କୋଭିଡ୍‌ ଟିକା ନେବା ପାଇଁ ଆରୋଗ୍ୟ ସେତୁ ଆପ୍‌ରେ କେମିତି କରିବେ ପଞ୍ଜୀକରଣ?

0
ଅଧିକ ପଢ଼ନ୍ତୁ: ମେ’ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା – ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ? କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏଥିରେ ୧୮...

ରାଜ୍ୟରେ ତୃତୀୟ ଦିନରେ ୬ ହଜାର ଟପିଲା କରୋନା ସଂକ୍ରମଣ, ୮ ମୃତ

0
ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ୬୬୪୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୮୫୫ ଜଣ...

ଜାଣନ୍ତୁ, କେମିତି ପିନ୍ଧିବେ ଡବଲ ମାସ୍କ?

0
ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ କାଢ଼ା – କେମିତି କରିବେ ପ୍ରସ୍ତୁତ? ଗୋଟେପଟେ କରୋନା ମହାମାରୀର ଭୟାଭୟତା ବଢ଼ିବାରେ ଲାଗୁଥିବା ବେଳେ ଅନ୍ୟପଟେ ଏହି ମହାମାରୀଠାରୁ କିଭଳି ରକ୍ଷା ପାଇବେ ସେ ବିଷୟରେ ନୂଆ ନୂଆ ଉପାୟ ବାହାରୁଛି। ନିକଟରେ ସିଡିସିର ଏକ ତଥ୍ୟ...

ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ୍‌ କ’ଣ?

0
ଦେଶରେ କରୋନା ସ୍ଥିତି ଗମ୍ଭୀର ଥିଲାବେଳେ କୋଭିଡ୍‌ର ଟ୍ରିପଲ ମ୍ୟୁଟାଣ୍ଟ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କାରଣ କୋଭିଡ୍‌ର ଏହି ଭାରିଏଣ୍ଟ ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୂର୍ବରୁ ଦେଶରେ ବିଭିନ୍ନ ପ୍ରକାରର ଷ୍ଟ୍ରେନ ଚିହ୍ନଟ ହୋଇଥିଲେ ବି...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ କାଢ଼ା – କେମିତି କରିବେ ପ୍ରସ୍ତୁତ?

0
କରୋନାର ଦ୍ଵିତୀୟ ଲହରି ପୂର୍ବ ଅପେକ୍ଷା ବେଶୀ ଭୟାନକ ହେଲାଣି। ଏଥରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ଏଥିପାଇଁ ଆପଣ ଘରେ କାଢ଼ା ପ୍ରସ୍ତୁତ କରି ପିଇପାରିବେ। ଏହା ସାମାନ୍ୟ ଥଣ୍ଡା, ଜ୍ଵର, କାଶ ଏବଂ ଗଳାଦରଜରୁ ରକ୍ଷା କରିବା...
home quarantine

ସଙ୍ଗରୋଧରେ ଥିଲେ କ’ଣ କରିବେ ଓ କ’ଣ ନାହିଁ?

0
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ୍‌ ଅନୁସାରେ ସାଧାରଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହି ସୁସ୍ଥ ହୋଇପାରିବେ। ତେଣୁ ଆପଣ ଯଦି କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଘରେ ସଙ୍ଗରୋଧରେ ଅଛନ୍ତି ତେବେ ଜାଣନ୍ତୁ କ’ଣ କରିବା ଆବଶ୍ୟକ ଓ କ’ଣ ନୁହେଁ। ସଙ୍ଗରୋଧରେ ରହିଥିବା ବେଳେ ଡାକ୍ତରଙ୍କ...

ଟେଲି କନ୍‌ସଲ୍‌ଟେସନ୍ ସେବା ‘ଇ-ସଂଜୀବନୀ’: କୋଭିଡ୍ ବେଳେ ରୋଗୀମାନେ ପାଇବେ ବିଶେଷଜ୍ଞଙ୍କ ପରାମର୍ଶ

0
କୋଭିଡ୍ ସମୟରେ ରୋଗୀମାନେ ଦୂର ଦୂରାନ୍ତକୁ ନଯାଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ ଚିକିତ୍ସା ପରାମର୍ଶ ପାଇ ପାରିବେ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ‘ଇ-ସଂଜୀବନୀ’ ସେବା ମାଧ୍ୟମରେ ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। କୋଭିଡ୍ ପରିସ୍ଥିତିକୁ ନଜରରେ ରଖି ଜାତୀୟ ସ୍ୱାସ୍ଥ୍ୟ...

କୋଭିଡ୍‌ ସମ୍ବନ୍ଧୀୟ ସୂଚନା ପାଇଁ ବିଭିନ୍ନ ଜିଲ୍ଲା ପକ୍ଷରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି

0
କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଦେଖି ଓଡ଼ିଶାର ସମସ୍ତ ଜିଲ୍ଲା ପକ୍ଷରୁ କୋଭିଡ୍‌ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। କରୋନା ମହାମାରୀ ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇବା ପାଇଁ ନାଗରିକମାନେ ଏହି ନମ୍ବରକୁ ଯୋଗାଯୋଗ କରିପାରିବେ। ଏହି ହେଲ୍‌ପଲାଇନ୍‌ ନମ୍ବରଗୁଡ଼ିକ ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ୨୪ ଘଣ୍ଟା ଏହି...

କୋଭିଡ୍‌ ରୋଗୀଙ୍କର ଯତ୍ନ ନେଉଥିଲେ, ଜାଣିରଖନ୍ତୁ

0
ଘରେ କେହି କୋଭିଡ୍‌ରେ ଆକ୍ରାନ୍ତ ହେଲେ ବା କୋଭିଡ୍‌ର କୌଣସି ଲକ୍ଷଣ ଦେଖାଦେଲେ, ତାଙ୍କର କିଭଳି ଯତ୍ନ ନେବେ ଜାଣନ୍ତୁ। ଅଲଗା ରୁମ୍‌ରେ ରହନ୍ତୁ କରୋନାରେ ପୀଡ଼ିତ ଏବଂ ସାଧାରଣ ଲକ୍ଷଣ ଅନୁଭବ କରୁଥିବା ରୋଗୀମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେଥିପାଇଁ ଏହି ସମୟରେ ରୋଗୀଙ୍କ ଉପରେ ସ୍ୱତନ୍ତ୍ର...

ଭୁବନେଶ୍ୱରର ୪ କୋଭିଡ୍‌ ହସ୍ପିଟାଲ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି

0
କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଦେଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୪ଟି କୋଭିଡ୍‌ ହସ୍ପିଟାଲ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ତାଙ୍କ ସମ୍ପର୍କରେ ପଚାରି ବୁଝିପାରିବେ। କୋଭିଡ୍‌ ହସ୍ପିଟାଲ ଓ ହେଲ୍‌ପ ଲାଇନ ନମ୍ବର ସମ୍...
error: Content is protected !!