କର୍ମଜୀବୀ ଗର୍ଭବତୀ ମହିଳା ଏହା ଜାଣିରଖନ୍ତୁ

0
କର୍ମଜୀବୀ ମହିଳାଙ୍କୁ ଅଫିସ ସହିତ ଘରର ଦାୟିତ୍ୱ ତ ନିର୍ବାହ କରିବାକୁ ପଡ଼ିଥାଏ। ତେବେ ଗର୍ଭାବସ୍ଥା ସମୟରେ ଏସବୁ ସହ ନିଜର ମଧ୍ୟ ଯତ୍ନ ନେବା ଜରୁରୀ। -କାର ଚଳାଉଥିଲେ ପ୍ରଥମ ଦୁଇମାସ ତ କିଛି ସମସ୍ୟା ହୋଇନଥାଏ। ତେବେ ତୃତୀୟ ମାସଠାରୁ ସିଟ ବେଲଟ ପିନ୍ଧିବାରେ ସମସ୍ୟା...
SPINAL TB

ଜାଣନ୍ତୁ ସ୍ପାଇନାଲ ଟିବି ସଂପର୍କରେ

0
ଆମ ମଧ୍ୟରୁ ଅନେକ ଲୋକ ପିଠି ଯନ୍ତ୍ରଣାକୁ ମାମୁଲି ବୋଲି ଭାବି ଅଣଦେଖା କରନ୍ତି। ପ୍ରକୃତରେ କିନ୍ତୁ ଏହା ଏକ ଗୁରୁତର ସମସ୍ୟା। କାରଣ ବହୁ ସମୟରେ ଏହା ସ୍ପାଇନାଲ ଟିବିର ରୂପ ନେଇଥାଏ।   ପିଠି ଯନ୍ତ୍ରଣା ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ଡାକ୍ତରମାନଙ୍କ...
say no to alcohol

କେମିତି ଛାଡ଼ିବେ ମଦ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ଗୀତା ଦାସ

0
ଗୀତା ଦାସ ‘‘ମୁଁ ମଦ ଛାଡ଼ିପାରିବି ନାହିଁ’’- ଏକଥା ଧରି ନେଇଥିବା ଲୋକଙ୍କୁ କ’ଣ ପରାମର୍ଶ ଦେଉଛନ୍ତି ବିଶିଷ୍ଟ ଓଡ଼ିଆ ମନୋବିଜ୍ଞାନୀ, ପଢ଼ନ୍ତୁ: ୧- ମଦ ନ ପିଇ ରହିବାର ଇଚ୍ଛାକୁ ଦୃଢ଼ କରିବା। ୨- ଯେଉଁ ଅବସ୍ଥାରେ ମଦ ପିଇବାର ଆଶଙ୍କା ରହିଛି ସେ ଅବସ୍ଥା ବିଷୟରେ ସଚେତନ ରହି କେମିତି ସେପରି ଅବସ୍ଥାରେ...
Brain tumor symptoms

ବ୍ରେନ ଟ୍ୟୁମରର ଲକ୍ଷଣ

0
ଅଚାନକ ପ୍ରବଳ ମୁଣ୍ଡ ବିନ୍ଧିବା, ରୋଗୀ ବେହୋସ ହୋଇଯିବା, ତ୍ୱଚାର ରଙ୍ଗ ପରିବର୍ତ୍ତନ ଇତ୍ୟାଦିକୁ ଅଣଦେଖା କରନ୍ତୁ ନାହିଁ। ଏହା ବ୍ରେନ ଟ୍ୟୁମରର ଲକ୍ଷଣ ହୋଇପାରେ। ତୁରନ୍ତ ଏହାର ଚିକିତ୍ସା କଲେ ଆରୋଗ୍ୟ ସମ୍ଭବପର। ମୁଣ୍ଡବିନ୍ଧା: ବ୍ରେନ ଟ୍ୟୁମର ହେଲେ କିଛି କ୍ଷେତ୍ରରେ ରୋଗୀର ମୁଣ୍ଡ ଅଚାନକ ପ୍ରବଳ...

