urine infection_dr biswajit nanda

ୟୁରିନ୍‌ ଇନ୍‌ଫେକ୍ସନ ହେଲେ କିଡ୍‌ନି ଖରାପ ହୁଏ କି? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

0
https://youtu.be/pwanVC-GFiQ ଉଭୟ ପୁରୁଷ ଓ ମହିଳା ୟୁରିନ୍ ଇନ୍‌ଫେକ୍ସନର ଶିକାର ହୁଅନ୍ତି। ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ପରିସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ତେବେ କାହିଁକି ହୁଏ ୟୁରିନ୍ ଇନ୍‌ଫେକ୍ସନ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଡାକ୍ତର ବିଶ୍ୱଜିତ ନନ୍ଦ କ’ଣ...
dr sibani_physiotherapy

ମାଂସପେଶୀ ଓ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଫିଜିଓଥେରାପି

0
https://youtu.be/cUwEEF2enGI ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ଫିଜିଓଥେରାପି। ଜାଣନ୍ତୁ, ଫିଜିଓଥେରାପିଷ୍ଟ୍ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ପରାମର୍ଶ। ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ର କାର୍ଯ୍ୟକ୍ଷମତା କେମିତି ବଢ଼ିବ?ମାଂସପେଶୀ ଏବଂ ଗଣ୍ଠି ବ୍ୟଥାବିଭିନ୍ନ ବୟସର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟାୟାମଗଣ୍ଠି ବ୍ୟଥା ସମସ୍ୟା ଓ ଏହାର ନିରାକରଣଗର୍ଭବତୀ ମହିଳାଙ୍କ ପାଇଁ ବ୍ୟାୟାମ ଶ୍ୱାସନଳୀ...
dr subhransu sekhar jena

ନ୍ୟୁରୋପାଥୀ ରୋଗର କାରଣ କ’ଣ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/8ojB0ZXZFLQ ନ୍ୟୁରୋପାଥୀ ହେବାର କାରଣ ସବୁ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା। ନ୍ୟୁରୋପାଥୀ ରୋଗର କାରଣନ୍ୟୁରୋପାଥୀ ରୋଗର ଲକ୍ଷଣନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟାନ୍ୟୁରୋପାଥୀର ପରୀକ୍ଷଣନ୍ୟୁରୋପାଥୀର ଚିକିତ୍ସାକ’ଣ ସତର୍କତା ଅବଲମ୍ବନ କରିବେ? ଆମ...

ଶୋଇବା ବେଳେ ଘୁଙ୍ଗୁଡ଼ି ମାରୁଛନ୍ତି କି? ଜାଣନ୍ତୁ କେମିତି ପାଇବେ ମୁକ୍ତି

0
https://www.youtube.com/embed/rHo99CqPyaY ଶୋଇବା ବେଳେ ଅଧିକାଂଶ ଲୋକ ଘୁଙ୍ଗୁଡ଼ି ମାରିଥାଆନ୍ତି। ତେବେ କାହିଁକି ଘୁଙ୍ଗୁଡ଼ି ହୁଏ? ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ବରିଷ୍ଠ ଶ୍ୱାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କଠାରୁ ଅଧିକ ଜାଣିବା। ଘୁଙ୍ଗୁଡ଼ି ସମସ୍ୟା କ’ଣ?ଘୁଙ୍ଗୁଡ଼ି ହେବାର କାରଣ କ’ଣ?ଘୁଙ୍ଗୁଡ଼ି ଯୋଗୁଁ ନିଦ...

ମହିଳାଙ୍କଠାରେ ଅତ୍ୟଧିକ କେଶ କେମିତି ହଟାଇବେ?

0
https://www.youtube.com/embed/5noqs7vVuEY ମହିଳାଙ୍କଠାରେ ଅଦରକାରୀ କେଶ କାହିଁକି ହୁଏ?ଅଦରକାରୀ କେଶ ପାଇଁ ମହିଳାମାନେ କ’ଣ କରିଥାଆନ୍ତି?ଅଦରକାରୀ କେଶର ଚିକିତ୍ସା କ’ଣ?ଲେଜର ଚିକିତ୍ସା କେମିତି ହୁଏ?ଲେଜର ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ?ଡାକ୍ତରଙ୍କ ପରାମର୍ଶ ମହିଳାଙ୍କଠାରେ ଅତ୍ୟଧିକ କେଶ କାହିଁକି ହୁଏ? ଏହାକୁ କେମିତି ହଟାଇବେ? ଏନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ...

