Kete Nua Bata

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆଜି ଶୁଣନ୍ତୁ ଅଡିଓ ସିରିଜ୍‌ର ପଞ୍ଚମ ଅଧ୍ୟାୟ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/vC7UUsm0JBg ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କରୋନା ମହାମାରୀ ଘରେ ଘରେ ସମସ୍ୟା ସୃଷ୍ଟି କରିଛି।...
kete nua bata_audio episode_6th

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’ଆସନ୍ତାକାଲି ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କରୋନା ମହାମାରୀ କାଳରେ ସମସ୍ତେ ପ୍ରଭାବିତ ହୋଇଛନ୍ତି।...
kete nua bata_vidfeo episode 6

‘କେତେ ନୂଆ ବାଟ’ ସିଜିନ୍ ୨ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଜୀବିକା ଉପରେ କୋଭିଡର ପ୍ରଭାବ’ ଜୀବନ, ଜୀବିକା, ମହାମାରୀ – ଗତ ଦେଢ଼ ବର୍ଷ ଭିତରେ ଏ ସବୁରେ ଛନ୍ଦି ହୋଇଯାଇଛି ମଣିଷ। କରୋନା...
covid19 vaccine

ଗାଇଡଲାଇନ୍ ଆସିଲେ ପିଲାଙ୍କୁ ଦିଆଯିବ କୋଭିଡ୍‌ ଟିକା – ଡାକ୍ତର ସିବିକେ ମହାନ୍ତି

0
ରାଜ୍ୟରେ ଏବେ ୧୮ ବର୍ଷରୁ କମ୍‌ ପିଲାଙ୍କଠାରେ କୋଭିଡ୍‌ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିଲା ବେଳେ ପିଲାଙ୍କୁ ଟିକା ଦେବାକୁ ସଜବାଜ ଆରମ୍ଭ ହେଲାଣି। ଏବେ କେବଳ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା ରହିଛି। କେନ୍ଦ୍ର ସରକାର ଗାଇଡଲାଇନ୍‌ ଜାରି କଲେ ତୁରନ୍ତ ପିଲାଙ୍କୁ ଟିକା ଦେବାକୁ...
error: Content is protected !!