Children Eye Care Week_LVPEI

ଏଲଭିପିଇଆଇ ପକ୍ଷରୁ ଶିଶୁ ଚକ୍ଷୁ ଯତ୍ନ ଉପରେ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

0
ମାୟୋପିଆର ମୁକାବାଲି ପାଇଁ ନିକଟରେ ମାଇଁସାଇକ୍ଲୋଥନ୍ ଭଳି ଏକ ମେଗା ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ଘୋଷଣା କରିବା ପରେ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ (ଏଲଭିପିଇଆଇ), ଭୁବନେଶ୍ୱର ପକ୍ଷରୁ ଶିଶୁମାନଙ୍କ ଆଖିର ଯତ୍ନ ପାଇଁ ଏକ ‘ଶିଶୁ ଚକ୍ଷୁ ଯତ୍ନ ସଚେତନତା ପଦଯାତ୍ରା’ ଆୟୋଜିତ...
L V Prasad Eye Institute’s MyCyclothon

ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ମାୟୋପିଆ ସଚେତନତା ପାଇଁ ‘ମାଇଁସାଇକ୍ଲୋଥନ’

0
ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ (ଏଲ୍‌ଭିପିଇଆଇ), ଭୁବନେଶ୍ୱର ପକ୍ଷରୁ ଶିଶୁ ଏବଂ କିଶୋରମାନଙ୍କଠାରେ ଦେଖାଦେଉଥିବା ‘ମାୟୋପିଆ’ ବା ନିକଟ ଦୃଷ୍ଟିଦୋଷ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ‘ମାଇଁସାଇକ୍ଲୋଥନ – ବେଟର୍‌ ହେଲ୍‌ଥ, ବେଟର୍ ସାଇଟ୍’ ନାଁରେ ଏକ ବିଶେଷ ସାଇକେଲ୍ ଯାତ୍ରାର ଆୟୋଜନ କରାଯାଉଛି। ଏହି...
jaga balia

ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ସ୍ଥାନ ପାଇଲା ‘ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌’ରେ 

0
ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲା କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ବିରଳ ଅସ୍ତ୍ରୋପଚାର। ଏନେଇ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଜଗା-କାଳିଆଙ୍କ ଅସ୍ତ୍ରୋପଚାର କରିଥିବା ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭୁବନେଶ୍ୱର ସୋଆଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଶୋକ...
sum hospital

ଡାଇବେଟିକ୍‌ ପ୍ରଭାବିତ ଚକ୍ଷୁ ରୋଗୀଙ୍କ ପାଇଁ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ପରୀକ୍ଷା

0
ନଭେମ୍ବର ୧୪ରେ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ଚକ୍ଷୁ ରୋଗୀଙ୍କ ପରୀକ୍ଷା ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚକ୍ଷୁ ବିଭାଗ ଆନୁକୂଲ୍ୟରେ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ କରାଯିବ। ଏହି ଦିବସ ଅବସରରେ...
Vigyanpan book release

ବିଜ୍ଞାପନ ପକ୍ଷରୁ ପ୍ରକାଶ ପାଇଲା ହେଲ୍‌ଥଲାଇନ୍ ଏବଂ ବ୍ୟାଙ୍କିଙ୍ଗ୍ ଡାଇରେକ୍ଟୋରି

0
ଓଡ଼ିଶାର ପରିଚିତ ପ୍ରକାଶନୀ ବିଜ୍ଞାପନ ପକ୍ଷରୁ ‘ହେଲ୍‌ଥଲାଇନ୍’ ଏବଂ ‘ଏ ମିରର୍‌ ଅଫ୍ ଫାଇନାନ୍ସିଆଲ୍ ଇନଷ୍ଟିଚ୍ୟୁସନ୍ସ ଆଣ୍ଡ ବ୍ୟାଙ୍କ୍ସ ଇନ୍ ଓଡ଼ିଶା’ ନାଁରେ ଦୁଇଟି ଡାଇରେକ୍ଟୋରି ନିକଟରେ ପ୍ରକାଶ ପାଇଛି। ରବିବାର ଦିନ ଭୁବନେଶ୍ୱରସ୍ଥିତ ଉତ୍କଳ ଚାମ୍ବର କନଫରେନ୍ସ ହଲ୍‌ଠାରେ ଆୟୋଜିତ ଦୁଇଟି ଭିନ୍ନ ଉତ୍ସବ ଅବସରରେ...
catatacts

