ପିଠି ଯନ୍ତ୍ରଣା ହେଉଛି କି? କରନ୍ତୁ ଅର୍ଦ୍ଧ ଚକ୍ରାସନ

0
ଗୋଟେ ସ୍ଥାନରେ ଅଧିକ ସମୟ ଧରି ଭୁଲ ଶୈଳୀରେ ବସିରହିବା ଫଳରେ ପିଠି ଓ ଅଣ୍ଟା ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ। ଅର୍ଦ୍ଧ ଚକ୍ରାସନ କରିବା ଫଳରେ ଏଥିରୁ ଉପଶମ ମିଳିପାରିବ। ଅର୍ଦ୍ଧ ଅର୍ଥ ଅଧା ଏବଂ ଚକ୍ର ଅର୍ଥାତ ଚକ। ଏହି ଆସନରେ ଶରୀର ଅଧାଚକ ଆକାରରେ...
mental stress

ପିଲାଙ୍କ ମାନସିକ ଚାପକୁ କିପରି କମ୍ କରିବେ?

0
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେବଳ ବଡ଼ ଲୋକମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଛୋଟ ପିଲାମାନେ ମଧ୍ୟ ଖୁବ୍ ଚାପଗ୍ରସ୍ତ ହୋଇଯାଉଛନ୍ତି। ଛୋଟ ଦିନରୁ ସେଥିପ୍ରତି ଦୃଷ୍ଟି ନ ରଖିଲେ ତାହା ପରେ ମାନସିକ ଅବସାଦର ରୂପ ନେଇଥାଏ। -ପିଲାଙ୍କ ସହ ସବୁ ସମୟରେ କଥା...
mental stress

କରୋନା ସମୟରେ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ

0
ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ ଆଜି ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ। ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରିବା ପାଇଁ ଏହି ଦିବସକୁ ପାଳନ କରାଯାଏ। କରୋନା ବା (କୋଭିଡ୍‌-୧୯) ଭଳି ଭୟଙ୍କର ପରିସ୍ଥିତିରେ ସାଧାରଣତଃ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ କିପରି ରହିବା ଦରକାର ସେଥିପାଇଁ ବିଶେଷତଃ ପିତାମାତାଙ୍କୁ ଅଧିକ ସଚେତନ...

ପ୍ରତି ୪ ଜଣଙ୍କ ମଧ୍ୟରେ ଜଣକୁ ହୁଏ ଆନିମିଆ, ଜାଣନ୍ତୁ ଏହାର ଉପଚାର

0
ଶରୀରରେ ହିମୋଗ୍ଲୋବିନର ଅଭାବ ହେଲେ ଆନିମିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମୟରେ ଲୋହିତ ରକ୍ତକଣିକାଗୁଡ଼ିକ ନଷ୍ଟ ହେବା ଅପେକ୍ଷା ସେଗୁଡ଼ିକର ନିର୍ମାଣ ପ୍ରକ୍ରିୟା ବିଳମ୍ବିତ ହୋଇଥାଏ। ତେଣୁ ଶରୀରରେ ରକ୍ତର ଅଭାବ ଦେଖାଯାଏ। ଏହାଯୋଗୁଁ ମୁଣ୍ଡ ବୁଲାଇବା, ରୋଗୀ ଦୁର୍ବଳ ଅନୁଭବ କରିବା...
coronavirus

ଭାରତକୁ କେମିତି ଆସିଲା କରୋନା ଭାଇରସ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଚୀନରେ ମହାମାରୀ ସୃଷ୍ଟି କରିଥିବା କରୋନା ଭାଇରସ ଭାରତକୁ ପ୍ରବେଶ କରିଛି। ରାଜଧାନୀ ଦିଲ୍ଲୀ ସମେତ ଆଗ୍ରା, ତେଲେଙ୍ଗାନା, କେରଳ ଜୟପୁରରେ ଆଦି ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ସାରାବିଶ୍ୱରେ ଏହା ଏକ ପ୍ରକାର ହାହାକାର ସୃଷ୍ଟି କରିଛି। ତେବେ...
mental health

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ https://www.youtube.com/watch?v=5KoP6I4ZaOQ&t=16s କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର ଭୟ ଯେତିକି ନୁହେଁ, ସ୍କୁଲ, ବନ୍ଧୁ ଏବଂ ସଂପର୍କୀୟଙ୍କଠାରୁ ଦୂରରେ ରହିବା ଯୋଗୁ...

