ଗ୍ୟାସ୍‌ ଓ ଏସିଡିଟିରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/serJf559SQQ ବର୍ତ୍ତମାନ ସମୟରେ ଗ୍ୟାସ୍‌ ଓ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ତେବେ କେମିତି ଗ୍ୟାସ ଓ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବେ? ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ଗ୍ୟାସ୍‌ ଓ ଏସିଡିଟିର ଲକ୍ଷଣଗ୍ୟାସ୍‌ ଓ...

କିଏ ନେଇପାରିବେ କରୋନା ଟିକା?

0
https://www.youtube.com/embed/KaAJhVek7R8 କାହିଁକି ଜରୁରୀ କୋଭିଡ୍‌ ଟିକା? କେଉଁମାନେ ନେଇପାରିବେ ଏହି ଟିକା? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା। ପ୍ରତିଷେଧକ ଟିକା (The COVID19 vaccine in Odia) ଦୀର୍ଘ ଦଶମାସ ହେଲା କୋଭିଡ୍-୧୯ ଜାଲରେ ଦେଶବାସୀ। ଏହି ଜାଲରୁ ମୁକୁଳିବା...

କୋଷ୍ଠକାଠିନ୍ୟକୁ ନେଇ ଚିନ୍ତିତ କି? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/embed/_qGd_VLQe_U ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ କୋଷ୍ଠକାଠିନ୍ୟ ସମସ୍ୟାର କାରଣ ଓ ନିରାକରଣ ବିଷୟରେ ଜାଣନ୍ତୁ। କୋଷ୍ଠକାଠିନ୍ୟ ସମସ୍ୟା କ’ଣ?କୋଷ୍ଠକାଠିନ୍ୟ କାହାକୁ ହୋଇପାରେ?କୋଷ୍ଠକାଠିନ୍ୟ ହେବାର କାରଣ କ’ଣ?କୋଷ୍ଠକାଠିନ୍ୟ ସମସ୍ୟାର ଲକ୍ଷଣକୋଷ୍ଠକାଠିନ୍ୟର ପରୀକ୍ଷଣକୋଷ୍ଠକାଠିନ୍ୟର ଚିକିତ୍ସା କେମିତି ହୁଏ?କୋଷ୍ଠକାଠିନ୍ୟ ଲାଗି ରହିଲେ କ’ଣ ଅସୁବିଧା...

ପିରିୟଡ୍‌ସ ସମୟରେ ରହନ୍ତୁ ପରିଷ୍କାର

0
https://www.youtube.com/watch?v=u85dpjJULNU&t=597s ପିରିୟଡ୍‌ସ ବେଳେ କେମିତି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ପିରିୟଡ୍‌ସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ନିହାତି ଦରକାର। ନଚେତ...

କ୍ରୋଧ ବା ରାଗ କେମିତି କରିବେ ନିୟନ୍ତ୍ରଣ?

0
https://youtu.be/7OKVFSroVCU କେମିତି ନିଜ କ୍ରୋଧକୁ ନିୟନ୍ତ୍ରଣ କରିବେ? ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କ୍ରୋଧ ବା ରାଗ କାହିଁକି ଲାଗେ?କ୍ରୋଧ କେତେବେଳେ କ୍ଷତିକାରକ?କ୍ରୋଧ ବା ରାଗର କୁପ୍ରଭାବଲୋକେ କ୍ରୋଧକୁ କିପରି ପ୍ରକାଶ କରନ୍ତି?କ୍ରୋଧ ବା ରାଗ ଲାଗିବାର କାରଣ...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

0
https://youtu.be/2v_rXp8muPo ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ। କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବେ କିପରି?ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ...

କାହିଁକି ହୁଏ ଆସ୍ଥମା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/embed/Ozxqzj__WSE ଆସ୍ଥମା ରୋଗକୁ ଚିହ୍ନିବେ କେମିତି? ଏହାକୁ ରୋକିବା ପାଇଁ କ’ଣ କରିବା ଦରକାର? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା। ଆସ୍ଥମା ହେଉଛି ଶ୍ୱାସନଳୀ ପ୍ରଦାହ ଜନିତ ରୋଗ। ଶ୍ୱାସନଳୀ ଭିତରେ ପ୍ରଦାହ ହେବା ଦ୍ୱାରା ଆସ୍ଥମା ହୋଇଥାଏ। ଶ୍ୱାସନଳୀର...

କାହିଁକି ମାରେ ବାତ?

0
https://www.youtube.com/embed/O5q4ZcjPYTk କାହିଁକି ଫିଟ୍ସ ମାରେ? ବିଶିଷ୍ଟ ମସ୍ତିଷ୍କରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା। ମୂର୍ଚ୍ଛା ବା ଫିଟ୍ସ ମାରେ କାହିଁକି?ମୂର୍ଚ୍ଛାରୋଗର ଲକ୍ଷଣମୂର୍ଚ୍ଛାରୋଗକୁ ନେଇ ଅନ୍ଧବିଶ୍ୱାସକାହାକୁ ଫିଟ୍ସ ମାରିଲେ କ’ଣ କରିବେ?ମୂର୍ଚ୍ଛାରୋଗର ପରୀକ୍ଷଣଫିଟ୍ସ ବା ମୂର୍ଚ୍ଛାରୋଗର ଚିକିତ୍ସାଚିକିତ୍ସା ନକଲେ କ’ଣ...

କର୍କଟ ରୋଗକୁ ରୋକିପାରିବା କି? ଜାଣନ୍ତୁ ଡାକ୍ତରଙ୍କ ଉତ୍ତର

0
https://www.youtube.com/embed/nCPg-D84zYg କାହିଁକି ବଢୁଛି କ୍ୟାନସର? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କଠାରୁ ଆସନ୍ତୁ ଜାଣିବା। କର୍କଟ ରୋଗର ଲକ୍ଷଣ କ’ଣ?କାହିଁକି ବଢୁଛି କର୍କଟ ରୋଗ?ପ୍ରାରମ୍ଭିକ ଅବସ୍ଥାରୁ କ୍ୟାନସରକୁ ଚିହ୍ନନ୍ତୁକର୍କଟ ରୋଗର ଚିକିତ୍ସା କେମିତି ହୁଏ?କର୍କଟକୁ ରୋକିପାରିବା କି? ଆମ ଶରୀରର...

କାନ୍ଧ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/6kcELOQJGaM ଅଧିକ ପଢ଼ନ୍ତୁ: ମାଂସପେଶୀ ଏବଂ ଆଣ୍ଠୁଗଣ୍ଠି ସମସ୍ୟାର ଉପଚାର ପାଇଁ ଆପଣାନ୍ତୁ ଫିଜିଓଥେରାପି ଫ୍ରୋଜେନ୍ ସୋଲଡର କାହିଁକି ହୁଏ? ଏଥିରୁ କେମିତି ମୁକ୍ତି ପାଇବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଲେଙ୍କା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଫ୍ରୋଜେନ୍ ସୋଲଡର କ’ଣ?ଫ୍ରୋଜେନ୍ ସୋଲଡରର ଲକ୍ଷଣଫ୍ରୋଜେନ୍ ସୋଲଡରର ଆଶଙ୍କା...
error: Content is protected !!