heart-attack

ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ – ଜାଣନ୍ତୁ କେମିତି ପାଇବେ ଏଥିରୁ ମୁକ୍ତି?

0
ଖରା ଦିନ ଅପେକ୍ଷା ଶୀତ ଦିନରେ ହୃଦଘାତର ଆଶଙ୍କା ଅଧିକ ଥାଏ। ଆସନ୍ତୁ ଜାଣିବା ଏହାର କାରଣ ଓ ପ୍ରତିକାର। ପ୍ରତିବର୍ଷ ଶୀତ ଋତୁରେ ହୃଦ ଜନିତ ରୋଗ ଖାସ୍‌ କରି ହୃଦଘାତରେ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ଖରା ଦିନ ଅପେକ୍ଷା ଶୀତ ଦିନରେ ଏହାର ପ୍ରଭାବ...
eat, meal, banana leaf

ସଠିକ୍ ପୋଷଣ ପାଇଁ ଦିନଯାକ କ’ଣ ଖାଇବେ? ଜାଣିରଖନ୍ତୁ

0
ସୁସ୍ଥ ଶରୀର ପାଇଁ ସଠିକ୍‌ ପୋଷଣର ଆବଶ୍ୟକତା ରହିଛି। ଜାଣନ୍ତୁ, ଦିନ ତମାମ କେଉଁ ଭଳି ଖାଦ୍ୟ ଖାଇବେ। ପ୍ରତ୍ୟେକ ବୟସର ଲୋକଙ୍କ ପାଇଁ ସନ୍ତୁଳିତ ଆହାର ନିହାତି ଜରୁରୀ। ସୁସ୍ଥ ଶରୀର ପାଇଁ ଏହା ନିହାତି ଆବଶ୍ୟକ। ସୁସ୍ଥ, ନିରୋଗୀ ଓ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି...

ବୟସ୍କ ଲୋକଙ୍କ ଆଣ୍ଠୁଗଣ୍ଠି ବ୍ୟଥା ଦୂର କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

0
ବୟସ ବଢ଼ିବା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ତନ୍ମଧ୍ୟରୁ ଆଣ୍ଠୁଗଣ୍ଠି ବ୍ୟଥା ଏକ ଅନ୍ୟତମ। ବୟସ୍କମାନଙ୍କ ଆଣ୍ଠୁଗଣ୍ଠି ବ୍ୟଥା ଏକ ସାଧାରଣ ସମସ୍ୟା, କିନ୍ତୁ ଅତ୍ୟନ୍ତ କଷ୍ଟଦାୟକ। ରୋଗୀ ଚଲାବୁଲା କରିବା, ପାହାଚ ଚଢ଼ିବା, ବସିବା, ଉଠିବା ଇଦ୍ୟାଦି କରିବାରେ କଷ୍ଟ ଅନୁଭବ କରେ। ଏହାର ସଠିକ...
mother breastfeeding

ଶିଶୁ ପାଇଁ ମା’ କ୍ଷୀର ଯଥେଷ୍ଟ ହେଉଛି ତ?

0
ଶିଶୁଟିଏ କୋଳକୁ ଆସିବା ପରେ ଆନନ୍ଦରେ ଆତ୍ମହରା ହୋଇପଡ଼ନ୍ତି ବାପା ମା’। ଶିଶୁଟିକୁ ଲାଳନ ପାଳନ କରିବାର ଦାୟିତ୍ୱ ମଧ୍ୟ ଛୋଟ କଥା ହୋଇନଥାଏ। ପ୍ରଥମ କଥା ହେଉଛି ଶିଶୁଟି ବଢ଼ିବା ପାଇଁ ଯଥେଷ୍ଟ ଖାଦ୍ୟ ମିଳୁଛି କି ନାହିଁ ଦେଖିବା।     କେମିତି ଜାଣିବେ ଶିଶୁଟିକୁ ଯଥେଷ୍ଟ ମା’...
pcos

ମହିଳାମାନଙ୍କ ପିସିଓଏସ ସମସ୍ୟା କ’ଣ? ଜାଣନ୍ତୁ ଏହାର କାରଣ

0
ମହିଳାମାନଙ୍କ ପିସିଓଏସ ସମସ୍ୟା ସେମାନଙ୍କ ଗର୍ଭଧାରଣରେ ଅସୁବିଧା ସୃଷ୍ଟି କରିଥାଏ। ଏହା ଯୋଗୁଁ ସେମାନେ ଡାଏବେଟିସରେ ମଧ୍ୟ ଶିକାର ହେବାର ଆଶଙ୍କା ରହିଛି। ଅଧିକ ପଢ଼ନ୍ତୁ: ମହିଳାମାନଙ୍କୁ କାହିଁକି ହୋଇଥାଏ ଓଭାରିଆନ କ୍ୟାନ୍ସର? ଆଜିକାଲି ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ବିଶେଷ କରି ମହିଳାମାନଙ୍କ ନିକଟରେ ଅଧିକ...