ଲମ୍ବା ସମୟ ଧରି କମ୍ପ୍ୟୁଟର ଆଗରେ କାମ କରୁଥିଲେ, ହୋଇଯାଆନ୍ତୁ ସତର୍କ

0
https://www.youtube.com/embed/DJQIpHTIsxs ଅଧିକ ସମୟ ଧରି କମ୍ପ୍ୟୁଟର, ଲାପ୍‌ଟପ୍‌ ଆଗରେ କାମ କରୁଥିଲେ ହୋଇପାରେ କମ୍ପ୍ୟୁଟର୍‌ ଭିଜନ ସିଣ୍ଡ୍ରୋମ୍‌। ଏନେଇ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଏବିଷୟରେ ଅଧିକ ଜାଣିବା। କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କ’ଣ?କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର ଲକ୍ଷଣକାହିଁକି ବଢୁଛି କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ?କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମକୁ...

କର୍କଟକୁ ରୋକିବେ କିପରି?

0
https://www.youtube.com/embed/MLTNBAc8zpE କର୍କଟକୁ କେମିତି ରୋକିବେ? ଏନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଚିର ରଞ୍ଜନ ଖାଡ଼ଙ୍ଗାଙ୍କଠାରୁ ଅଧିକ ଜାଣନ୍ତୁ। କର୍କଟ କାହିଁକି ହେଉଛି?କର୍କଟକୁ ରୋକିବେ କେମିତି?କର୍କଟର ଲକ୍ଷଣ କ’ଣ?କର୍କଟର ଚିକିତ୍ସା ଆଧୁନିକ ସମାଜରେ ମୃତ୍ୟୁର ଅନ୍ୟତମ ଶବ୍ଦ କର୍କଟ ରୋଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।  ଆମ ଶରୀର...

କାହିଁକି ଦରକାର କିଡ୍‌ନି ଡାଏଲିସିସ୍‌?

0
https://www.youtube.com/embed/th_iXWv9YN8 କେମିତି ହୁଏ କିଡ୍‌ନି ଡାଏଲିସିସ୍? କିଡ୍‌ନି ଡାଏଲିସିସ୍ କାହିଁକି ଦରକାର? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନି ଡାଏଲିସିସ୍ କ’ଣ?କିଡ୍‌ନି ଡାଏଲିସିସ୍‌ କେମିତି ହୁଏ?କିଡନି ଡାଏଲିସିସ୍ କାହିଁକି ଦରକାର?ଡାଏଲିସିସ୍‌ ନ କଣେ କେଉଁସବୁ ଅସୁବିଧା ହୁଏ?କିଡ୍‌ନି ଡାଏଲିସିସର ପାର୍ଶ୍ୱ...

ଲିଗାମେଣ୍ଟରେ ଆଘାତ ଲାଗିଲେ କ’ଣ କରିବେ? – ଜାଣନ୍ତୁ ପ୍ରାଥମିକ ଚିକିତ୍ସା

0
https://www.youtube.com/embed/7sbjMaC8SIM ଲିଗାମେଣ୍ଟ ଇଞ୍ଜୁରି କ’ଣ? ଯଦି ଆପଣ ଲିଗାମେଣ୍ଟ ଇଞ୍ଜୁରିର ଶିକାର ହୁଅନ୍ତି, ତେବେ କ’ଣ କରିବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଆର୍ଥ୍ରୋସ୍କୋପି ଏବଂ ସ୍ପୋର୍ଟସ୍‌ ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ସାର୍ଥକ ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଲିଗାମେଣ୍ଟ କ’ଣ? (What is a ligament...

ଜରାୟୁଗ୍ରୀବା କର୍କଟକୁ ନେଇ କିଛି ତଥ୍ୟ

0
ଡାକ୍ତର ସୁଭାଶିଷ ମିଶ୍ର ଗର୍ଭାଶୟର ମୁଖ ଭାଗ, ଯାହାକୁ ସର୍ଭିକ୍ସ କୁହାଯାଏ, ସେଠାରେ କର୍କଟ ହେଲେ ତାହାକୁ ସର୍ଭାଇକାଲ କ୍ୟାନ୍‌ସର ବୋଲି କୁହାଯାଏ। ହ୍ୟୁମାନ ପାପିଲୋମା ଭାଇରସ୍‌ ସଂକ୍ରମଣ ଯୋଗୁଁ ଏହି କର୍କଟ ହୋଇଥାଏ। ମହିଳାମାନଙ୍କଠାରେ ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର।  ଜରାୟୁଗ୍ରୀବା କର୍କଟ ଅନ୍ୟ...
error: Content is protected !!