ରାଜ୍ୟରେ କରୋନା ସ୍ଥିତି – ଦିନକରେ ୨୯୮୯ ପଜିଟିଭ୍

0
ଓଡ଼ିଶାରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ ସଂକ୍ରମଣ ବଢ଼ିବା ସଙ୍ଗେସଙ୍ଗେ ରାଜ୍ୟରେ ମଧ୍ୟ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଦିନକରେ ୨୯୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର କ୍ୱାରେଣ୍ଟାଇନ ସେଣ୍ଟରରୁ...

କରୋନା ବେଳେ ଡାଏବେଟିସ୍‌ ରୋଗୀ କିଭଳି ରହିବେ ସତର୍କ?

0
ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ବର୍ତ୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ହୁ ହୁ ହୋଇ ବଢ଼ିଚାଲିଛି। ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥଗତ ସମସ୍ୟା ରହିଛି, ସେମାନଙ୍କ କ୍ଷେତ୍ରରେ କରୋନା ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ଯେଉଁ...

ଲଗାତର ଦୁଇ ଦିନ ହେଲା ଦେଶରେ କରୋନା ସଂକ୍ରମଣ ୨ ଲକ୍ଷ ପାର୍

0
‌ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଛି। ଲଗାତର ଦୁଇ ଦିନ ହେଲା ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୭ ହଜାର ୩୫୩ ନୂଆ ମାମଲା...

‘‘କରୋନା ଦ୍ୱିତୀୟ ଲହରିରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବଗୋଷ୍ଠୀ ଓ ଶିଶୁ’’

0
କରୋନାର ଦ୍ୱତୀୟ ଷ୍ଟ୍ରେନ୍‌ରେ ଯୁବକମାନେ ବେଶୀ ଆକ୍ରାନ୍ତ ହେଉଛନ୍ତି - ଡାକ୍ତର ବିଜୟ ପାଣିଗ୍ରାହୀ। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏପରିକି ୧୮ ବର୍ଷରୁ କମ୍‌ ବୟସ୍କ ଆକ୍ରାନ୍ତ ମାମଲା ଅଧିକ ଆସୁଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର...

ପୁଣି କାହିଁକି ବଢୁଛି କରୋନା?

0
https://www.youtube.com/watch?v=M38TZjcLr2k&t=113s କୋଭିଡର ନୂଆ ଲକ୍ଷଣ କୋଭିଡ୍‌ର ନୂଆ ଷ୍ଟ୍ରେନଠାରୁ କିପରି ରହିବେ ସୁରକ୍ଷିତ? ବ୍ରିଦିଙ୍ଗ ଏକ୍ସରସାଇଜ୍ କେତେ ଭଲ? କରୋନାରେ ଆକ୍ରାନ୍ତ ହେଲେ କ’ଣ କରିବେ? ଡାକ୍ତରଙ୍କ ପରାମର୍ଶ  ପୁଣି କାହିଁକି ବଢ଼ୁଛି କରୋନା ଓ ଏଥିରୁ କିପରି ରହିବେ ସୁରକ୍ଷିତ? ଏନେଇ ବିଶିଷ୍ଟ ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାଶ...

ଦେଶରେ ଭୟଙ୍କର ରୂପ ନେଉଛି କରୋନା – ଦିନକରେ ୨ଲକ୍ଷ ପାର୍

0
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଲଗାତର ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୪ ହଜାର ୬୯୨ ନୂଆ ମାମଲା ଚିହ୍ନଟ ହୋଇଛି।...

ରାଜ୍ୟରେ ଦିନକରେ ୩୧୪୪ ପଜିଟିଭ୍ ଚିହ୍ନଟ

0
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। ଲଗାତାର ଦୁଇ ଦିନ ହେବ ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଆଜି ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୨୩ଜଣ ଚିହ୍ନଟ ହୋଇଥିବା...

କରୋନା ସଂକ୍ରମିତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ – ଅଭିଭାବକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ

0
ଦ୍ୱିତୀୟ ଲହରି କରୋନା ସଂକ୍ରମଣରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଲାଙ୍କୁ ସୁରକ୍ଷିତ ରଖିବା ଲାଗି ଅଭିଭାବକମାନେ ବିଶେଷ ଧ୍ୟାନ ଦେବା ଦରକାର। ଗତବର୍ଷ...

କୋଭିଡ୍‌ ଦ୍ୱିତୀୟ ଲହରି – ପିଲାଙ୍କୁ କିପରି ରଖିବେ ସୁରକ୍ଷିତ?

0
କୋଭିଡ୍‌ ଦ୍ୱିତୀୟ ଲହରିରେ ଅଧିକରୁ ଅଧିକ ଶିଶୁ ସଂକ୍ରମଣ ହେଉଛନ୍ତି। କରୋନାର ସଂକ୍ରମଣଠାରୁ ପିଲାମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ, ଆସନ୍ତୁ ଜାଣିବା। କୋଭିଡ୍‌ର ପ୍ରଥମ ଲହରିରେ ଅଧିକାଂଶ ବୟସ୍କ ଲୋକମାନେ ଶିକାର ହେଉଥିଲେ। ହେଲେ ଦ୍ୱିତୀୟ ଷ୍ଟ୍ରେନ୍‌ରେ ବୟସ୍କ ଲୋକଙ୍କ ତୁଳନାରେ ଯୁବକ ଓ ଶିଶୁମାନେ ବେଶୀ ଆକ୍ରାନ୍ତ...

ଜାଣନ୍ତୁ, ରାଉରକେଲାରେ କୋଭିଡ୍‌ ପରୀକ୍ଷା ଓ ଚିକିତ୍ସା କେଉଁଠି କରିବେ?

0
ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ ଚିକିତ୍ସା ପାଇଁ କେଉଁଠାରେ ଯୋଗାଯୋଗ କରିବେ ସେ ସମ୍ପର୍କରେ ଜାଣନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଲକ୍ଷଣ...
error: Content is protected !!