ହାଡ଼କୁ ମଜଭୁତ କରେ ମଟନ ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

0
ପଲ୍ଳବୀ ସାବତ ଛେଳି ଗୋଡ଼ରେ ତିଆରି ସୁପ୍‌ ପିଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ। ଆବଶ୍ୟକୀୟ ସାମଗ୍ରୀ ମଟନ୍‌ ଗୋଡ଼ – ୨୦୦ ଗ୍ରାମ୍‌ ଗୋଲମରିଚ – ୧୦ ଗ୍ରାମ୍‌ ବାର୍ଲି ପାଉଡର – ୧୦ ଗ୍ରାମ୍‌ କୋଳଥ ଡାଲି – ୧୦ ଗ୍ରାମ୍‌ ପ୍ରସ୍ତୁତି ପ୍ରଣାଳୀ ଛେଳି ଗୋଡ଼ର ଛୋଟ...

ଆଇସିୟୁରେ କେମିତି ହୁଏ ଚିକିତ୍ସା?

0
https://youtu.be/x6SeYi0kLHM ପ୍ରାୟ ସମସ୍ତେ ଆଇସିୟୁ ବିଷୟରେ ଶୁଣିଥିବେ, ହେଲେ ଆଇସିୟୁ କ’ଣ? ଏଥିରେ କିଭଳି ଭାବେ ଚିକିତ୍ସା କରାଯାଏ? ଏନେଇ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଗୁଣଧର ପାଢ଼ି କ’ଣ କହୁଛନ୍ତି, ଆସନ୍ତୁ ଜାଣନ୍ତୁ। ଆଇସିୟୁ (ICU) କ’ଣ?ଆଇସିୟୁରେ କେମିତି ହୁଏ ଚିକିତ୍ସା?କେଉଁ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଏ?କେତେ ଦିନ...

ଓଜନ ନିୟନ୍ତ୍ରଣ କରେ ଲାଉ ଜୁସ୍‌ – ଜାଣନ୍ତୁ ଏହାର ପ୍ରସ୍ତୁତି

0
ପଲ୍ଲବୀ ସାବତ ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍‌। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ? ଆବଶ୍ୟକୀୟ ସାମଗ୍ରୀ ଲାଉ – ଛୋଟ ଖଣ୍ଡପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ାଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ ଚାମଚଜିରା ଗୁଣ୍ଡ - ଛୋଟ ଚାମଚରେ ଅଧ ଚାମଚବିଟ ଲୁଣ – ଅଧ...

ପୁଷ୍ଟିକର ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା, ଜାଣନ୍ତୁ ପ୍ରସ୍ତୁତି?

0
ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା। ଜାଣନ୍ତୁ ଏହାର ପ୍ରସ୍ତୁତି? ଆବଶ୍ୟକୀୟ ସାମଗ୍ରୀ:- ଡାଲି (ହରଡ) - ୧ କପ୍କଟା ପରିବା - ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ, ଜହ୍ନି)ଟମାଟୋ ଫାଳେଲୁଣ, ହଳଦିଗୁଣ୍ଡଜୀରା ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡଶୁଖିଲା ଲଙ୍କା...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୁଷ୍ଟିକର ବେସନ ସୁଜି ପିଠା – ଜାଣନ୍ତୁ ପ୍ରସ୍ତୁତି

0
ପଲ୍ଲବୀ ସାବତ ବ୍ରେକ୍‌ଫାଷ୍ଟରେ ପ୍ରସ୍ତୁତ କରନ୍ତୁ ବେସନ ସୁଜି ପିଠା। ଜାଣନ୍ତୁ କେମିତି ପ୍ରସ୍ତୁତ କରନ୍ତୁ। ଆବଶ୍ୟକୀୟ ସାମଗ୍ରୀ ବେସନ – ୧ କପ୍‌ସୁଜି – ୨ କପ୍‌ଦହି – ୧ କପ୍‌କ୍ୟାପ୍‌ସିକମ୍‌ - ୧ଟାପିଆଜ – ୧ଟାଟମାଟୋ – ୧ଟାକଞ୍ଚାଲଙ୍କା – ୧ଟାଧନିଆପତ୍ର ମୁଠାଏଅଦା ରସୁଣ ପେଷ୍ଟ – ୧...
yoga

ବର୍ଷାଋତୁରେ ନିଜକୁ ସୁସ୍ଥ ରଖିବାର ସରଳ ଉପାୟ

0
ପଲ୍ଲବୀ ସାବତ ବର୍ଷାଋତୁରେ ବିଭିନ୍ନ ପ୍ରକାରର ଜଳବାହିତ ରୋଗ ଏବଂ ସଂକ୍ରମଣ ହୋଇଥାଏ। ତେଣୁ ସେଥିରୁ ନିଜକୁ ସୁରକ୍ଷିତ ରଖିବାର ଉପାୟଗୁଡ଼ିକ ନିମ୍ନରେ ପ୍ରଦତ୍ତ: ଖାଦ୍ୟ ରାନ୍ଧି ଗରମ ଗରମ ଖାଆନ୍ତୁ।ପ୍ରୋଟିନଯୁକ୍ତ ଖାଦ୍ୟର ଅଧିକ ବ୍ୟବହାର କରନ୍ତୁ।ଥଣ୍ଡା କାଶରୁ ରକ୍ଷା ପାଇବା ପାଇଁ ଅଧିକ ଭିଟାମିନ ‘ସି’ ଯୁକ୍ତ ଖାଦ୍ୟ...
medicine care at home

ଜାଣନ୍ତୁ କେମିତି ଦାୟିତ୍ଵର ସହ ରଖିବେ ଔଷଧ ଏବଂ ଇନସୁଲିନ?

0
ଘରେ ଏବଂ ଯାତ୍ରା କରୁଥିବା ସମୟରେ ଔଷଧ ଏବଂ ଇନସୁଲିନକୁ କିଭଳି ରଖିବେ ତାହା ଜାଣନ୍ତୁ। ଘରେ ଥିବା ସମୟରେ ସବୁବେଳେ ଏକ ଉଚ୍ଚ ଥାକରେ ଔଷଧକୁ ରଖନ୍ତୁ। ସ୍ଥାନଟି ଥଣ୍ଡା ହୋଇଥିବାବେଳେ ତାହା ଯେପରି ଶୁଖିଲା ରହୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଔଷଧର ପ୍ୟାକେଟକୁ ଥାକରେ ସେଭଳି ପକାଇ...
tulsi leaves

ମୁହଁର ସୌନ୍ଦର୍ଯ୍ୟ ବଢ଼ାଏ ତୁଳସୀ ପତ୍ର

0
ଶରୀର ସହିତ ମୁହଁର ସୌନ୍ଦର୍ଯ୍ୟ ପାଇଁ ତୁଳସୀ ପତ୍ର ଔଷଧ ରୂପେ କାମ କରେ। ତୁଳସୀ ପତ୍ରକୁ ଇଂରାଜୀରେ ବାସିଲ ଲିଫ କୁହାଯାଏ। କାହିଁ କେଉଁ କାଳରୁ ତୁଳସୀ ପତ୍ରକୁ ବହୁଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ ବିଭିନ୍ନ ରୋଗର ଔଷଧ ଭାବେ ମଧ୍ୟ ଏହାକୁ ବ୍ୟବହାର...
error: Content is protected !!