ମନଇଛା ଷ୍ଟିରଏଡ୍‌ ମେଡିସିନ୍ ନେଉଛନ୍ତି କି?

0
https://youtu.be/AkNCtE1fwa0 ଷ୍ଟିରଏଡ୍‌ ମେଡିସିନ୍‌ କ’ଣ? ଏହାର କିଭଳି କାର୍ଯ୍ୟ କରେ ଓ ଏହାର ବ୍ୟବହାର କ’ଣ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଜାଣନ୍ତୁ। ଷ୍ଟିରଏଡ୍‌ କ’ଣ?ଷ୍ଟିରଏଡ୍‌ ମେଡିସିନ୍‌ର କାମ କ’ଣ?ଷ୍ଟିରଏଡ୍‌ର ବ୍ୟବହାରମନଇଛା ଷ୍ଟିରଏଡ୍‌ ନିଅନ୍ତୁ ନାହିଁ ଷ୍ଟିରଏଡ୍ କ’ଣ? (What is...
menopause_Dr Jaya prakash pani

ମେନୋପଜ୍‌ କ’ଣ?

0
https://youtu.be/dbSdBYrvjHQ ମେନୋପଜ୍‌ କ’ଣ? କେଉଁ ବୟସରେ ମହିଳାମାନଙ୍କର ପିରିୟଡ୍‌ସ ବନ୍ଦ ହୋଇଥାଏ? ପିରିୟଡ୍‌ସ ବନ୍ଦ ହେବା ପରେ କ’ଣ କ’ଣ ସ୍ୱାସ୍ଥ୍ୟ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ମେନୋପଜ୍‌ର କାରଣ କ’ଣ?ମେନୋପଜ୍‌ର...

ପ୍ରସବ ପରେ ମହିଳାମାନେ କ’ଣ ଖାଇବେ?

0
ପ୍ରସବ ପରେ ମା’ର ସ୍ୱାସ୍ଥ୍ୟ ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। କାରଣ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ତଥା ଯନ୍ତ୍ରଣା ଯୋଗୁଁ ସେମାନଙ୍କର ଶରୀରର ସନ୍ତୁଳନ ବିଗିଡ଼ିଯାଏ। ଏଭଳି କ୍ଷେତ୍ରରେ ସେମାନେ ନିଜର ଧ୍ୟାନ ଦେବା ଜରୁରୀ। ପ୍ରସବ ପରେ ମା’ମାନଙ୍କର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯିବା...

ଦାନ୍ତ ପୋକ ଖାଇଲେ କେମିତି କରିବେ ଚିକିତ୍ସା?

0
https://youtu.be/Cba4GF2LrZo ଦାନ୍ତରେ କ୍ୟାଭିଟି ହେଲେ କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପୋକଡ଼ା ଦାନ୍ତ ବା ଦାନ୍ତରେ କ୍ୟାଭିଟି କ’ଣ?ଦାନ୍ତ ପୋକ ଖାଇବାର କାରଣପିଲାଙ୍କର କ୍ୟାଭିଟି ହେବାର କାରଣ କ’ଣ?ଦାନ୍ତରେ କ୍ୟାଭିଟି ହେଲେ କ’ଣ...

ସବୁ ବୟସରେ ଆଖିର ଯତ୍ନ କିପରି ନେବେ?

0
https://youtu.be/7QkWh0vU0IE ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଏହାର ଯତ୍ନ ନେବା ନିହାତି ଜରୁରୀ। ତେବେ ସବୁ ବୟସର ଲୋକଙ୍କଠାରେ କ’ଣ କ’ଣ ଆଖି ସମସ୍ୟା ଦେଖାଦିଏ ଓ ଏହାର ସମାଧାନ ଏବଂ ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର...

