drugs_dr suvendu narayan mishra

ଶରୀର ଉପରେ ଡ୍ରଗ୍ସର ପ୍ରଭାବ

0
https://www.youtube.com/watch?v=6DW2o9tmaWE କେମିତି ଛାଡ଼ିବେ ଡ୍ରଗ୍ସ? ଏନେଇ ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଡ୍ରଗ୍ସ କ’ଣ ଓ ଏହାର ପ୍ରକାରଡ୍ରଗ୍ସ ଶରୀର ଉପରେ କ’ଣ ପ୍ରଭାବ ପକାଏ?ନିଶା ଛାଡ଼ିଲେ କ’ଣ ଲକ୍ଷଣ ଦେଖାଦିଏ?ନିଶା ଛାଡ଼ିବା ପାଇଁ କ’ଣ ରହିଛି ଔଷଧ?ଡ୍ରଗ୍ସଠାରୁ ନିଜକୁ ଦୂରେଇ ରଖନ୍ତୁ ବର୍ତ୍ତମାନ ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା ଭାବେ ଛିଡ଼ା ହୋଇଛି। ତମାଖୁ, ମଦ୍ୟପାନଠୁ ଆରମ୍ଭ କରି ବ୍ରାଉନସୁଗାର, ହିରୋଇନ୍ ଭଳି ଡ୍ରଗ୍ସ ଖାଇବା...

କୋଭିଡ୍‌ ସମୟରେ ମାନସିକ ଚାପ – କେମିତି ମୁକୁଳିବେ?

0
https://youtu.be/RJRgyTfti3s କୋଭିଡ୍‌ ଯୋଗୁଁ ଅନେକ ଲୋକଙ୍କର ମାନସିକ ଚାପ ବଢ଼ୁଛି? ଏହି ଚାପରୁ କିପରି ବାହାରିବେ? ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ମାନସିକ ସ୍ଥିତିଛୋଟ ପିଲାଙ୍କୁ କିଭଳି ବୁଝାଇବେଅନିଶ୍ଚିତ ଭବିଷ୍ୟତ...

କାହିଁକି ହେଉଛି କିଡ୍‌ନି ଖରାପ?

0
https://www.youtube.com/embed/BhpgmViN-WA କାହିଁକି ଖରାପ ହୁଏ କିଡନି? କିଡନି ଖରାପ ହେଲେ କ’ଣ କରିବେ? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନିର କାମ କ’ଣ?କିଡନି ଖରାପ ହେବାର କାରଣ କ’ଣ?କିଡ୍‌ନି ଖରାପ ହେବାର ଲକ୍ଷଣକିଡନି ରୋଗକୁ ଚିହ୍ନିବା କେମିତି?କିଡ୍‌ନି ରୋଗର ଚିକିତ୍ସା...

ଛୋଟ ଛୋଟ କଥା ଭୁଲିଯାଉଛନ୍ତି କି?

0
https://youtu.be/zwdZN8j45kA ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କଠାରୁ ଡିମେନସିଆ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା।   ଡିମେନସିଆ ରୋଗ କ’ଣ?ଡିମେନସିଆ କେତେ ପ୍ରକାରରଡିମେନସିଆ ରୋଗର କାରଣ କ’ଣ?ଡିମେନସିଆ ରୋଗର ଲକ୍ଷଣଡିମେନସିଆ ରୋଗର ପରୀକ୍ଷଣଡିମେନସିଆ ରୋଗର ଚିକିତ୍ସାଡିମେନସିଆ ରୋଗକୁ ରୋକି ପାରିବା କି?ଡାକ୍ତରଙ୍କ ପରାମର୍ଶ ସାରା...

କରୋନା ଦ୍ୱିତୀୟ ଲହରରେ ମାନସିକ ଅବସ୍ଥା

0
ଡାକ୍ତର ସତ୍ୟକାମ ମହାପାତ୍ର ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ଲଢ଼େଇର ସମୟ ଆସିଛି। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ ନେଇ ଆମକୁ ଆହୁରି ମଜଭୁତ ହୋଇ କରୋନା ବିରୋଧରେ ଏହି ଲଢ଼େଇ ଜାରି...

ଲୁପସ୍‌ ରୋଗ କ’ଣ? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

0
https://youtu.be/o0vfOuZ_XLs ଲୁପସ୍‌ ରୋଗ କ’ଣ, ଏହାକୁ ଚିହ୍ନିବେ କେମିତି? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଅଧିକ ଜାଣିବା। ଲୁପସ୍ ରୋଗ କ’ଣ ଓ କାରଣଲୁପସ୍ ରୋଗର ଲକ୍ଷଣଲୁପସ୍ ରୋଗକୁ ଚିହ୍ନିବେ କିପରି?ଲୁପସ୍ ରୋଗର ଚିକିତ୍ସାଲୁପସ୍ ରୋଗୀଙ୍କ ଜୀବନଶୈଳୀ ଲୁପସ୍‌ ହେଉଛି ଏକ ଦୀର୍ଘକାଳୀନ ଅସୁସ୍ଥତା, ଯାହା...
Laparoscopic Surgery

