Kete Nua Bata

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆଜି ଶୁଣନ୍ତୁ ଅଡିଓ ସିରିଜ୍‌ର ପଞ୍ଚମ ଅଧ୍ୟାୟ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/vC7UUsm0JBg ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କରୋନା ମହାମାରୀ ଘରେ ଘରେ ସମସ୍ୟା ସୃଷ୍ଟି କରିଛି।...
Subroto Bagchi on Transforming Cancer & Palliative care in Odisha

କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଦିନେ ଭାରତରେ ଅଗ୍ରଣୀ କେନ୍ଦ୍ର ହେବ – ସୁବ୍ରତ ବାଗ୍‌ଚୀ

0
https://www.youtube.com/watch?v=ewwnMaNA2BE ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସାର ସ୍ଥିତି ଓ ଏହାର ନିରାକରଣ ସମ୍ପର୍କରେ ସ୍ୱାସ୍ଥ୍ୟପ୍ଲସ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସୁବ୍ରତ ବାଗ୍‌ଚୀ। ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ...
kete nua bata_audio episode_6th

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’ଆସନ୍ତାକାଲି ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କରୋନା ମହାମାରୀ କାଳରେ ସମସ୍ତେ ପ୍ରଭାବିତ ହୋଇଛନ୍ତି।...

ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ଘରେ କୋଭିଡ୍ ପରୀକ୍ଷା ସୁବିଧା ଯୋଗାଇବ ବିଏମ୍‌ସି

0
ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍‌ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ମୋବାଇଲ୍ ଟିମ୍ ପଠାଇ ସାମ୍ପଲ ସଂଗ୍ରହ କରିବ ବିଏମ୍‌ସି। ସୋମବାରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ।...

ବ୍ରହ୍ମପୁରରେ ଆରମ୍ଭ ହେଲା ଡୋର୍‌ ଟୁ ଡୋର ସ୍କ୍ରିନିଂ

0
କରୋନା ସଂକ୍ରମଣକୁ ରୋକିବା ପାଇଁ ଏବଂ ଚିହ୍ନଟ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡୋର୍‌ ଟୁ ଡୋର ସ୍କ୍ରିନିଂ। ବୁଧବାରଠାରୁ ଗଞ୍ଜାମର ପ୍ରତି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ପ୍ରତି ଲୋକଙ୍କର ସ୍ୱାସ୍ଥାବସ୍ଥା ପରୀକ୍ଷା କରାଯାଉଛି। କାହାକୁ ଥଣ୍ଡା, କାଶ,...

କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି?

0
https://youtu.be/RDc9THX6dhU କ’ଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ରୋଗ ପ୍ରତିରୋଧକ ଶକ୍ତି କ’ଣ?ରୋଗ ପ୍ରତିରୋଧକ ଶକ୍ତିର ପ୍ରକାରକେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି?ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କ’ଣ ଖାଇବେ?ଦିନ ତମାମର...

ପିଲାଙ୍କଠାରେ କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା

0
https://youtu.be/i_6RTaYjWJg କୋଭିଡ୍‌ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍‌ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ବର୍ତ୍ତମାନ ସମୟରେ...

ମାସ୍କ ପିନ୍ଧନ୍ତୁ – କୋଭିଡ୍‌ରୁ ସୁରକ୍ଷିତ ରହନ୍ତୁ

0
ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କରୋନା ବିରୋଧୀ ଲଢ଼େଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ସାଜିଛି। ସବୁବେଳେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।  ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଆଲକହଲଯୁକ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ।ମାସ୍କର କେଉଁ ପଟ ଭିତରକୁ ଓ କେଉଁ...

କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌

0
ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ପ୍ରଶ୍ୱାସ ନେବା (Breath In) ଓ ନିଶ୍ୱାସ ଛାଡ଼ିବା (Breath Out) ବ୍ୟାୟାମ। ସାଧାରଣତଃ କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ, ଯାହା ଫଳରେ କଫ ଫୁସ୍‌ଫୁସ୍‌ରେ ଭରିଯାଏ। ଫଳରେ ପ୍ରଶ୍ଵାସ ନେବାରେ ଅସୁବିଧା ଉପୁଜିଥାଏ। ତେଣୁ କୋଭିଡ୍‌ ସଂକ୍ରମିତମାନେ ଜାଣିବା ଦରକାର କି...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

0
ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ଥିଲେ କୌଣସି ଭୂତାଣୁ ସହଜରେ ମଣିଷ ଶରୀରରେ ପ୍ରବେଶ କରିପାରେ ନାହିଁ। କରୋନାର ଦ୍ୱିତୀୟ ଲହରୀ ଏବେ ଦାଉସାଧୁଥିବା ବେଳେ ବିଶେଷଜ୍ଞମାନେ ନିଜର ରୋଗ ପ୍ରତିରୋଧକାରୀ ଶକ୍ତିକୁ ବଢ଼ାଇବାକୁ ମତ ଦେଇଛନ୍ତି। କିପରି ନିଜର ପ୍ରତିରୋଧକାରୀ ଶକ୍ତିକୁ ବଢ଼ାଇବେ, ଜାଣନ୍ତୁ। ରଶୁଣ ବ୍ୟାକ୍ଟେରିଆ ସହିତ...
error: Content is protected !!