soyabean benefits

ସୋୟାବିନ୍ ଖାଇବାର ଫାଇଦା

0
ଅନେକ ପ୍ରକାର ରୋଗ ଓ ସଂକ୍ରମଣକୁ ସୋୟାବିନ୍ ଦୂର କରେ। ଏହା ପ୍ରୋଟିନ୍, ଭିଟାମିନ୍ ବି କଂପ୍ଲେକ୍ସ ଏବଂ ଭିଟାମିନ୍ ଏର ଏକ ଭଲ ସ୍ରୋତ। ଏହାକୁ ନିୟମିତ ଭାବେ ଖାଇଲେ କି ଉପକାର ମିଳିବ ଜାଣନ୍ତୁ। -ସୋୟାବିନରେ ପ୍ରୋଟିନ୍ ବ୍ୟତୀତ ଫାଇବର, ମିନେରାଲସ, ଫାଇଟୋଆଷ୍ଟ୍ରୋଜନ୍ସ ଭରପୁର ମାତ୍ରାରେ...
stomach pain

ଗ୍ୟାଷ୍ଟ୍ରିକ୍‌ କ’ଣ? ଜାଣନ୍ତୁ, ଏହାର ଲକ୍ଷଣ ଓ ନିରାକରଣ

0
ପେଟ ଗ୍ୟାସକୁ ଅଧୋବାୟୁ କହନ୍ତି। ଏହା ଫଳରେ ଏସିଡିଟି, କବ୍‌ଜ, ପେଟବିନ୍ଧା, ମୁଣ୍ଡବ୍ୟଥା, ଆଦି ଅନୁଭବ ହୋଇଥାଏ। ଆୟୁର୍ବେଦ ଅନୁସାରେ ଏହା ପରେ ନପୁଂସକତା ଓ ମହିଳାଙ୍କଠାରେ ଯୌନରୋଗ ହେବାର କାରଣ ହୋଇଥାଏ। ଗ୍ୟାସ ହେବାର ଲକ୍ଷଣ: ପେଟ ବିନ୍ଧା, ଜ୍ୱଳନ, ପେଟରେ ଗ୍ୟାସ ପାସ ହେବା, ବିକାର...
lockdown_learn new thing to your kid

ପିଲାଙ୍କୁ ଲକ୍‌ଡାଉନରେ ଶିଖାନ୍ତୁ ନୂଆ କଥା

0
କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ତେବେ ଏହା ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାଙ୍କ ପାଇଁ ସୃଷ୍ଟି କରିଛି ଅଧିକ ସମସ୍ୟା। ଘରେ ରହି ସେମାନେ ବୋର୍ ହେଉଥିବାବେଳେ ଆପଣ ଚାହିଁଲେ ସେମାନଙ୍କୁ ନୂଆ କଥା ଶିଖାଇ ଏହି ସମୟର ସଦ୍‌ବିନିଯୋଗ କରାଇପାରିବେ। ...
curd for health

ଦେହ ପାଇଁ ହିତକର ଦହି

0
ଖରା ହେଉ କିମ୍ବା ବର୍ଷା ଦହିର ଆଦର ସବୁଦିନ ରହିଛି। ଦହି ଆମ ଶରୀରକୁ ଶକ୍ତିଶାଳୀ, ଫୁର୍ତ୍ତି ଏବଂ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିଥାଏ। ଭାରତରେ ପ୍ରାୟ ସବୁ ଜାଗାରେ ଦହିର ଆଦର ରହିଛି। ଘୋଳ ଦହି, ମିଠା ଦହି, ଲସି ଏବଂ ଚହ୍ଲା ଆଦି ଦହି ଖାଇବାକୁ...
medicine care at home

ଜାଣନ୍ତୁ କେମିତି ଦାୟିତ୍ଵର ସହ ରଖିବେ ଔଷଧ ଏବଂ ଇନସୁଲିନ?

0
ଘରେ ଏବଂ ଯାତ୍ରା କରୁଥିବା ସମୟରେ ଔଷଧ ଏବଂ ଇନସୁଲିନକୁ କିଭଳି ରଖିବେ ତାହା ଜାଣନ୍ତୁ। ଘରେ ଥିବା ସମୟରେ ସବୁବେଳେ ଏକ ଉଚ୍ଚ ଥାକରେ ଔଷଧକୁ ରଖନ୍ତୁ। ସ୍ଥାନଟି ଥଣ୍ଡା ହୋଇଥିବାବେଳେ ତାହା ଯେପରି ଶୁଖିଲା ରହୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଔଷଧର ପ୍ୟାକେଟକୁ ଥାକରେ ସେଭଳି ପକାଇ...
Type 2 Diabetes

ମାତ୍ର ୮ ବର୍ଷ ବୟସରୁ କାହିଁକି ଦେଖାଦିଏ ଟାଇପ୍‌ -ଟୁ ଡାଇବେଟିସ୍‌?

