର କ’ଣ?

0
https://youtu.be/4I3kE0zcyT4 ଫ୍ରୋଜନ୍‌ ସୋଲଡର କ’ଣ? ଏହା କାହିଁକି ହୁଏ? ଫ୍ରୋଜନ୍‌ ସୋଲଡରରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସାର୍ଥକ ମହାନ୍ତି କ’ଣ କହୁଛନ୍ତି, ଜାଣନ୍ତୁ। ଫ୍ରୋଜନ୍ ସୋଲଡରର କାରଣଫ୍ରୋଜନ୍ ସୋଲଡରର ଲକ୍ଷଣକେମିତି ଚିହ୍ନିବେ ଫ୍ରୋଜନ୍ ସୋଲଡର?ଫ୍ରୋଜନ୍ ସୋଲଡରର ଚିକିତ୍ସାଫ୍ରୋଜନ୍ ସୋଲଡର ଏଡ଼ାଇବା କିପରି? ଫ୍ରୋଜନ୍‌ ସୋଲଡର...

କାହାକୁ ହୋଇପାରେ ହ୍ୱାଇଟ୍‌ ଫଙ୍ଗସ୍‌?

0
https://youtu.be/jI9fsM6HOu0 ହ୍ୱାଇଟ୍‌ ଫଙ୍ଗସ୍‌ କ’ଣ? ଏଥିରୁ ସୁରକ୍ଷିତ ରହିବେ କିପରି? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା କ’ଣ କହୁଛନ୍ତି, ଜାଣନ୍ତୁ। ହ୍ୱାଇଟ୍ ଫଙ୍ଗସ୍ କ’ଣ? (What is White Fungus in Odia) ବ୍ଲାକ୍‌ ଫଙ୍ଗସ୍‌ ପରେ ବର୍ତ୍ତମାନ ହ୍ୱାଇଟ୍‌ ଫଙ୍ଗସ୍‌ ସଂକ୍ରମଣ ଦେଖାଦେବାରେ ଲାଗିଛି। କୋଭିଡ୍‌-୧୯ରେ...

ଡାଏବେଟିସ୍‌ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍‌ର ଆଶଙ୍କା ଅଧିକ

0
https://youtu.be/87XWnyjyhxE ଡାଏବେଟିସ୍ ରୋଗୀମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ଅଧିକ। ଏନେଇ ବିଶିଷ୍ଟ କର୍ଣ୍ଣ, ନାଶା ଓ ଗଳା (ଇଏନ୍‌ଟି)ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ ଅଧିକ ଜାଣନ୍ତୁ। ବ୍ଲାକ୍ ଫଙ୍ଗସ୍ ହେବାର କାରଣଡାଏବେଟିସ୍ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ଅଶଙ୍କା ଅଧିକବ୍ଲାକ୍ ଫଙ୍ଗସ୍‌କୁ ଚିହ୍ନିବେ କିପରି?ବ୍ଲାକ୍ ଫଙ୍ଗସ୍‌ର ପରୀକ୍ଷାବ୍ଲାକ୍...

ଗ୍ୟାଷ୍ଟ୍ରିକ୍‌ ସମସ୍ୟା – କେମିତି ପାଇବେ ମୁକ୍ତି?

0
https://youtu.be/HBLmuPuviEs ଗ୍ୟାସ୍‌ ସମସ୍ୟା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ ଏହା ସବୁ ବୟସର ଲୋକଙ୍କଠାରେ ଦେଖିବାକୁ ମିଳୁଛି। ହେଲେ କାହିଁକି ଚିନ୍ତାର ବିଷୟ ଗ୍ୟାସ୍‌ ସମସ୍ୟା? ଏନେଇ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ୍‌ କୁମାର ପତିଙ୍କଠାରୁ ଅଧିକ ଜାଣନ୍ତୁ। ଗ୍ୟାସ୍ - କାହିଁକି ଚିନ୍ତାର ବିଷୟ?ଗ୍ୟାସ୍...
mobile

ଲମ୍ବା ସମୟ କମ୍ପ୍ୟୁଟର ବ୍ୟବହାର କରି ଆଖି ଯନ୍ତ୍ରଣା ହେଉଛି କି?

0
କୋଭିଡ୍‌ ମହାମାରୀ ଯୋଗୁଁ ଅଧିକାଂଶ ଲୋକ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ କ୍ଲାସ୍‌ କରୁଥିବା ବେଳେ ଅନ୍ୟ ବର୍ଗର ଲୋକମାନେ ଅଧିକାଂଶ ସମୟ ମୋବାଇଲ ଫୋନ୍‌ର ବ୍ୟବହାର କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ସମସ୍ତେ ଅନ୍‌ଲାଇନ୍‌ ଉପରେ ନିର୍ଭରଶୀଳ। ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌,...
error: Content is protected !!