ମୋତିଆବିନ୍ଦୁ ବା କାଟ୍ରାକ୍ଟ୍‍ ବିଷୟରେ ଜାଣିବା କଥା

0
ଆପଣଙ୍କୁ ମେଘୁଆ, ଝାପ୍‌ସା, କୁହୁଡ଼ି ପରି କିମ୍ବା ଏକ ପରଳ ପଡ଼ିବା ପରି ଦିଶୁଛି କି, କାଟ୍ରାକ୍ଟ ହୋ‍ଇଥାଇପାରେ। ମୋତିଆବିନ୍ଦୁ ହେଉଛି ଚକ୍ଷୁର ଲେନ୍ସ ମେଘୁଆ ହୋଇଯିବା, ଫଳରେ ସ୍ପଷ୍ଟ ଭାବରେ ଦେଖିନହେବା। ଅଧିକାଂଶ ମୋତିଆବିନ୍ଦୁ ବୟସ ବୃଦ୍ଧି ସହିତ ସମ୍ପର୍କିତ ହୋଇଥାଏ, କ୍ୱଚିତ ଘଟଣାରେ ଜନ୍ମରୁ ଶିଶୁମାନଙ୍କ...
cataract

କାହିଁକି ହୁଏ ମୋତିଆ ବିନ୍ଦୁ? ଏହାର କାରଣ ଏବଂ ଚିକିତ୍ସା

0
ମୋତିଆ ବିନ୍ଦୁର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଜାଣନ୍ତୁ ଆଖି ଡାକ୍ତର ଶ୍ରୀକାନ୍ତ ସାହୁଙ୍କ ପାଖରୁ.. ମୋତିଆ ବିନ୍ଦୁ ବର୍ତ୍ତମାନ ସମୟରେ ଏକ ଜଟିଳ ସମସ୍ୟା ଭାବେ ଦେଖାଦେଇଛି। ସାଧାରଣତଃ ଏହା ବୟସ୍କ ଲୋକମାନଙ୍କ ଆଖିରେ ଦେଖାଯାଏ। ହେଲେ ବର୍ତ୍ତମାନ ଛୋଟ ପିଲାଙ୍କଠାରୁ ଆରମ୍ଭ କରି...
eye care

କେମିତି ରଖିବେ ନିଜ ଆଖିକୁ ସମ୍ପୂର୍ଣ୍ଣ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ଚକ୍ଷୁରୋଗ ବିଶେଷଜ୍ଞ ଶ୍ରୀକାନ୍ତ କୁମାର ସାହୁ  

0
ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଯତ୍ନ ନେବା ନିହାତି ଆବଶ୍ୟକ। ଆମେ ଯଦି ଆମ ଆଖିର ସଠିକ୍‌ ଭାବେ ଯତ୍ନ ନେବା, ତେବେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ଏଡ଼ାଇ ପାରିବା। ଆସନ୍ତୁ, ଭୁବନେଶ୍ୱରସ୍ଥିତ ଏଲ୍. ଭି. ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନର ଚକ୍ଷୁ ରୋଗ...
WORLD SIGHT DAY

ଆଖି ସମସ୍ୟା ଦେଖାଦେବା ପୂର୍ବରୁ କେମିତି ରହିବେ ସଜାଗ – କ’ଣ କହନ୍ତି ଡାକ୍ତର ସଂଘମିତ୍ରା ଦାଶ

0
ଆଜି ବିଶ୍ୱ ଦୃଷ୍ଟି ଦିବସ। ଆସନ୍ତୁ, ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ୍ସ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶଙ୍କଠାରୁ ଶୁଣିବା ପିଲାଠୁ ବୁଢ଼ା ପର୍ଯ୍ୟନ୍ତ କେମିତି ନେବା ଆମ ଆଖିର ଯତ୍ନ। ପ୍ରତିବର୍ଷ ଅକ୍ଟୋବର (ଦ୍ୱିତୀୟ ଗୁରୁବାର)କୁ ବିଶ୍ୱ ଦୃଷ୍ଟି ଦିବସ ରୂପେ ପାଳନ କରାଯାଏ। ଚଳିତବର୍ଷର...

ଶରୀର ପାଇଁ ଲୌହର ଆବଶ୍ୟକତା

0
  ଡାକ୍ତରମାନଙ୍କ ଅନୁସାରେ ଲୌହ ହିମୋଗ୍ଲୋବିନ ପ୍ରସ୍ତୁତିରେ ସହାୟକ ହୋଇଥାଏ। ହିମୋଗ୍ଲୋବିନ ପୂରା ଶରୀରକୁ ଅମ୍ଳଜାନ ଯୋଗାଣ, କୋଷିକାଗୁଡ଼ିକର ତାକୁ ବ୍ୟବହାର ଏବଂ ଶରୀରରେ ଶକ୍ତିର ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ। ତେବେ ମହିଳାମାନଙ୍କୁ ଏହାର ଅଧିକ ଆବଶ୍ୟକତା ରହିଛି। କାରଣ ମାସିକ ଋତୁସ୍ରାବ ମାଧ୍ୟମରେ ସେମାନଙ୍କର...
error: Content is protected !!