ଗର୍ଭବତୀ ମହିଳା କୋଭିଡ୍‌ ପଜିଟିଭ୍‌ ହେଲେ କ’ଣ କରିବେ?

0
https://youtu.be/vGQ75r0qcsE ଜଣେ ଗର୍ଭବତୀ ମହିଳାଙ୍କୁ କୋଭିଡ୍-୧୯ ସଂକ୍ରମଣ ହେଲେ ତା’ର ଭୟାବହତା କେତେ? ଗର୍ଭବତୀ ମହିଳା କୋଭିଡ୍ ଆକ୍ରାନ୍ତ ହେଲେ କ’ଣ କରିବା ଆବଶ୍ୟକ? ଏନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତନୁଶ୍ରୀ ସନ୍ଦିପ୍ତା ରଥ। କୋଭିଡ୍‌-୧୯ ବିଭିନ୍ନ ବୟସର...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

0
https://youtu.be/2v_rXp8muPo ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ। କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବେ କିପରି?ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ...

ଡାଏବେଟିସ୍‌ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍‌ର ଆଶଙ୍କା ଅଧିକ

0
https://youtu.be/87XWnyjyhxE ଡାଏବେଟିସ୍ ରୋଗୀମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ଅଧିକ। ଏନେଇ ବିଶିଷ୍ଟ କର୍ଣ୍ଣ, ନାଶା ଓ ଗଳା (ଇଏନ୍‌ଟି)ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ ଅଧିକ ଜାଣନ୍ତୁ। ବ୍ଲାକ୍ ଫଙ୍ଗସ୍ ହେବାର କାରଣଡାଏବେଟିସ୍ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ଅଶଙ୍କା ଅଧିକବ୍ଲାକ୍ ଫଙ୍ଗସ୍‌କୁ ଚିହ୍ନିବେ କିପରି?ବ୍ଲାକ୍ ଫଙ୍ଗସ୍‌ର ପରୀକ୍ଷାବ୍ଲାକ୍...

କାହାକୁ ହୋଇପାରେ ହ୍ୱାଇଟ୍‌ ଫଙ୍ଗସ୍‌?

0
https://youtu.be/jI9fsM6HOu0 ହ୍ୱାଇଟ୍‌ ଫଙ୍ଗସ୍‌ କ’ଣ? ଏଥିରୁ ସୁରକ୍ଷିତ ରହିବେ କିପରି? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା କ’ଣ କହୁଛନ୍ତି, ଜାଣନ୍ତୁ। ହ୍ୱାଇଟ୍ ଫଙ୍ଗସ୍ କ’ଣ? (What is White Fungus in Odia) ବ୍ଲାକ୍‌ ଫଙ୍ଗସ୍‌ ପରେ ବର୍ତ୍ତମାନ ହ୍ୱାଇଟ୍‌ ଫଙ୍ଗସ୍‌ ସଂକ୍ରମଣ ଦେଖାଦେବାରେ ଲାଗିଛି। କୋଭିଡ୍‌-୧୯ରେ...

ସୁସ୍ଥ ହେଲେ ବ୍ଲାକ ଫଙ୍ଗସ୍‌ ରୋଗୀ

0
କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ପରେ ବର୍ତ୍ତମାନ ବ୍ଲାକ୍‌ ଫଙ୍ଗସ୍‌କୁ ନେଇ ସମସ୍ତେ ଭୟଭୀତ। ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର। ସମ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ସୁସ୍ଥ ହୋଇଛନ୍ତି ୪୪ ବର୍ଷୀୟ ଜଣେ ବ୍ୟକ୍ତି। ଗଞ୍ଜାମ ଅଞ୍ଚଳର...

ତ୍ଵଚାକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ୍‌ଓ୍ଵାସ୍‌

0
ମୁହଁକୁ ଉଜ୍ୱଳ ଓ ଚମକଦାର କରିବା ପାଇଁ ମହିଳାମାନେ ନାନାଦି କ୍ରିମ୍‌, ଫେସ୍‌ଓ୍ୱାସ୍‌ ବ୍ୟବହାର କରିଥାଆନ୍ତି। ହେଲେ କେମିକାଲଯୁକ୍ତ ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଆସିଥାଏ, କିନ୍ତୁ କିଛି କ୍ଷଣକ ପାଇଁ। ଏହାପରେ ତ୍ୱଚାଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ଆପଣ କିଛି ଘରୋଇ...

କୋଭିଡ୍‌ ସମୟରେ ମାନସିକ ଚାପ – କେମିତି ମୁକୁଳିବେ?

0
https://youtu.be/RJRgyTfti3s କୋଭିଡ୍‌ ଯୋଗୁଁ ଅନେକ ଲୋକଙ୍କର ମାନସିକ ଚାପ ବଢ଼ୁଛି? ଏହି ଚାପରୁ କିପରି ବାହାରିବେ? ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ମାନସିକ ସ୍ଥିତିଛୋଟ ପିଲାଙ୍କୁ କିଭଳି ବୁଝାଇବେଅନିଶ୍ଚିତ ଭବିଷ୍ୟତ...

କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା

0
https://youtu.be/iC52sB9yAko ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ। ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ?କୋଭିଡ୍‌ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସାକୋଭିଡ୍‌ରୁ ସୁସ୍ଥତା ପରେ ଜୀବନଶୈଳୀକୋଭିଡ୍‌ରୁ ସୁସ୍ଥତା ପରେ ପୁଣି ସଂକ୍ରମଣର ଆଶଙ୍କା ଅଛି କି?ସୁସ୍ଥ...
KNB Video Episode Poster_11th june

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରୀ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିଛି। ତେବେ...
kete nua bata radio episode

‘କେତେ ନୂଆ ବାଟ ସିଜିନ୍ ୨’- ଭିଡିଓ ସିରିଜର ଦ୍ୱିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/sOIbRGeijVk ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ ଗୋଟିଏ ବର୍ଷରୁ ଅଧିକ ସମୟ ହେଲାଣି, କରୋନା କାଳରେ ରହିଛି ସାରା ପୃଥିବୀ। ପ୍ରଥମ ଓ ଦ୍ୱିତୀୟ...
error: Content is protected !!