କାହିଁକି ଭଲ ନୁହେଁ ଚିନି?

0
ଅଧିକାଂଶ ଲୋକ ମିଠା ଖାଇବାକୁ ପସନ୍ଦ କରନ୍ତି। ପର୍ବପର୍ବାଣୀରେ, ବାହାଘରରେ କିମ୍ବା କୌଣସି ଖୁସିର ମୁହୂର୍ତ୍ତରେ ଲୋକେ ମିଠା ଖାଇବାକୁ ଏବଂ ଖୁଆଇବାକୁ ପସନ୍ଦ କରନ୍ତି। ହେଲେ ଏହି ମିଠାରେ ବ୍ୟବହାର ହେଉଥିବା ଚିନି ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ଜାଣିଛନ୍ତି କି? ଆପଣ ପିଉଥିବା ମିଲ୍କ ସେକ୍‌,...

ଉଚ୍ଚ ରକ୍ତଚାପ – ବଡ଼ ରୋଗର ମୂଳ କାରଣ

0
https://youtu.be/6IkJzalQvgs ଉଚ୍ଚ ରକ୍ତଚାପ ସବୁ ବଡ଼ ବଡ଼ ରୋଗର ମୂଳ କାରଣ। ତେଣୁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଜରୁରୀ। ତେବେ ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପର ଜଟିଳତା କ’ଣ? କେମିତି କରିବେ ରକ୍ତଚାପକୁ ନିୟନ୍ତ୍ରଣ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ଉଚ୍ଚ...
type 2 diabetes

ବିନା ଔଷଧରେ କରନ୍ତୁ ଡାଏବେଟିସକୁ ନିୟନ୍ତ୍ରଣ

0
ଆଜିକାଲି ପ୍ରାୟ ଲୋକେ ଡାଏବେଟିସ ରୋଗରେ ଶିକାର ହେଉଛନ୍ତି। ଡାଏବେଟିସ୍‌ ରୋଗୀଙ୍କୁ ଜୀବନସାରା ଔଷଧର ସାହାରା ନେବାକୁ ପଡ଼ିଥାଏ। ହେଲେ ବିନା ଔଷଧରେ ଡାଏବେଟିସ୍‌କୁ କିପରି ନିୟନ୍ତ୍ରଣ କରିପାରିବେ, ଜାଣନ୍ତୁ। ମଧୁମେହ କିମ୍ବା ଡାଏବେଟିସ‌ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।...

ଓଜନକୁ ନେଇ ଚିନ୍ତିତ କି? ସକାଳୁ ପିଅନ୍ତୁ ଜିରା ପାଣି

0
ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହ ଓଜନ ହ୍ରାସ କରିବାରେ ଜିରା ବେଶ୍‌ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା, ଓଜନ ହ୍ରାସ ହେବା ସହିତ ଜିରା ପାଣି ପିଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ। ପ୍ରତିଦିନ ସକାଳେ ଖାଲିପେଟରେ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ...

କେମିତି ବ୍ୟବହାର କରିବେ ଶ୍ରବଣ ଯନ୍ତ୍ର?

0
https://youtu.be/168oLYUKyHo ଶ୍ରବଣ ଯନ୍ତ୍ର କ’ଣ? କେତେବେଳେ ଜଣଙ୍କୁ ଶ୍ରବଣ ଯନ୍ତ୍ର ଦରକାର ହୋଇଥାଏ? ଏନେଇ ବିଶିଷ୍ଟ ଅଡିଓଲୋଜିଷ୍ଟ ଡାକ୍ତର ଦୀପକ କୁମାର ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ଶ୍ରବଣ ଯନ୍ତ୍ରଣ ପ୍ରକାରକାନକୁ ଶୁଭା ନ ଗଲେ କେଉଁ ପରୀକ୍ଷା କରାଯାଏ?କେଉଁ ବୟସରେ ଶ୍ରବଣ ଶକ୍ତି କମିଯାଏ?ଶ୍ରବଣ ଯନ୍ତ୍ରର ପାର୍ଶ୍ୱପ୍ରତିକ୍ରିୟାଡାକ୍ତରଙ୍କ ପରାମର୍ଶ ଯେଉଁମାନଙ୍କୁ...
error: Content is protected !!