ପିଲାଙ୍କ ମାନସିକ ଚାପ କମାନ୍ତୁ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେବଳ ବଡ଼ ଲୋକମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଛୋଟ ପିଲାମାନେ ମଧ୍ୟ ଖୁବ୍ ଚାପଗ୍ରସ୍ତ ହୋଇଯାଉଛନ୍ତି। ଛୋଟ ଦିନରୁ ସେଥିପ୍ରତି ଦୃଷ୍ଟି ନ ରଖିଲେ ତାହା ପରେ ମାନସିକ ଅବସାଦର ରୂପ ନେଇଥାଏ। -ପିଲାଙ୍କ ସହ ସବୁ ସମୟରେ କଥା...
improper sleep

ହରମୋନରେ ପରିବର୍ତ୍ତନ ଅନିଦ୍ରାର କାରଣ

0
ଆଜିକାଲି ନିଦ ନ ହେବା ଲୋକମାନଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହା ଅଧିକ ଭାବେ ଦେଖାଦେଉଛି। ଠିକ୍ ଭାବେ ନିଦ ନ ହେବା ଯୋଗୁ ଅନେକ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ହରମୋନରେ ପରିବର୍ତ୍ତନ ହେବା ଏହାର...
eczema

କେଉଁ ଖାଦ୍ୟରୁ ହୋଇପାରେ ଫୁଡ୍‌ ଆଲର୍ଜି

0
ଯେତେବେଳେ ଆମ ଶରୀର କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରକାର ଖାଦ୍ୟକୁ ବରଦାସ୍ତ କରିପାରେନାହିଁ ଏବଂ ସେଥିଯୋଗୁ ଶରୀରରେ ବିଭିନ୍ନ ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ସେଭଳି ଅବସ୍ଥାକୁ ଫୁଡ୍ ଆଲର୍ଜି ବା ଖାଦ୍ୟଜନିତ ଆଲର୍ଜି ବୋଲି କୁହାଯାଇଥାଏ। ଏଭଳି ସ୍ଥିତିରେ ଶରୀରର ବିଭିନ୍ନ ସ୍ଥାନରେ ଲାଲ୍ ଲାଲ୍ ଚକଡ଼ା ଚକଡ଼ା...
egg and chicken

ଅଣ୍ଡାଠାରୁ ଚିକେନ୍ ଅଧିକ ଉପଯୋଗୀ

0
ଅଧିକ ମାଂସପେଶୀ ପାଇଁ ଶରୀରରେ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାରର ଆବଶ୍ୟକତା ରହିଛି। କୋଷ, ତ୍ଵଚା ଏବଂ ଶରୀରର ବିକାଶ ପାଇଁ ଏହା ନିତ୍ୟାନ୍ତ ଜରୁରୀ। ତେଣୁ ଦୈନିକ ବ୍ୟାୟାମ୍ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋଟିନ୍ ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ଅଣ୍ଡା, ମାଂସ, ଦୁଗ୍ଧଜାତୀୟ ଖାଦ୍ୟ...
hand sanitizer

ହ୍ୟାଣ୍ଡ ସାନିଟାଇଜର କେତେ ସୁରକ୍ଷିତ?

0
ଆଜିକାଲି ହାତଧୋଇବା ପାଇଁ ସାବୁନ ବଦଳରେ ଲୋକମାନେ ସାନିଟାଇଜର ବ୍ୟବହାର କରୁଛନ୍ତି। ସାନିଟାଇଜର କୀଟାଣୁକୁ ହାତରୁ ବାହାର କରିବା ସହିତ ହାତରେ ଏକ ହାଲକା ସୁଗନ୍ଧ ମଧ୍ୟ ରହିଯାଏ। ତେବେ ଏହାକୁ ବାରମ୍ବାର ବ୍ୟବହାର କଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। -ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ ନାମକ ଏକ...

ଜେନେରାଲାଇଜଡ ଆଙ୍ଗଜାଇଟି ଡିସଅର୍ଡର ଏକ ମାନସିକ ସମସ୍ୟା

0
ସାରା ପୃଥିବୀର ସବୁ ଲୋକ କିଛି ନା କିଛି କଥାକୁ ନେଇ ଚିନ୍ତିତ ରହନ୍ତି। ଏପରି ଚିନ୍ତା ସ୍ୱାଭାବିକ। ଏହା ଆମ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଯଦି ଏହି ଚିନ୍ତା ଯୋଗୁ କୌଣସି ଲୋକ ନିଜର ଦୈନନ୍ଦିନ କାମ କରିବାରେ ଅସମର୍ଥ ହୁଅନ୍ତି ତା’...
error: Content is protected !!