ସ୍ତନ କର୍କଟକୁ ଚିହ୍ନିଲେ ସିନା ରୋକିବେ!

0
https://www.youtube.com/embed/E9GxOTZWxfU ସ୍ତନ କର୍କଟକୁ ପ୍ରଥମ ପର୍ଯ୍ୟାୟରୁ କେମିତି ଚିହ୍ନିବେ? ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ସ୍ତନ କର୍କଟ କାହିଁକି ହୁଏ?ସ୍ତନ କର୍କଟର ଲକ୍ଷଣସ୍ତନ କର୍କଟକୁ ନିଜେ କେମିତି ଚିହ୍ନିବେ?ସ୍ତନ କର୍କଟର ପରୀକ୍ଷାସ୍ତନ କର୍କଟର ଚିକିତ୍ସାକେମିତି ରୋକିବେ ସ୍ତନ କର୍କଟ? ମହିଳାମାନଙ୍କଠାରେ ସ୍ତନ...

ସାଂଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୨)

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଚାରି ପ୍ରକାର ସ୍କିଜୋଫ୍ରେନିଆ ଦେଖିବାକୁ ମିଳେ। ସେଗୁଡ଼ିକ (କ) ସରଳ ସ୍କିଜୋଫ୍ରେନିଆ (ଖ) ହେବେଫ୍ରେନିଆ (ଗ) କାଟାଟୋନିଆ (ଘ) ପାରାନୋଇଆ। (କ) ସରଳ ସ୍କିଜୋଫ୍ରେନିଆ (Simple Schizophrenia) ଏ ପ୍ରକାର ସ୍କିଜୋଫ୍ରେନିଆ ଚିହ୍ନିବା ସବୁଠାରୁ କଷ୍ଟ। କାରଣ ଏହାର ଏକମାତ୍ର ଲକ୍ଷଣ ହେଲା ଆବେଗ ଅନୁଭବ କରିବା ଶକ୍ତିର ହ୍ରାସ।...

ଠିକ୍‌ ସମୟରେ ପିରିୟଡ୍‌ସ ହେଉନି କି?

0
https://www.youtube.com/embed/vSEJsqOKbIo ପିସିଓଏସ୍‌ର କାରଣଗର୍ଭାବସ୍ଥା ଓ ଋତୁସ୍ରାବ ଉପରେ ପିସିଓଏସର ପ୍ରଭାବପିସିଓଏସ୍‌ର ଲକ୍ଷଣପିସିଓଏସ୍ ଯୋଗୁଁ ତ୍ୱଚା ଓ କେଶଜନିତ ସମସ୍ୟାବିଭିନ୍ନ ବୟସ ଉପରେ ପିସିଓଏସ୍‌ର ପ୍ରଭାବପିସିଓଏସ୍‌କୁ ଚିହ୍ନିବେ କେମିତି?ପିସିଓଏସ୍‌ର ଚିକିତ୍ସାଡାକ୍ତରଙ୍କ ଟିପ୍ସ ପିସିଓଏସର କାରଣ କ’ଣ? ଏହା ହେଲେ ମହିଳାଙ୍କଠାରେ କେଉଁ କେଉଁ ସମସ୍ୟା ହୋଇପାରେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ...

ଆଜି ସନ୍ଧ୍ୟା ୭ଟାରେ ସ୍ୱାସ୍ଥ୍ୟପ୍ଲସ୍‌ର #AskDoctor କାର୍ଯ୍ୟକ୍ରମ

0
ଆଜି ସନ୍ଧ୍ୟା ୭ଟାରେ ସ୍ୱାସ୍ଥ୍ୟ ପ୍ଲସ୍ ଫେସବୁକ ପେଜରେ ଦେଖନ୍ତୁ #AskDoctor ଲାଇଭ ସିରିଜ୍। ଆଜିର ବିଷୟ ହେଉଛି କରୋନା ବିରୋଧରେ କିପରି ଲଢ଼ିବା ଏବଂ ରୋଗପ୍ରତିରୋଧକ ଶକ୍ତି କିପରି ମଜଭୁତ କରିବା। ସ୍ୱାସ୍ଥ୍ୟ ପ୍ଲସ୍ #AskDoctor କାର୍ଯ୍ୟକ୍ରମର ଏହି ଅଧ୍ୟାୟରେ ଆମ ସହିତ ଆଜି ରହିବେ ବିଶିଷ୍ଟ...
error: Content is protected !!