କୋଭିଡ୍‌ ଚିହ୍ନାଇବ ଆର୍‌ଟିପିସିଆର୍‌ ଟେଷ୍ଟ

0
https://youtu.be/_-SJ8TXmygQ ଆର୍‌ଟିପିସିଆର୍‌ ଟେଷ୍ଟ କ’ଣ? କେତେବେଳେ ଜଣେ କୋଭିଡ୍‌ ପରୀକ୍ଷା କରିବେ? ଏସମସ୍ତ ବିଷୟକୁ ବିସ୍ତୃତ ଭାବେ କହିଛନ୍ତି ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ। କେତେବେଳେ ଜଣେ କୋଭିଡ୍ ପରୀକ୍ଷା କରିବେ?ଆର୍‌ଟିପିସିଆର୍‌ ଟେଷ୍ଟ୍ କ’ଣ?ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟରେ...

ଅମ୍ଳଜାନ ସ୍ତର ମାପିବ ‘ପଲ୍ସ ଅକ୍ସିମିଟର’ – ଜାଣନ୍ତୁ, କେମିତି ବ୍ୟବହାର କରିବେ?

0
ଶରୀରରେ ଅମ୍ଳଜାନ ସ୍ତର ଜାଣିବା ପାଇଁ ପଲ୍ସ ଅକ୍ସିମିଟର। ପଲ୍ସ ଅକ୍ସିମିଟର ହେଉଛି ଏମିତି ଏକ ମେଡିକାଲ ଉପକରଣ, ଯାହା ସାହାଯ୍ୟରେ ଆମେ ହାର୍ଟ ବିଟ୍ (ହୃଦସ୍ପନ୍ଦନ) ଏବଂ ଶରୀରର ଅମ୍ଳଜାନ ସ୍ତର (SpO2)କୁ ମାପିପାରିବା। ଅକ୍ସିଜେନ୍‌ ସ୍ତରରୁ ଜାଣିପାରିବା ଯେ, ଫୁସ୍‌ଫୁସ୍‌ ସଠିକ୍‌ ଭାବରେ କାମ କରୁଛି...

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

0
https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌...

ଦ୍ରୁତଗତିରେ କାହିଁକି ବଢ଼ୁଛି କରୋନା?

0
ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ଦେଶରେ ଦ୍ୱିତୀୟ ଲହରରେ କରୋନା ଅଧିକ ସଂକ୍ରମକ ହୋଇପଡ଼ିଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି। ଦେଶରେ ଏହି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ...

କରୋନା ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର

0
୧୯୨୯’କୁ କଲ୍ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ଏକ ହେଲ୍‌ପଲାଇନ୍ ନମ୍ବର...

ରାଜ୍ୟରେ ଦିନକୁ ସଂକ୍ରମଣ ୮ହଜାରରୁ ଅଧିକ

0
ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ କମିବାରେ ନାଁ ଧରୁନାହିଁ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୮ ହଜାର ୨୧୬ ପଜିଟିଭ୍...

ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍?

0
https://youtu.be/FbgDY3ihh-I ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍‌-୧୯? ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌ କେତେ ଉପଯୋଗୀ? ଏନେଇ ବିଶିଷ୍ଟ ଯକ୍ଷ୍ମା ଓ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବୀରକିଶୋର ପଟେଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ମଣିଷ ଶରୀରରେ ୬ଟି ଗରୁତ୍ୱପୂର୍ଣ୍ଣ ଅଙ୍ଗ ରହିଛି। ଯଥା –...

ଏକ୍‌ମୋ ମେସିନ୍‌ କ’ଣ? କୋଭିଡ୍‌ ଚିକିତ୍ସାରେ ଏହା କିପରି ସାହାଯ୍ୟ କରେ?

0
https://youtu.be/2F1-pmwnv6Y ଏକ୍‌ମୋ ଚିକିତ୍ସା କ’ଣ? କେଉଁ କେଉଁ ରୋଗରେ ଏହି ମେସିନ୍‌ର ଆବଶ୍ୟକତା ପଡ଼ିଥାଏ? ଏକ୍‌ମୋ କ’ଣ? ଏହା ହେଉଛି ଏକ ମେସିନ୍। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ମେସିନ୍‌ର ଆବଶ୍ୟକ ପଡ଼ିଥାଏ। ବର୍ତ୍ତମାନ କୋଭିଡ୍ ପରିସ୍ଥିତି ବିପଦଜନକ ହୋଇଥିବାରୁ, ଏବେ ଏହି ମେସିନ୍ ଗୁରୁତର କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର...
corona_Oldpeople

କରୋନା ସଂକ୍ରାନ୍ତୀୟଙ୍କ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାରକୁ ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

0
ରାଜ୍ୟର ହସ୍ପିଟାଲଗୁଡ଼ିକରେ ବର୍ତ୍ତମାନ କି ପ୍ରକାର ଚିକିତ୍ସା ହେବ ସେ ନେଇ ଓଡ଼ିଶା ସରକାର ସୋମବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅସ୍ତ୍ରୋପଚାର ଏବଂ ଅତି ଜରୁରୀ ନଥିବା ଚିକିତ୍ସାକୁ କିଛି ଦିନ ପାଇଁ ଘୁଞ୍ଚାଇବାକୁ ହେବ। ଉଭୟ...

ରାଜ୍ୟରେ କରୋନା ସ୍ଥିତି – ଦିନକରେ ୨୯୮୯ ପଜିଟିଭ୍

0
ଓଡ଼ିଶାରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ ସଂକ୍ରମଣ ବଢ଼ିବା ସଙ୍ଗେସଙ୍ଗେ ରାଜ୍ୟରେ ମଧ୍ୟ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଦିନକରେ ୨୯୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର କ୍ୱାରେଣ୍ଟାଇନ ସେଣ୍ଟରରୁ...
error: Content is protected !!