ଲାପ୍ରୋସ୍କୋପିକ ସର୍ଜରୀ କ’ଣ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/vk3XvoNhc7Y ଲାପ୍ରୋସ୍କୋପି ସବୁଠାରୁ ସରଳ ଏବଂ ସୁବିଧାରେ ହୋଇପାରୁଥିବା ଅସ୍ତ୍ରୋପଚାର। ତେବେ, ଆସନ୍ତୁ ଡାକ୍ତର ନୟନ ରଞ୍ଜନ ନନ୍ଦଙ୍କଠାରୁ ଜାଣିବା ଲାପ୍ରୋସ୍କୋପିକ ସର୍ଜରୀ କ’ଣ ଏବଂ ଏହା କାହିଁକି ଭଲ? ଲାପ୍ରୋସ୍କୋପିକ ସର୍ଜରୀର ଉପାଦେୟତାଲାପ୍ରୋସ୍କୋପିକ ସର୍ଜରୀ କେଉଁଠି କରାଯାଏ?କେମିତି ହୁଏ ଲାପ୍ରୋସ୍କୋପିକ ସର୍ଜରୀ?କାହିଁକି ଭଲ ଲାପ୍ରୋସ୍କୋପିକ ସର୍ଜରୀ? ‘ଲାପ୍ରୋସ୍କୋପିକ’ ଗ୍ରୀକ ଶବ୍ଦ...

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

0
https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌...
dandruff_manas ranjan puhan

କାହିଁକି ହୁଏ ରୁପି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

0
https://youtu.be/3td91sWmEG0 ରୁପି ସମସ୍ୟାକୁ ନେଇ ଚିନ୍ତିତ କି? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କଠାରୁ ଅଧିକ ଜାଣିବା। ରୁପି ସମସ୍ୟା କେଉଁ ବୟସରେ ହୁଏ?ବିଭିନ୍ନ ସମସ୍ୟା କାରଣରୁ ରୁପିରୁପି ସମସ୍ୟାର ଲକ୍ଷଣଜୀବନଶୈଳୀ କାରଣରୁ ରୁପି ସମସ୍ୟାଭିଟାମିନ୍‌ ଅଭାବରୁ ରୁପି ସମସ୍ୟାରୁପି ସମସ୍ୟାର ଚିକିତ୍ସାରୁପି ପାଇଁ ଘରୋଇ ଉପଚାର କେତେ ଭଲ? ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ରୁପି ସମସ୍ୟା ଦେଖିବାକୁ ମିଳିଥାଏ। ଏହାକୁ ନେଇ ଅନେକ ଚିନ୍ତିତ ମଧ୍ୟ। ମୁଣ୍ଡରୁ ଯେଉଁ ଚୋପା ଛାଡ଼େ ତାକୁ ରୁପି କୁହାଯାଏ।...

ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ ଫର୍ମୁଲା

0
https://www.youtube.com/embed/rhrnfKvbPro ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସଙ୍କଠାରୁ ଆସନ୍ତୁ ଜାଣିବା ୪ଟି ଟିପ୍ସ। ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ। ରକ୍ତରେ ଶର୍କରା ପରିମାଣ ଆବଶ୍ୟକତାଠାରୁ ଅଧିକା ହେଲେ, ତାକୁ ଡାଏବେଟିସ୍‌ ବା ମଧୁମେହ ବୋଲି କହିଥାଉ। ଆମ ଶରୀରରେ ଅଗ୍ନାଶୟ ଗ୍ରନ୍ଥି ରହିଛି। ସେହି ଗ୍ରନ୍ଥିରେ ବିଟା-ଜୀବକୋଷ ରହିଛି ଏଥିରୁ ଇନ୍‌ସୁଲିନ୍‌ ନାମକ ହରମୋନ୍‌ ବା ଜୀବରସ ଝରିଥାଏ। କୌଣସି କାରଣରୁ ଇନ୍‌ସୁଲିନ୍‌ କମ୍‌ କ୍ଷରଣ ହେଲେ ବା କୌଣସି କାରଣରୁ ଇନ୍‌ସୁଲିନ୍‌ ଠିକ୍‌ ଭାବରେ କାମ କରୁନଥିଲେ,ତେବେ ଡାଏବେଟିସ୍‌ ବା ମଧୁମେହ ରୋଗ ହୋଇଥାଏ। କେବଳ ଚିନି ଖାଇବା ଦ୍ୱାରା ଡାଏବେଟିସ୍‌ ହୋଇନଥାଏ ସାଧାରଣ ଲୋକଙ୍କ ମନରେ ଭ୍ରମ ଥାଏ ଯେ ଚିନି ବା ମିଠା ଖାଇଲେ ଡାଏବେଟିସ୍‌ ହୋଇଥାଏ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ବେଶୀ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଏହା ଶରୀରରେ ସ୍ନେହସାର ରୂପେ ଜମା...
error: Content is protected !!