କୋଭିଡ୍‌ ସମୟରେ ଜିମ୍‌ ଯାଉଥିଲେ, ଜାଣିରଖନ୍ତୁ

0
ଓଡ଼ିଶା ସରକାର ଜୁଲାଇ ୧୬ରୁ ଜିମ୍ ଖୋଲିବା ଲାଗି ମଞ୍ଜୁରି ଦେଇଛନ୍ତି। ତେବେ ଜିମ୍ ଯାଉଥିଲେ କେତେକ ସତର୍କତା ପାଳନ କରନ୍ତୁ, ଯେପରି ଆପଣ କୋଭିଡ୍‌ରୁ ସୁରକ୍ଷିତ ରହିପାରିବେ। -ଜିମ୍ ଯିବା ସମୟରେ ସାମାଜିକ ଦୂରତା ପାଳନ କରନ୍ତୁ। ଅତି କମ୍‌ରେ ୬ ଫୁଟ ଦୂରତା ବଜାୟ ରଖନ୍ତୁ। -ମାସ୍କ,...

ନିଦ ହେଉନି କି? ଜାଣନ୍ତୁ ସ୍ଲିପ୍‌ ହାଇଜିନ୍

0
https://youtu.be/IL_Q9f00t0E ଷ୍ଟ୍ରେସ୍‌, ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଲୋକେ ନିଦ୍ରାହୀନତାର ଶିକାର ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ନିଦ୍ରାହୀନତାର କାରଣ କ’ଣ? ଏହାର ଚିକିତ୍ସା କ’ଣ ଏବଂ ଭଲ ନିଦରେ କେମିତି ଶୋଇବେ? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ଙ୍କ ପରାମର୍ଶ ଜାଣନ୍ତୁ। ନିଦ୍ରାହୀନତାର ଲକ୍ଷଣରାତିରେ...

ମାଂସପେଶୀରେ କ୍ରାମ୍ପସ୍ କାହିଁକି ହୁଏ?

0
ଏକ ବା ଏକାଧିକ ମାଂସପେଶୀ ଅଚାନକ ପରସ୍ପର ଉପରେ ଚଢ଼ିଗଲେ କ୍ରାମ୍ପସ୍ ହୋଇଥାଏ। କିଛି ସମୟ ପରେ ତାହା ଠିକ ହୋଇଯାଏ। ଏହାଦ୍ୱାରା ଶରୀରର କିଛି କ୍ଷତି ହୁଏନାହିଁ, କିନ୍ତୁ କିଛି ସମୟ ପାଇଁ ମାଂସପେଶୀ କାମ କରିପାରେନାହିଁ। ଏହାର ବିଭିନ୍ନ ପ୍ରକାର କାରଣ ରହିଛି। ରକ୍ତ ପ୍ରବାହ...
Mosquitoes dengue

ଡେଙ୍ଗୁରୁ କେମିତି ରହିବେ ସତର୍କ

0
ବର୍ଷାୠତୁରେ ପ୍ରାୟତଃ ଡେଙ୍ଗୁ ଜ୍ଵର ବ୍ୟାପିଥାଏ। ଚାରିଆଡ଼େ ପାଣି ଜମୁଥିବାରୁ ଏହି ଦିନରେ ମଶା ବଂଶ ବୃଦ୍ଧି ପାଏ। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ। ଡେଙ୍ଗୁ ଭୂତାଣୁର ବାହକ ହେଉଛି ଏଡିସ୍‍ ମଶା। ଏହି ମଶା କାମୁଡ଼ା ଜରିଆରେ ଡେଙ୍ଗୁ ଭୂତାଣୁ ମଣିଷ...

ଦାନ୍ତ ଜନିତ ସମସ୍ୟାକୁ ନେଇ ମନକୁ ଆସୁଥିବା ପ୍ରଶ୍ନ ଓ ଡାକ୍ତରଙ୍କ ଉତ୍ତର

0
https://youtu.be/m1tft5tL7Jo ଦାନ୍ତକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଦାନ୍ତକୁ ମାଡ଼ି ମାଡ଼ି ଘଷିଲେ ଦାନ୍ତ ସଫା ହୁଏ, ଦାନ୍ତ ହଳଦିଆ ପଡ଼ିଯିବା ଖରାପ। ଏସମସ୍ତ ବିଷୟରେ ଆଲୋଚନା କରିଛନ୍ତି ଓରାଲ ଓ ମାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ୍‌ ପଟ୍ଟନାୟକ। ଆସନ୍ତୁ ଜାଣିବା ଦାନ୍ତକୁ ଅଧିକ...
error: Content is protected !!