0
ପରିଣତ ବୟସରେ ଯେଉଁ ଟାଇପ୍‌-୨ ଡାଇବେଟିସ୍‌ ହୁଏ, ତା’ର ଲକ୍ଷଣ ପିଲାବେଳୁ ହିଁ ଦେଖାଯାଏ। ନିକଟରେ କରାଯାଇଥିବା ଗବେଷଣାରେ ସାମ୍ନାକୁ ଆସିଛି ଏମିତି ତଥ୍ୟ। ବୈଜ୍ଞାନିକମାନଙ୍କ କହିବା କଥା ଡାଇବେଟିସ୍‌ର ଲକ୍ଷଣ ଦୀର୍ଘ ବର୍ଷ ପୂର୍ବରୁ ଦେଖାଯାଏ, ଧୀରେ ଧୀରେ ବଢ଼େ ଏବଂ ପୌଢ଼ ଅବସ୍ଥାରେ ଲୋକଙ୍କୁ...

ଋତୁଚକ୍ରକୁ ନେଇ ପ୍ରଚଳିତ କୁସଂସ୍କାରଠାରୁ ରଖନ୍ତୁ ଦୂରତା

0
ପ୍ରତିବର୍ଷ ମେ’ ୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ କରାଯାଉଛି। ମାସିକ ଋତୁଚକ୍ରକୁ ନେଇ କାହିଁ କେଉଁ କାଳରୁ ପାରମ୍ପାରିକ ନିୟମ ଓ ଧାର୍ମିକ ବିଶ୍ୱାସ...

କେବଳ ପିଜୁଳି ନୁହେଁ, ପିଜୁଳି ପତ୍ର ବି ଉପକାରୀ

0
ପିଜୁଳି ପାଟିକୁ ଯେତିକି ସୁଆଦିଆ ଲାଗେ ଦେହ ପାଇଁ ମଧ୍ୟ ସେତିକି ଭଲ। ଆସନ୍ତୁ ଜାଣିବା ପିଜୁଳିର ଆଉ କ’ଣ ସବୁ ଔଷଧୀୟ ଗୁଣ ରହିଛି। ପିଜୁଳି ପେଟର ଅନେକ ରୋଗ ଦୂର କରିଥାଏ। ଲେମ୍ବୁ ଏବଂ କମଳା ଅପେକ୍ଷା ପିଜୁଳିରେ ଅଧିକ ଭିଟାମିନ ସି ଥାଏ। ଖାଇବା...
kidney

ଭାରତରେ ବଢୁଛି କିଡନି ରୋଗ – ଜାଣନ୍ତୁ, କ’ଣ ରହିଛି ଏହାର ଲକ୍ଷଣ?

0
ଦିନକୁ ଦିନ ଭାରତରେ କିଡନି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରାଥମିକ ପର୍ଯ୍ୟାୟରେ ସାଧାରଣତଃ କିଡନି ଖରାପ ହୋଇଛି ବୋଲି ଜଣା ପଡିନଥାଏ। ସହଜରେ ଏହାର କୌଣସି ଲକ୍ଷଣ କିଛି ଦେଖାଯାଏନି। ମଣିଷ ଶରୀରରେ ଦୁଇଟି କିଡନି ଥାଏ। ଆମ ମୁଠା ଆକାରର କିଡନିଗୁଡିକ ହୋଇଥାଏ। ଏହା ଆମ...

କରୋନା ରୋଗୀ ଖାଇପାରିବେ କି ଫାଭିପିରାଭିର ଔଷଧ?

0
କରୋନାରେ ସଂକ୍ରମିତ ହୋଇ ଘରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ହିଁ ଫାଭିପିରାଭିର ଔଷଧ ଖାଇପାରିବେ। ସଂକ୍ରମଣ ହେବାର ପ୍ରାଥମିକ ଅବସ୍ଥାରେ ରୋଗୀକୁ ଏହି ଔଷଧ ଦେଲେ ତା’ର ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥାଏ। ଫାଭିପିରାଭିର ବଟିକା କ’ଣ? ଫାଭିପିରାଭିର ହେଉଛି ଏକ ଆଣ୍ଟିଭାଇରାଲ ଡ୍ରଗ୍‌, ଯାହାକି ଆରଏନ୍‌ଏ RNA ପଲିମେରାଇଜ୍‌...
error: Content is protected !!